ଛିଃ…ଛିଃ…ଲଜ୍ୟା – kiss କଲା ରଞ୍ଜନ ଆମ ଦୁଇ ଭଉଣୀଙ୍କୁ ଟାଣିନେଇ ଘରେ ପୂରାଇ ଭିତରୁ କବାଟ ବନ୍ଦକରି ଡ୍ରେସ୍ ଖୋଲିଲେ,ଆଉ ତାପରେ କଲେ ଏମିତି…ଦେଖନ୍ତୁ viral ଭିଡ଼ିଓ ଟିକୁ….

କେବେ କେବେ ଆମ ଆଗକୁ କିଛି ଏପରି ଘଟଣା ଆସିଥାଏ ତାହାକୁ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇଥାଏ। ତେବେ ଆପଣ ମାନେ ଦେଖୁଥିବେ କି, ବର୍ତ୍ତମାନ ର ଯୁବପିଢ଼ି ମାନେ କାମନା ଓ ବାସନା ପାଇଁ ଏତେ ପାଗଳ ହୋଇଯାଉଛନ୍ତି କି ଭୁଲି ଯାଉଛନ୍ତି ସବୁକିଛି। କାମାନ୍ଧା ହୋଇ ସବୁ ସମ୍ପର୍କ କୁ ଗୋଡ଼ ରେ ଆଦେଇ ଦେଇ ନିଜ କୁର୍ଷିତ ମନଭାବ କୁ ପୁରା କରିବା ପାଇଁ ମା ଓ ଭଉଣୀ ଙ୍କୁ ମଧ୍ୟ ଛାଡୁ ନାହାନ୍ତି ଏମାନେ। ତେବେ ଏହିଭଳି ଏକ ଅତ୍ୟନ୍ତ ଲଜ୍ୟାଜନକ ଏବଂ ଅଭାବନୀୟ ଘଟଣା ବିଷୟରେ ଆପଣ ଙ୍କୁ ଜଣେଇବାକୁ ଯାଉଛୁ ଯାହା ଆପଣ ଙ୍କ ମୁଣ୍ଡ ଖରାପ କରିଦେବ ।

 

ପୁଣି ସାମ୍ନାକୁ ଆସିଲା ଆଉ ଏକ ନିନ୍ଦନୀୟ ଘଟଣାର ସ୍ପଷ୍ଟ ଚିତ୍ର।ଯାହା ଏହି ସଭ୍ୟ ଶିକ୍ଷିତ ସମାଜକୁ ନିମ୍ନଗାମୀ କରି ଦେଉଛି।ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ଯେମିତି ବଢ଼ିବାରେ ଲାଗିଛି।ନୈତିକତା ଓ ନିଜର ମାନବିକତା ଭୁଲି ଲୋକେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି।

ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ।


ସେହିପରି ଏବେ ସମ୍ନାକୁ ଆସିଛି ଜଣେ ବ୍ୟକ୍ତି ଦୁଇ ଭଉଣୀଙ୍କୁ ଗୋଟିଏ ଘରେ ବନ୍ଦ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ କଥା ଟି ଆପଣ ଙ୍କୁ କେଉଁ ସିନେମା ର କାହାଣୀ ଭଳି ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ ଏବଂ ଏହି ଘଟଣା ଟି ଆମ ଓଡ଼ିଶା ର ଭଦ୍ରକ ଜିଲ୍ଲା ର ବାସୁଦେବ ପୁର ଥାନା ଅନ୍ତର୍ଗତ ସୁଦର୍ଶନ ଗ୍ରାମରେ ଛୁଆ ଙ୍କ କଳି ପାଇଁ ଉଠିଛି ଏହି ଅଭାବନୀୟ ଘଟଣା। ତେବେ ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଏହିପରି ସବୁ ଘଟଣା ଓ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ।

ତେବେ ଅଭିଯୋଗ ଅନୁଯାୟୀ ଯୁବତୀ ଦୁଇ ଜଣ ଙ୍କ ଗୋଟିଏ କୋଠରୀ ଭିତରେ ଭରି ଦେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଥିଲେ ସେହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି । ଝିଅଟି ଥାନା ଲୋକଙ୍କ ଆଗରେ କହିଥିଲା ରେପ୍ କରିବ ବୋଲି ।

 

ପରିବାର ଲୋକେ ଅଭିଯୁକ୍ତର ଘରେ ପହଞ୍ଚି ପଚାରିବାରୁ ଅଭିଯୁକ୍ତ ହତ୍ୟା ଧମକ ଦେଇଥିଲା ।ପରଦିନ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ କରିଥିଲେ ହେଁ ପୋଲିସ କେବଳ ଅଭିଯୋଗ ରଖି ପରିବାର ଲୋକଙ୍କୁ ଫେରାଇ ଦେଇଥିଲା । ପରେ ସମାଜସେବୀ ଓ ସ୍ଥାନୀୟ ଲୋକେ ଏଥିରେ ହସ୍ତକ୍ଷେପ କରିବାରୁ ପୋଲିସ ଧର୍ଷଣ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବାକୁ ଚଢ଼ଉ ଜାରି ରଖିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.