ଏମିତି ହିମ୍ମତ ଵାଲା ଛୁଆ ଜୀବନରେ କେବେ ଦେଖି ନଥିବେ ..ଖତରନକ ମାଙ୍କଡ଼ ( monky )ସହ କଲା ଏମିତି…

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।

କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଉଛି । ତାହାଲେ ସେ ବିଷୟରେ ଅଧିକ ଆଲୋଚନା କରିବା ।

 

ବର୍ତ୍ତମାନ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ଯେଉଁଥିରେ ଆମେ ପ୍ରତ୍ୟେକ ଦିନ ଆମେ କିଛି ଏମିତି ଭିଡ଼ିଓ ଦେଖିଥାଉ ଯାହାକୁ ଦେଖି ଆମେ କେତେବେଳେ ଖୁସି ହେଇ ଯାଉ ତୋ ପୁଣି କେତେବେଳେ ଦୁଃଖ ପ୍ରକାଶ କରିଥାଉ । ହେଲେ ସୋସିଆଲ ମିଡିଆରେ ଏବେ ଯେଉଁ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ତାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ଜଣେ ୧.୫ ବର୍ଷର ବାଳକ ଓ ମାଙ୍କଡ ମଧ୍ୟରେ ଥିବା ଭଲ ପାଇବା । ଆଉ ଯେଉଁ କଥାଟି ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତାହା ଠାରୁ ବେଶି ଆଶ୍ଚର୍ଯ୍ୟକର ଏହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଆପଣ ମାନେ ଜାଣିଥିବେ ଯେ ଛୋଟ ପିଲା ହେଉ କି ବଡ଼ ସେମାନେ ଜୀବ ଯନ୍ତୁ ଙ୍କୁ ପ୍ରବଳ ଭୟ କରିଥାନ୍ତି ଓ ତା ପାଖକୁ ଯିବାକୁ ମଧ୍ୟ ଡରିଥାନ୍ତି । ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ଜଣେ 1.5 ବର୍ଷ ର ବାଳକ ମାଙ୍କଡ ମାନଙ୍କ ମଝିରେ ବସି ଖେଳିବା ସହିତ ତାଙ୍କୁ ଖାଇବାକୁ ମଧ୍ୟ ଦେଉଛନ୍ତି । ତେବେ ସୂଚନା ଅନୁଯାୟୀ ଏହି ବାଳକ ଟି ଖାଲି ଦିନେ ନୁହେଁ ପ୍ରତି ଦିନ ମାଙ୍କଡ଼ ମାନଙ୍କୁ ଖାଇବାକୁ ଦିଏ ଓ ମାଙ୍କଡ ମାନଙ୍କ ସହିତ ବସି ନିଜେ ମଧ୍ୟ ଖାଇଥାଏ ।ଆଉ ମାଙ୍କଡ଼ ସେହି ପିଲାଟିର ହାତରୁ ମଧ୍ୟ ଖାଇବା ଛଡ଼େଇ ଖାଇ ଯାଉଛି। ଆଉ ପିଲାଟି ମାଙ୍କଡ଼ କୁ ପିଟି ଦେଉଛି।

ଆଉ ଯାହା ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ମାଙ୍କଡ ମାନେ ମଧ୍ୟ ଏହି ବାଳକ ର କିଛି କ୍ଷତି କରେନାହିଁ ବରଂ ବାଳକ ସହିତ ବସି ଖେଳୁଥିବା ର ଭିଡ଼ିଓ ଏବେ ସାମ୍ନା କୁ ଆସିଛି ।ଆଉ ଯାହାକୁ ଦେଖିଲେ ଆପଣ ମାନେ ମାଙ୍କଡ଼ ଭିତରେ ଥିବା ବଡ଼ ପଣିଆ ପ୍ରକାଶ ପାଇଛି ବୋଲି କୁହାଯାଉଛି ।ତେବେ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ।

Leave A Reply

Your email address will not be published.