ଦୁନିଆର ସବୁଠାରୁ emotional and heart touching ଘଟଣା ଘଟିଲା ଏହି ସାହାସୀ ମହିଳା ସହିତ… ଦେଖିଲେ ଆପଣଙ୍କ ହୋସ ଉଡିଯିବ… Please ଦେଖନ୍ତୁ Video
ପ୍ରତିଦିନ ଆପଣ ମାନେ ସୋସିଆଲ ମିଡ଼ିଆରେ ନିଶ୍ଚିତ ଭାବରେ ଅନେକ ଭାଇରାଲ୍ ଭିଡିଓ ଦେଖିବାକୁ ପାଉଥିବେ। ସେଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକିଏ ଅଲଗା ପ୍ରକାରର ହୋଇଥାଏ। ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। ଆଜି ଆମେ ଆପଣଙ୍କୁ ଜଣେଇବୁ ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଆଜିର ଏହି ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। କିଛି ଘଟଣା ହଠାତ୍ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇ ଯାଇଥାଉ ଏବଂ ବିଶ୍ୱାସ କରି ପାରି ନଥାଉ।
ତେବେ ବର୍ତ୍ତମାନ ସମୟରେ ସମସ୍ତ ଯୁବପିଢି ମାନେ ସୋସିଆଲ ମିଡ଼ିଆ ସହିତ ଅଙ୍ଗା ଅଙ୍ଗୀ ଭାବେ ଯୋଡ଼ିତ। ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଇଥାଉ। କେତେବେଳେ ଜୀବଜନ୍ତୁ ମାନଙ୍କ ବିଷୟରେ ତ ଆଉ କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ। ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ଆମେ ଆପଣଙ୍କୁ କହିବୁ। ସୋସିଆଲ ମିଡ଼ିଆରେ ବେଳେବେଳେ ଆତ ଆଗକୁ କିଛି ଏପରି ଫଟୋ ଓ ଭିଡିଓ ଆସିଯାଏ ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗିଥାଏ। ତେବେ ଆପଣ ମାନେ ତ ପଶୁ ପକ୍ଷୀ ଙ୍କୁ ଭଲ ପାଉଥିବେ।
ବହୁତ ଲୋକ ଘରେ ଅନେକ ପଶୁ ପକ୍ଷୀ ଙ୍କୁ ପୋଷା ମନାଇ ରଖିଥାନ୍ତି। ପୋଷା ଜୀବ ମାନେ ଆମ କଥାକୁ ବହୁତ ଭଲ ଭାବରେ ବୁଝି ପାରନ୍ତି। ଅନେକ ଲୋକ କୁକୁର ରଖନ୍ତି ଓ ଅନେକ ଲୋକ ବିଲେଇ ମଧ୍ୟ ରଖିଥାନ୍ତି। ସେହିପରି ଜଣେ ମହିଳା ତାଙ୍କ ଘରେ ଗୋଟିଏ ମାଙ୍କଡ଼ ଛୁଆ ପାଳିଛନ୍ତି। ତେବେ ମା ର ମମତା କେବେ କାହାର ପାଇଁ କମ୍ ନୁହେଁ କି କାହା ପାଇଁ ଅଧିକ ନୁହେଁ। ମା ସାମ୍ନାରେ ସମସ୍ତେ ସମାନ। ତାର ପଣତ କାନିରେ ଟିକିଏ ମୁହଁ ପୋଛି ଦେଲେ ସତେ ଲାଗେ ଯେମିତି ପୃଥିବୀ ରେ ଆଉ କିଛି ନାହିଁ। ବିଶ୍ବ ର ସବୁ ଖୁସି, ସବୁ ସୁଖ ମା ର ପଣତ କାନିରେ ହିଁ ଲୁଚି ରହିଛି।
ତେବେ ସେହି ମାଙ୍କଡ଼ ଛୁଆ ଟି ମା ଜଣଙ୍କ ପାଖରେ ଗେଲ ହେଉଛି। କେତେବେଳେ ପାଟିକୁ ଚାଟି ଦେଉଛି ତ କେତେବେଳେ କାନକୁ କାମୁଡ଼ି ଦେଉଛି। କାରଣ ସେ ଜାଣିଛି ଏହାଠାରୁ ଆଉ ନିରାପଦ ସ୍ଥାନ ତା ପାଇଁ କେଉଁଠି ବି ନାହିଁ। ସତରେ ମା ର ଅନାବିଳ ସ୍ନେହର ବନ୍ଧନ ରେ ବାନ୍ଧି ହୋଇ ରହିଛି ଏହି ମାଙ୍କଡ଼ ଛୁଆ ଟି। ବସିଥିବା ମା କୁ ମାଙ୍କଡ଼ ଛୁଆ ଚେଁ ଚେଁ ଶବ୍ଦ ରେ ତାର ପରିଭାଷା କୁ ବୁଝାଇଥାଏ। ଆଉ ଏହାପରେ ମା ଆସି ମାଙ୍କଡ଼ ଛୁଆ କୁ ଭୋକ ଲାଗୁଛି ବୋଲି ପଚାରି ତାକୁ ଗୋଟିଏ କ୍ଷୀର ବୋତଲ ରେ କ୍ଷୀର ପିଆଇ ଦେଉଛି। ମାଙ୍କଡ ଛୁଆଟି ମଧ୍ୟ ଆନନ୍ଦରେ ଘରସାରା ବୁଲୁଛିମହାମସ୍ତି କରୁଛି ଏବଂ କ୍ଷୀର ବୋତଲ ଧରି କ୍ଷୀର ପିଉଛି । ଆପଣ ମାନେ ସମସ୍ତେ ଜାଣିଥିବେ ମା ର କୋଳ ପୃଥିବୀର ସବୁଠାରୁ ସୁରକ୍ଷିତ ଜାଗା ଆଉ ମଣିଷ ନହେଲେ ବି ମାଙ୍କଡ଼ ଛୁଆ ତାହାକୁ ଅକ୍ଷରେ ଅକ୍ଷରେ ବୁଝିଛି।