ଦେଖନ୍ତୁ Shocking ଭିଡ଼ିଓ : ହୋଇଗଲା କି ପ୍ରେମ ? ଡାକିଲେ ଅନୁଭବ ,ଦିଲ୍ଲୀରୁ ଦୌଡ଼ି ଆସିଲେ ଜାଗୃତି ଶୁକ୍ଲା … ଏହି ଭିଡିଓ ନିଆଁ ପରି ଭାଇରାଲ ହେଉଛି..

ଦିଲ୍ଲୀ ରୁ ଦୌଡ଼ି ଆସିଛନ୍ତି ଜାଗୃତି ଶୁକ୍ଳା। ଆଉ ଏପଟେ ୱେଲକମ୍ କରିଛନ୍ତି ଅନୁଭବ ମହାନ୍ତି। ଭିଡିଓ ରେ ଦେଖିଲେ ଆପଣ ଜାଣିପାରିବେ ଯେ ଅନୁଭବ ମହାନ୍ତି ସିଧା ଆସିଲେ ଆଉ ଜାଗୃତି ଙ୍କ ସହ ହାତ ମିଳାଇ ୱେଲକମ୍ କଲେ। ହଁ ଆଜ୍ଞା ଆପଣ ଜାଣିଥିବେ ଯେମିତି କିଛି ଦିନ ତଳେ ବର୍ଷା ଓ ଅନୁଭବଙ୍କ ବିଚ୍ଛେଦ ମାମଲା ଚାଲୁ ରହିଥିଲା ଅନୁଭବ ଚିନ୍ତାରେ ରହିଥିଲେ।

ସେହି ସମୟରେ ଜାଗୃତି ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ ସୋସିଆଲ ମିଡ଼ିଆରେ।ସେହି ଭିଡିଓ ଟି ଥିଲା ଅନୁଭବଙ୍କ ମାନସିକ ଚିନ୍ତା କୁ ନେଇ। ଆଉ କହିଥିଲେ କି, ଗୋଟିଏ ପୁରୁଷ ହେଲେ ବି ତା ଆଖିରେ ଲୁହ ଥିଲେ ବି ଦୁନିଆ ବେଳେ ବେଳେ ପୋଛିପାରେ ନାହିଁ। ଆଉ ଜାଗୃତି ଶୁକ୍ଳା ସେହି ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ।


ଆଉ ଜାଗୃତି ଶୁକ୍ଳା ଆଜି ଓଡ଼ିଶା ରେ ପହଞ୍ଚି ଯାଇଛନ୍ତି। ଆଉ ଅନୁଭବ ମହାନ୍ତି ଙ୍କ ସହିତ କିଭଳି ମିଶୁଛନ୍ତି ଆପଣ ଦେଖି ପାରୁଥିବେ ଏହି ଭିଡିଓ ରେ ।ଆଉ ଅଭିନେତା ଅନୁଭବ ମହାନ୍ତି ବି ଛାଡ଼ି ନାହାନ୍ତି ସିଧା ୱେଲକମ୍ କରିଛନ୍ତି। ଆଉ ଏବେ ଚର୍ଚ୍ଚା ହେବାରେ ଲାଗିଛି ଜାଗୃତି ଶୁକ୍ଳା ଓ ଅନୁଭବ ମହାନ୍ତି ଙ୍କ ବହୁତ ସୁନ୍ଦର ସମ୍ପର୍କ ଟି ରହିଛି, ଯାହା ଅତୁଟ। ତେବେ ଏଠାରେ କହି ରଖିବା ପାଇଁ ଚାହୁଁଛୁ,

 ଏ ଥିଲା ବସନ୍ତ ନାୟକ ଙ୍କ ଜନ୍ମ ଉତ୍ସବ ରେ ବଞ୍ଚିଥିବା ସମୟର ଦୃଶ୍ୟ। ଆଉ ସମସ୍ତ କଳାକାର ମାନଙ୍କ ସହିତ ଅନୁଭବ ମହାନ୍ତି ମଧ୍ୟ ସେଠାରେ ପହଞ୍ଚିଥିଲେ। ଆଉ ସେପଟେ ଦିଲ୍ଲୀ ରୁ ଆସିଥିଲେ ଜାଗୃତି ଶୁକ୍ଳା। ତେବେ କିଭଳି ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେବା ସମୟରେ କିଭଳି ବସନ୍ତ ନାୟକ ଅନୁଭବ ମହାନ୍ତି ଙ୍କୁ ବାଟ ଦେଖାଇଥିଲେ।

ଆଉ ଆଜି ଅନୁଭବ ମହାନ୍ତି ଏତେ ଦୂର ପାଦ ଦେଇ ପହଞ୍ଚି ପାରିଲେ ଏସବୁ କଥା କହି ଭାବବିହ୍ୱଳ ହୋଇ ଯାଇଥିଲେ ଅଭିନେତା ଅନୁଭବ ମହାନ୍ତି। ଅନୁଭବ ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ବସନ୍ତ ନାୟକ ଜଣେ ସୃଷ୍ଟିକାରୀ, ପ୍ରଡ୍ୟୁସର। ସେ କେତେଯେ କଳାକାର ମାନଙ୍କୁ ଗଢ଼ିଛନ୍ତି, ଆଉ ସେହି କଳାକାର ମାନଙ୍କ ମଧ୍ୟରେ ଅନୁଭବ ମହାନ୍ତି ମଧ୍ୟ ଜଣେ। ୨୦୦୪ ମସିହାରେ ଆଇ ଲଭ ୟୁ ଫିଲ୍ମ ମାଧ୍ୟମରେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ ଅନୁଭବ ମହାନ୍ତି। ଆଉ ଆଜିକୁ ୧୯ ବର୍ଷ ବିତିଗଲାଣି। ଆଉ ଖାସ୍ କରି ବସନ୍ତ ନାୟକ ଙ୍କ ପାଇଁ ସେ ଆଜି ଓଡ଼ିଆ ସିନେମା ଜଗତରେ ନାମ କମାଇ ପାରିଛନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.