ପ୍ରଥମ ଥର ପାଇଁ ହାତ ଯୋଡ଼ି ଅନୁରୋଧ କଲେ ଓଡ଼ିଶାର No 1 Vlogger ରୂପା-ପିଣ୍ଟୁ … Please ଏହି ଭିଡ଼ିଓ କୁ ଅଧିକ ରୁ ଅଧିକ ସେୟାର କରନ୍ତୁ…

ଆପଣ ମାନେ ତ ଜାଣିଛନ୍ତି ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି ଯାହାକି ସେମାନେ ଏବେ ଏକ ସେଲିବ୍ରିଟି ଯୋଡି | ଆପଣ ତ ଜାଣିଛନ୍ତି ସେଲିବ୍ରିଟି ମାନେ କିପରି ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଙ୍କୁ ଆକର୍ଷିତ କରିଥାନ୍ତି |

ଏହି ଯୋଡ଼ି ସବୁବେଳେ ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି | ତେବେ ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ ଯାହାକୁ ଲୋକେ ସେମାନଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଙ୍କୁ ଅନୁସରଣ ବି କରନ୍ତି |

ଏହି ସୁନ୍ଦର୍ ଯୋଡି ପାଇଁ ଏବେ ଅନେକ ଦର୍ଶକ ପାଗଳପ୍ରାୟ ଅଟନ୍ତି | ସେମାନେ ସେମାନଙ୍କ ଡାନ୍ସ ଏବଂ ଭଲପାଇବା ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି | ଅନେକ ସମୟରେ ସେମାନେ ତାଙ୍କର ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି |


ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି | କାରଣ ଏହି ଯୋଡ଼ି ଦେଖିବାକୁ ଯେମିତି ସୁନ୍ଦର୍ ତାଙ୍କର ବ୍ଯବହାର ମଧ୍ଯ ସେମିତି ସୁନ୍ଦର୍ | ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ |

ତେବେ ସେ ଏକ ଭିଡ଼ିଓ ଉପଲୋଡ କରିଛନ୍ତି ଆଉ ସେହି ଭିଡ଼ିଓ ରେ ସେ ଜଣେ ବ୍ୟକ୍ତି ଙ୍କ ପାଇଁ ସାହାଯ୍ୟ ମାଗିଛନ୍ତି | ଘଟଣା ଟି ହେଉଛି ଦୁହେଁ ବୃଦ୍ଧ ସ୍ୱାମୀ ସ୍ତ୍ରୀ ବ୍ୟାଙ୍ଗଲୋର ଯାଇ ଥିଲେ ଆଉ ବ୍ୟାଙ୍ଗଲୋର ରୁ ଟ୍ରେନ ଫେରୁ ଥିଲେ | କିନ୍ତୁ ବୃଦ୍ଧ ମଉସା ଜଣଙ୍କ ଶୋଇ ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ଟ୍ରେନ ରୁ ବାହାରି ଯାଇ ଥିଲେ ଯାହା ଫଳରେ ସେ ଟ୍ରେନ ରେ ଆଉ ଚଢି ପାରି ନଥିଲେ ଆଉ ଟ୍ରେନ ଟି ଛାଡ଼ି ଦେଇ ଥିଲା |

 

ତେଣୁ କରି ମାଉସୀ ଜଣଙ୍କ ଏବେ କୁଆଡେ ହଜି ଯାଇଛନ୍ତି ତାଙ୍କର କିଛି ଖୋଜ ଖବର ନାହିଁ | ତେଣୁ କରି ଏହି ଭିଡ଼ିଓ ମାଧ୍ୟମ ରେ ପିଣ୍ଟୁ କହିଛନ୍ତି କି କେହି ଯଦି ଏହି ମାଉସୀ ଙ୍କୁ ପାଇଯାଅ ତେବେ ନିଶ୍ଚିତ ଭାବରେ ଜଣାଇବେ ବୋଲି କହି ସାହାଯ୍ୟ ମାଗିଛନ୍ତି | ତେବେ ପିଣ୍ଟୁ ଙ୍କର ଏଭଳି ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ସାହାଯ୍ୟ କରିବାର ଭିଡ଼ିଓ ଦେଖି ଦର୍ଶକ ମଧ୍ୟ ବେସ ଖୁସି ଅନୁଭବ କରିଛନ୍ତି ଏବଂ ପ୍ରଶଂସା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.