ଏମିତି ବି ଆସେ ମୃତ୍ୟୁ ! CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ ଯାହାକି ବେଳେ ବେଳେ ଏମିତି କିଛି ଘଟଣା ଆଖି ସାମ୍ନା କୁ ଆସିଥାଏ ଖୁବ ଭୟଭୀତ ଓ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ତେବେ ଆପଣ ତ ଜାଣିଛନ୍ତି ଏବେ ପ୍ରତିଦିନ କେଉଁଠି ନା କେଉଁଠି ସଡ଼କ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି ଯେଉଁଥିରେ ଅନେକ ଲୋକ ଙ୍କର ଜୀବନ ମଧ୍ୟ ଅକାଳ ରେ ଚାଲି ଯାଉଛି | କିନ୍ତୁ ଏହା ମଧ୍ୟ ସତ ଯେ ଯେତେ ବେଳେ ଆମେ ଜନ୍ମ ପାଇଛୁ ସେତେ ବେଳେ ମୃତ୍ୟୁ ମଧ୍ୟ ନିଶ୍ଚିତ ଏହା କେଉଁ ସମୟରେ ଆସିବ ତାହା କେହି ହେଲେ ମଧ୍ୟ କହି ପାରିବେ ନାହିଁ |


ଜଣଙ୍କର ଜନ୍ମ କେତେ ବେଳେ ହେବ ତାହା ହୁଏତ ଆମେ କହି ପାରିବା କିନ୍ତୁ ଜଣଙ୍କର ମୃତ୍ୟୁ କେତେ ବେଳେ ଯେ ଆସିବ ତାହା କେହି ହେଲେ କହି ପାରିବେ ନାହିଁ | ଆପଣ ତ ଜାଣିଛନ୍ତି ବର୍ଷା ଦିନରେ ଘରୁ ବାହାରକୁ ଯିବା ସାଧାରଣ ଭାବରେ କଷ୍ଟକର ହୋଇ ପଡିଥାଏ |

କିନ୍ତୁ ଯେତେ ବେଳେ ବି ଜଣେ ବ୍ୟକ୍ତି ବାହାରକୁ ଯାଇଥାଏ ତା ମନରେ ନିହାତି ଭାବରେ ଭୟ ରହିଥାଏ କାରଣ ବର୍ଷା ଦିନରେ କାଳେ ଘଡ଼ଘଡ଼ି ବିଜୁଳି ମାରିବ ନହେଲେ କେଉଁ ଗଛ ର ଡାଳ ଭାଙ୍ଗି ତା ଉପରେ ପଡ଼ିଯିବ | ଏମିତି ଅନେକ ଭୟ ସେହି ବ୍ୟକ୍ତି ର ମନରେ ରହିଥାଏ | କିନ୍ତୁ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ରୁମ ମଧ୍ୟ ଟାଙ୍କୁରୀ ଉଠିବ |


ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଏକ ଯୁବକ ରାସ୍ତା ପାର ହେବା ପାଇଁ ରାସ୍ତା କଡରେ ଠିଆ ହୋଇ ଥିଲେ କିନ୍ତୁ ବର୍ଷା ଦିନ ହୋଇ ଥିବା ଯୋଗୁଁ ସେଠାରେ ଥିବା ବିଶାଳକାୟ ଏକ ଗଛ ଭାଙ୍ଗି ଯାଇଥିଲା | ଆଉ ଗଛଟି ବ୍ୟକ୍ତି ଠିଆ ହୋଇଥିବା ସ୍ଥାନରେ ପଡିଥିଲା ଯାହାକି ଯୁବକ ଟି ଠିକ ସମୟରେ ସେଠାରୁ ଘୁଞ୍ଚି ଯାଇଥିଲେ ନଚେତ ଗଛଟି ସେହି ଯୁବକ ଙ୍କ ଉପରେ ପଡିଥାନ୍ତା |

ଯାହା ଫଳରେ ଯୁବକ ଙ୍କର ଜୀବନ ବଞ୍ଚି ଯାଇଥିଲା ଆଉ ସେ ଏକ ନୂଆ ଜୀବନ ପାଇ ଥିଲେ | ତେବେ କଥାରେ ମଧ୍ୟ ଅଛି ରଖିଲେ ଶିବ ମାରିବ କିଏ, ଯାହାକି ଏହା ହେଉଛି ଘଟଣା ର ଉଦାହରଣ ଅଟେ | ତେବେ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଯିଏ ବି ଦେଖୁଛି ସେ ଖୁବ ଆଶ୍ଚର୍ଯ୍ୟ ହୋଇ ଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.