ଶେଷରେ ବହୁତ ବଡ଼ ଖୁସି ଖବର ଦେଲେ ବର୍ଷା – ଶୁଣିଲେ ଆପଣ ବି ଖୁସି ନିଶ୍ଚିତ ହେବେ…ଥରେ ମାତ୍ର ଦେଖନ୍ତୁ

ବର୍ତ୍ତମାନ ସମୟରେ ପୁଣି ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଏକ ବହୁତ ବଡ଼ ଖୁସିର ଖବର ଆସି ପହଞ୍ଚିଛି ଯାହାକି ଏହି ଖୁସି ଖବର ଟି ଚୁଲବୁଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଦେଇଛନ୍ତି | ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର କୁଇନ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ତାଙ୍କ ଆକ୍ଟିଙ୍ଗ ଆପଣ ପ୍ରାୟ ସମୟ ରେ ବେସ ପସନ୍ଦ ମଧ୍ୟ କରିଛନ୍ତି |

ସେ ଅନେକ ବଡ଼ ବଡ଼ ଷ୍ଟାର ଙ୍କ ସହିତ କାମ କରିଛନ୍ତି ଆଉ ତାଙ୍କର ସୁନ୍ଦର ଅଭିନୟ ଓ ଲୁକ୍ସ ଦ୍ୱାରା ଦର୍ଶକ ମାନଙ୍କ ହୃଦୟ ରେ ରାଜ କରିଥାନ୍ତି ଏବଂ ସେ ଭଲ ଅଭିନେତ୍ରୀ ସହିତ ଏକ ସମାଜ ସେବୀ ମଧ୍ୟ ଅଟନ୍ତି | ବର୍ଷା ଙ୍କୁ ନେଇ ଏବେ ଏକ ବଡ଼ ଖୁସି ଖବର ଆସିଛି, ଆଉ ସେହି ଖୁସି ଖବର ରହିଛି ବର୍ଷା କଣ କହିଛନ୍ତି ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |

ଆପଣ ତ ଏହା ଜାଣିଛନ୍ତି କି ଦୀର୍ଘ ଦିନ ହେବ ବର୍ଷା ଓ ଅନୁଭବ ଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି, ବର୍ଷା ଓ ଅନୁଭବ ପରସ୍ପର ପ୍ରେମ ବିବାହ କରି ଥିଲେ କିନ୍ତୁ ଦୀର୍ଘ ଦିନ ଏକା ସାଙ୍ଗରେ ରହିବା ପରେ ପାରିବାରିକ କଳହ କାରଣ ରୁ ଉଭୟ ଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇ ଥିଲା | ଆଉ ବହୁତ ଜଲଦି ଉଭୟ ଙ୍କର ଛାଡ଼ପତ୍ର ହେବା ପାଇଁ ମଧ୍ୟ ଯାଉଛି ଯାହାକୁ ନେଇ ପ୍ରାୟ ସମୟରେ ସୋସିଆଲ ମିଡ଼ିଆ ଉଭୟ ଚର୍ଚ୍ଚା ରେ ରହିଥାନ୍ତି | ଯଦିଓ ବର୍ତ୍ତମାନ ସୁଦ୍ଧା ଦୁହିଁଙ୍କର ଛାଡ଼ପତ୍ର ହୋଇ ନାହିଁ ହେଲେ ଅନୁଭବ ଶତ ଚେଷ୍ଟା କରୁଛନ୍ତି କି ଯେତେ ଶୀଘ୍ର ତାଙ୍କର ଛାଡ଼ପତ୍ର ହୋଇଯାଉ |

ଏହି ସବୁ ଭିତରେ ଆପଣ ନିହାତି ଜାଣି ଥିବେ କି ବର୍ଷା ପ୍ରତେକ ସମୟରେ ସମାଜ ସେବା କରି ଆସିଛନ୍ତି ଅନେକ ସମୟରେ ଦୁଃଖୀ ଲୋକ ଓ ବୃଦ୍ଧ ଲୋକ ଙ୍କର ସାହାଯ୍ୟ କରିଥାନ୍ତି | କେବଳ ସେତିକି ନୁହେଁ ଏହା ସହିତ ତାଙ୍କର ଏକ ସଂସ୍ଥା ମଧ୍ୟ ଚାଲିଛି ଯେଉଁ ସଂସ୍ଥା ର ନାମ ହେଉଛି ସମ୍ମାନିତା ଯେଉଁ ସଂସ୍ଥା ମାଧ୍ୟମ ରେ ସେ ଲୋକ ମାନଙ୍କର ସାହାଯ୍ୟ କରିଥାନ୍ତି |

 

ତେବେ ବର୍ତ୍ତମାନ ସମୟରେ ଏହାକୁ ବର୍ଷା ପ୍ରିୟଦର୍ଶନି ଏକ ବହୁତ ବଡ଼ ଖୁସିର ଖବର ଦେଇଛନ୍ତି | ସେ ଆଗକୁ ମଧ୍ୟ ବହୁତ ବଡ଼ ଅନାଉସମେଣ୍ଟ କରିବା ପାଇଁ ଯାଉଛନ୍ତି କିନ୍ତୁ ସେ କଣ ଅନାଉସମେଣ୍ଟ କରିବେ ସେହି ସମ୍ପର୍କ ରେ କିଛି ସ୍ପଷ୍ଟ ଭାବେ ଜଣାଇ ନାହାଁନ୍ତି କେବଳ ତାହାକୁ ନେଇ ସରପ୍ରାଇଜ ରଖିଛନ୍ତି ବୋଲି କହିଛନ୍ତି | ତେବେ ସରପ୍ରାଇଜ ଟି କଣ ତାହା ଜାଣିବା ପାଇଁ ଏବେ ବର୍ଷା ଙ୍କର ଫ୍ୟାନ୍ସ ଚାତକ ଭଳି ଚାହିଁ ରହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.