ଓଡିଶାର No.1 youtuber – ରୁପାଙ୍କୁ ନେଇ ଆସିଲା ବହୁତ ବଡ଼ ଦୁଃଖଦ ଖବର….? ମାତ୍ର 2 ଘଣ୍ଟାରେ 574k ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଭିଡ଼ିଓ ଉପଲୋଡ କରି ଲୋକ ପ୍ରିୟତା ହାସଲ କରି ଥାଆନ୍ତି ଏବଂ ପରେ ପରେ ଫେମସ ମଧ୍ୟ ହୋଇ ଯାଆନ୍ତି | ଏଥିରେ ଅନେକ ସେଲିବ୍ରେଟି ରହିଛନ୍ତି ସେଥି ମଧ୍ୟରୁ ଜଣେ ହେଉଛନ୍ତି ଖୁବ ଲୋକ ପ୍ରିୟତା ଅଭିନେତା ପିଣ୍ଟୁ ଓ ଅଭିନେତ୍ରୀ ରୂପା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଉପଲୋଡ କରି ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି | ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି |

ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ, କାରଣ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି |

ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ | ତେବେ କେବଳ ନିଜ ଘର ପରିବାର କୁ ନେଇ ଭିଡ଼ିଓ ଉପଲୋଡ କରିଥାନ୍ତି ତାହା ନୁହେଁ ବରଂ ଅନେକ ସୁପରହିଟ ଆଲବମ ରେ ମଧ୍ୟ କାମ କରି ସାରିଲେଣି |

ଆପଣ ତ ବେସ ଭଲ ଭାବରେ ଜାଣି ଥିବେ କି ଏହି କିଛି ଦିନ ହେବ ଦିନକୁ ଦିନ ରୂପା ଙ୍କର ଦେହ ଖୁବ ଅସୁସ୍ଥ ହୋଇ ପଡୁଛି ଯାହାକି ତାଙ୍କର ଶ୍ୱାସ ବାହାରିଛି ଆଉ ସେ ଠିକ ଭାବରେ ନିଶ୍ୱାସ ମଧ୍ୟ ନେଇ ପାରନ୍ତି ନାହିଁ ଏହାଦ୍ୱାରା ସେ ଘରେ ମଧ୍ୟ କୌଣସି କାମ କରି ପାରୁ ନାହାଁନ୍ତି |

 

ତେବେ ବର୍ତ୍ତମାନ ଭିଡ଼ିଓ ଦେଖିବା ପାଇଁ ମିଳିଛି କି ପିଣ୍ଟୁ ରୂପା ଙ୍କୁ ଭୁବନେଶ୍ୱର ର କେୟାର ହସ୍ପିଟାଲ କୁ ନେଇ ଯାଇଛନ୍ତି ଆଉ ସେଠାରେ ତାଙ୍କର ସବୁ ଚିକିତ୍ସା ହୋଇଛି | ଆଉ ଚିକିତ୍ସା ପରେ ଜଣା ପଡ଼ିଛି କି ତାଙ୍କ ଦେହରେ ସବୁବେଳେ ଥଣ୍ଡା ରହୁ ଥିବାର ଏହିସବୁ ସମସ୍ୟା ବାହାରୁଛି ଆଉ ଡାକ୍ତର କହିଛନ୍ତି କି ତାଙ୍କୁ ସବୁବେଳେ ଗରମ ଚିକିତ୍ସା ରେ ରହିବା ପାଇଁ ଯାହାକି ପିଣ୍ଟୁ ଭିଡ଼ିଓ ମାଧ୍ୟମ ରେ ଜଣାଇ ଥିଲେ | ଏହାପରେ ମେଡ଼ିସିନ ଧରି ସେମାନେ ପୁଣି ନିଜ ଘରକୁ ଫେରି ଥିଲେ ଆଉ ରୂପା ଙ୍କର କଣ ହୋଇଛି ଜାଣିବା ପାଇଁ ତାଙ୍କ ପରିବାର ଲୋକ ମଧ୍ୟ ଚାହିଁ ବସି ଥିଲେ | ତେବେ ଏଭଳି ଏକ ଭିଡ଼ିଓ ଦେଖି ଦର୍ଶକ ମଧ୍ୟ ଭିଡ଼ିଓ ଟିକୁ ଖୁବ ଭଲ ପାଇବା ଦେଇଛନ୍ତି |

Leave A Reply

Your email address will not be published.