Ambulance With Serious Patient ଗେଟ ମେନ ର ସାହସିକତା ପାଇଁ ଆପଣ ବି ପ୍ରଶଂସା ନକରି ରହି ପାରିବେନି… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ…

ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ର ସମୟ ରେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁଛନ୍ତି। ସେଥି ପାଇଁ ତ ବ୍ୟସ୍ତ ବହୁଳ ଜୀବନରୁ ଯଦି କିଏ ଟିକିଏ ସମୟ ପାଉଛି ସେ ସୋସିଆଲ ମିଡିଆରେ ହିଁ ବ୍ୟସ୍ତ ହୋଇ ଯାଉଛି।

 

ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ଯାହା ଦେଖିଲେ ଆମକୁ ଖୁବ୍ ପସନ୍ଦ ଆସିଥାଏ ଏଭଳି ଭିଡିଓ ବେଳେ ବେଳେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳି ଥାଏ ଯାହା ଦେଖିଲେ ଆମକୁ ଏକ ଭିନ୍ନ ଧରଣର ଖୁସି ମିଳି ଥାଏ। ସୋସିଆଲ ମିଡିଆରେ ଆମେ ବିଭିନ୍ନ ପ୍ରକାର ଭିଡିଓ ବାବଦରେ ଅବଗତ ହୋଇ ପାରୁଛୁ। ଯାହା ଆମକୁ ମନୋରଞ୍ଜନ ମଧ୍ୟ ପ୍ରଦାନ କରୁଛି।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି ଆଉ ଲୋକେ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି।

 

ତେବେ ନିକଟରେ ଏକ ଭିଡ଼ିଓ ଏବେ ବହୁତ ମାତ୍ରା ରେ ଭାଇରାଲ ଦେଖା ଯାଇଛି ଯେଉଁ ଥିରେ ଗୋଟିଏ ଆମ୍ବୁଲାନ୍ସ ଆସିବା ସମୟରେ ଟ୍ରେନର ଗେଟ ପଡିଯାଇଥିବା ର ଦେଖା ଯାଇଛି ଓ ଆମ୍ବୁଲାନ୍ସ ଆସିବା ର ସାଇରେନ ଶୁଣି ଟ୍ରେନ ଗେଟ ପୁଣି ଥରେ ଉଠାଇ ଦିଆଯାଇଥିବା ଦେଖା ଯାଇଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଦେଖା ଯାଇଛି ।ତେବେ ବିଭିନ୍ନ ସ୍ଥାନରେ ରୋଗୀଙ୍କ ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇଛନ୍ତି। ସେହିପରି ଜଣେ ସିରିଏସ୍ ରୋଗୀଙ୍କୁ ଏକ ଆମ୍ବୁଲାନ୍ସ ନେବା ସମୟରେ ରାସ୍ତାରେ କିଛି ଅସୁବିଧା ନହେବା ପାଇଁ ମଧ୍ୟ ନିୟମ ରହିଛି।

ତେବେ ଆମ୍ବୁଲାନ୍ସ ଟି ଯିବା ସମୟରେ ତାହାର ଏକ ନିର୍ଦିଷ୍ଟ ଆଲାର୍ମ ରହିଛି ଯାହା ବାଜିବା ମାତ୍ରେ ରାସ୍ତାରେ ସମସ୍ତେ ତାକୁ ସହଯୋଗ କରିଥାନ୍ତି ଓ ସହଜରେ ରାସ୍ତା ଛାଡି ଦେଇଥାନ୍ତି ଯାହା ଦ୍ୱାରା ଆମ୍ବୁଲାନ୍ସ ଟି ସହଜରେ ରୋଗୀ କୁ ନେଇ ହସ୍ପିଟାଲ ପହଞ୍ଚି ଥାଏ ଓ ରୋଗୀର ଜୀବନ ବଞ୍ଚି ଯାଏ । ଠିକ ସେହିପରି ଭାବରେ ଏକ ଆମ୍ବୁଲାନ୍ସ ଯିବା ସମୟରେ ସେ ଟ୍ରେନ ଟ୍ରାକ ଆର ପାରି କୁ ଯିବା ସମୟରେ ହଠାତ ସେହି ସମୟରେ ମଧ୍ୟ ଟ୍ରେନ ଆସିବା ସମୟ ଥିଲା ସେଥିପାଇଁ ସେ ଟ୍ରେନ ଟୁଲ ପକାଇ ଦିଆ ଯାଇଥିଲା ।ହେଲେ ଆମ୍ବୁଲାନ୍ସ ର ଆସିବା ଶବ୍ଦ ଶୁଣି ଟ୍ରେନର ଷ୍ଟେସନ ମାଷ୍ଟର ଟୁଲ ଗେଟ ଦାୟିତ୍ୱ ଥିବା ବ୍ୟକ୍ତି ପୁଣି ଥରେ ଟୁଲ ଗେଟ ଉଠାଇ ଦେଇଥିଲେ ଓ ଆମ୍ବୁଲାନ୍ସ କୁ ପ୍ରଥମେ ରାସ୍ତା ଛାଡି ଥିଲେ ଓ କିଛି ସମୟ ପାଇଁ ଟ୍ରେନ ଟି କୁ ଅଟକାଇ ଦିଆଯାଇଥିଲା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଦେଖା ଯାଇଛି ।

Leave A Reply

Your email address will not be published.