ଶୁଆଇ ଦଉନି ମତେ ରାତିସାରା ଆସ ମୋ ଦୁଗ୍ଧ ପିଇବ। Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଯାତ୍ରା ବିଗ୍ ସିନ୍..

ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି। ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ମାଧ୍ୟମ ରେ ଅନେକ ପ୍ରକାରର ସାମାଜିକ ଶିକ୍ଷା ମଧ୍ୟ ଆମ କୁ ମିଳିଥାଏ।


ତେବେ ଯାତ୍ରା ର ସମସ୍ତ ସିନ ଗୁଡ଼ିକ କୁ ଆମକୁ ସତ ପରି ଲାଗିଥାଏ କାରଣ ଏମାନେ ବାସ୍ତବିକ ଭଳି ଅଭିନୟ କରିଥାନ୍ତି। ତେବେ ଏହି ଯାତ୍ରା ର ଅଭିନୟ ଦେଖି ଦର୍ଶକ ମାନେ ଉପଭୋଗ କରିବା ସହ ତାଙ୍କର ଅଭିନୟ ଉପରେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଯାତ୍ରା ର ଏକ କମେଡି ସିନ ଯାହାକି ଟି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ହସି ହସି ଗଡି ଯିବେ।


ତେବେ ସେହି ଯାତ୍ରା ସିନ ଟି ଏକ ପକମେଡି କାହାଣୀ ଉପରେ ଆଧାରିତ ଅଟେ ଯେଉଁ ଥିରେ ଦେଖା ଯାଇଛି କି ଜଣେ ଝିଅ ହିରୋଇନ ହେବା ପାଇଁ ପୁରା କୁତୁକୁତୁ ହେଉଛନ୍ତି। ଆଉ ଏହି ସମୟ ରେ ତାଙ୍କ ଘର କୁ ଜଣେ ଫୋଟ ଗ୍ରାଫର ଆସୁଛନ୍ତି ଯିଏକି ସିନେମା ରେ ହିରୋଇନ ହେବା ପାଇଁ ଅଡିସନ ନେବା କୁ ଆସିଛନ୍ତି ବୋଲି କହିଛନ୍ତି। ତେବେ ଏତିକି କହିବା ମାତ୍ରେ ଝିଅ ଟି କହୁଛି , “ଭାଇ କଣ ଟେକିବି…ଆଉ ଯୁବକ ଜଣଙ୍କ କହୁଛନ୍ତି କଣ ଠିଆ ରେ ଠିଆ ରେ…”।

ତେବେ ମୋଟା ମୋଟୀ ଆପଣ ଦେଖିବେ କି ଏହି ସିନ ଟି ବହୁତ ମଜାଦାର ହୋଇଛି ଏବଂ କଥା ଗୁଡିକ ଏହିପରି କମେଡି ହୋଇଛି କି ଆପଣ ଦେଖିବା ମାତ୍ରେ ହସି ହସି ଗଡି ଯିବେ। ତେବେ ଏହା ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

Leave A Reply

Your email address will not be published.