ମାତ୍ର 2ଟି ଦିଆସିଲି କାଠି ( Matchbox ) ରେ ଯୁବକ ବନିଲେ ହେଲିକ୍ୟାପ୍ଟର ତା’ ପରେ ହଠାତ୍ ଯାହା ହେଲା…

ଆଜିକାଲି ର ସମାଜ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି କାରଣ ଏହା ଦ୍ୱାରା ଆମେ ଅନେକ ଭାଇରାଲ ଭିଡ଼ିଓ ଦେଖି ଥାଉ ଆଉ ଅନେକ କିଛି ଶିଖିବାକୁ ମଧ୍ୟ ପାଇ ଥାଉ | ବେଳେ ବେଳେ ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ମିଳେ ଯାହାକି ଖୁବ ଆଶ୍ଚର୍ଯ୍ୟ ଜନକ କରାଇ ଦେଇ ଥାଏ | ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ତାଙ୍କର ବୁଦ୍ଧି ଖଟାଇ ଅନେକ ଟେକନୋଲୋଜି ଜିନିଷ ପ୍ରସ୍ତୁତ କରିଥାନ୍ତି | ତେବେ ଆଜି ଏଭଳି ଜଣେ ବ୍ୟକ୍ତି ଙ୍କ କଥା କହିବୁ ଯିଏ କି ଦିଆସିଲି ଖୋଳ ଓ କାଠି ସାହାଯ୍ୟ ରେ ହେଲିକପ୍ଟର ପ୍ରସ୍ତୁତ କରି ଦେଖାଇଛନ୍ତି | ଏହା ଶୁଣିବା ପାଇଁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଭିଡ଼ିଓ ମାଧ୍ୟମ ରେ ଏଭଳି କିଛି ଦେଖିବା ପାଇଁ ମିଳିଛି |

ଏହି ହେଲିକ୍ୟାପ୍ଟର ତିଆରି ର ଏକ୍ସପେରିମେଣ୍ଟ ରେ ବ୍ୟବହାର ହେଉଥିବା ସାମଗ୍ରୀ ଗୁଡିକ ହେଉଛି ଏକ ଦିଆସିଲି ଖୋଳ, ବ୍ୟାଟେରୀ, ଲାଇଟ, ଅଠା ଏବଂ ସରୁ କାଠି | ତେବେ ପ୍ରଥମେ ଯୁବକ ଜଣଙ୍କ ଏକ ଦିଆସିଲି ଖୋଳ ନେଇଛନ୍ତି ଆଉ ସେହି ଖୋଳ ରେ ଚାରୋଟି ଦିଆସିଲି କାଠି ନେଇ ତାକୁ ଅଠା ସାହାଯ୍ୟ ରେ ଯୋଡ଼ିଛନ୍ତି ଅର୍ଥାତ ଦିଆସିଲି ହେଲିକପ୍ଟର ଟି ରହିବା ପାଇଁ ତାହାକୁ ଦିଆସିଲି କାଠିରେ ଚାରୋଟି ଷ୍ଟାଣ୍ଡ କରା ଯାଇଛି | ଏହାପରେ ଦୁଇଟି ଲମ୍ବା କାଠି ନେଇ ଷ୍ଟାଣ୍ଡ ପାଇଁ ତାକୁ ଲଗାଇଛନ୍ତି ଯାହାକି ହେଲିକପ୍ଟର ଟି ଏକ ସ୍ଥାନରେ ଷ୍ଟାଣ୍ଡ ହୋଇ ପାରିବ | ଏହାପରେ ଗୋଟିଏ ବ୍ୟାଟେରୀ ଓ ବଲ ନେଇ ତାହାକୁ ଦିଆସିଲି ଖୋଳ ରେ ଲଗାଇ ଦିଅନ୍ତୁ |

ଯାହା ପରେ ପରେ ଦେଖିବା ପାଇଁ ମିଳିଛି କି ଏହି ହେଲିକ୍ୟାପ୍ଟର ଟି ପ୍ରସ୍ତୁତ କରିବା ପାଇଁ କି ଆପଣ ମାନେ ସେଥିରେ ହେଲିକ୍ୟାପ୍ଟର ର ଲାଇଟ ଓ ଫେନ ଲଗାଇ ଦିଅନ୍ତୁ ଏବଂ ଏହାକୁ ଗୋଟିଏ ରିମୋଟ କଣ୍ଟ୍ରୋଲର ସହ ଭଲ ଭାବରେ ଲଗାଇ ଦିଅନ୍ତୁ | ଶେଷରେ ଦେଖିବା ପାଇଁ ମିଳିଛି କି ଏହି ହେଲିକପ୍ଟର ପ୍ରସ୍ତୁତ ହୋଇ ସାରିବା ପରେ ଆପଣ ଏହି ହେଲିକପ୍ଟର ଟିକୁ ରିମର୍ଟ ସାହାଯ୍ୟ ରେ କଣ୍ଟ୍ରୋଲ କରି ପାରିବେ ଏବଂ ଯେଉଁ ଫ୍ୟାନ ଲାଗିଛି ସେଥିରେ ଆପଣ ହେଲିକପ୍ଟର ଟିକୁ ଉଡାଇ ପାରିବେ |

ସେହିଭଳି ଭାବରେ ଯୁବକ ଜଣଙ୍କ ଦିଆସିଲି ଆଗରେ ଏକ ଛୋଟ ଲାଇଟ ମଧ୍ୟ ଲଗାଇଛନ୍ତି ଏବଂ ଭିତରେ ବ୍ୟାଟେରୀ ଲଗାଇ ତାହାକୁ ରିମୋର୍ଟ ର କଣ୍ଟ୍ରୋଲ ରେ ରଖିଛନ୍ତି | ଏହାପରେ ସେ ହେଲିକପ୍ଟର ଟିକୁ ଉଡାଇ ଦେଖାଇଛନ୍ତି ମଧ୍ୟ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | ଏଭଳି ଏକ ସୁନ୍ଦର ଭିଡ଼ିଓ ଦେଖି ଅନେକ ଲୋକ ବ୍ୟକ୍ତି ଜଣଙ୍କୁ ଖୁବ ପ୍ରଶଂସା କରିଛନ୍ତି |

Leave A Reply

Your email address will not be published.