ଶୁଣନ୍ତୁ viral କଲ୍ recording ହ୍ୟୁମାନ ସାଗର ( Human Sagar ) ଗୀତ ଗାଇ ଆସୁଛି, ମୋତେ ମୋ ଛୁଆକୁ ମାରୁଛି …ଆମେ ବହୁତ ଟର୍ଚର ହେଉଛୁ,,PLZ ଆମକୁ ରକ୍ଷାକର…

ଆପଣ ମାନେ ସବୁବେଳେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଶୁଣିବାକୁ ପାଉଥିବେ । ତେବେ ଅନେକ ସମୟରେ ର ଅଭିନେତା ଅଭିନେତ୍ରୀ ଙ୍କୁ ନେଇକ ହେଉ ଵା ସିଙ୍ଗର ମାନଙ୍କୁ ନେଇକି ହେଉ ଅନେକ କିଛି କଥା ଭାଇରଲ ହେଉଥିବାର ଶୁଣିବାକୁ ମିଳିଥାଏ । ତେବେ ବର୍ତ୍ତମାନ ସେହି ଭଳି ଏକ ଘଟଣା ଭାଇରାଲ ହେଉଥିବାର ଜଣା ପଡିଛି, ଆଉ ଯେଉଁଠି କୁହାଯାଉଛି କି ଅଲିଉଡ ର ସୁନାମ ଧନ୍ୟା କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କ ନାଁ ରେ ଆସିଛି ବିବାଦ । ଆଉ ଯାହା ଜଣା ପଡିଛି ଏହି ଘଟଣା ଟି ପାରିବାରିକ ବିବାଦ କୁ ନେଇକି ସୃଷ୍ଟି ହୋଇଛି, ଆଉ ହ୍ୟୁମାନ ସାଗର ଙ୍କର ସ୍ତ୍ରୀ କରିଛନ୍ତି ଅଭିଯୋଗ ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।


ଆପଣ ମାନେ ଜାଣିଥିବେ ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ଜଣା ଶୁଣା ସଂଗୀତ କାର ହେଉଛନ୍ତି ହ୍ୟୁମାନ ସାଗର । ଆଉ ଯିଏ କି ଓଡ଼ିଆ ଭାଷାରେ ଅନେକ ଗୀତ ଗାଇ ଖାଲି ଓଡିଶା ର ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ତାହା ନୁହଁ, ଓଡିଶା ବାହାରେ ମଧ୍ୟ ଦର୍ଶକ ମାନଙ୍କର ହୃଦୟରେ ଘର କରିଥିବା କଥା ମଧ୍ୟ କୁହାଯାଉଛି । ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଓଡିଶା ର ଏହି ବେଶ ଜଣା ଶୁଣା ଲୋକ ପ୍ରିୟ କଣ୍ଠ ଶିଳ୍ପୀ ବର୍ତ୍ତମାନ ଅଛନ୍ତି ବିବାଦ ରେ ।


ଆଉ ହ୍ୟୁମାନ ସାଗର ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ତାଙ୍କର ପତ୍ନୀ । ତେବେ ପାରିବାରିକ ବିବାଦ କୁ ନେଇକି ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମଧ୍ୟ କୁହାଯାଉଛି । ଆଉ ଯାହା ଦେଖିବାକୁ ମିଳିଛି କି ହ୍ୟୁମାନ ସାଗର ତାଙ୍କର ପତ୍ନୀ ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ତେବେ ବଲାଙ୍ଗୀରି ଘର ହୋଇଥିଲେ ମଧ୍ୟ ସ୍ତ୍ରୀ ଙ୍କ ସହିତ ହ୍ଵିମାନ କଟକ ରେ ରହୁଥିଲେ, କିନ୍ତୁ ହ୍ୟୁମାନ ଙ୍କର ଏହିଭଳି କାମ ଯୋଗୁଁ ତାଙ୍କର ସ୍ତ୍ରୀ ବାଲେଶ୍ୱର ରେ ବାପ ଘରେ ରହୁଥିଲେ । ଆଉ ହ୍ୟୁମାନ ସାଗର ଙ୍କର କିଛି ପରିବର୍ତ୍ତନ ନ ଆସିବାରୁ ସେ କଟକ ଡିସିପି ପିନାକୀ ମିଶ୍ର ଙ୍କ ପାଖରେ ଅଭିଯୋଗ କରିଥିଲେ ।

ଆଉ ଯାହା କୁହାଯାଉଛି କି କାଉନସେଲିଙ୍ଗ ପାଇଁ ମହିଳା ଥାନା ରେ ହଜାର ହେବାକୁ ପତି ପତ୍ନୀ ଙ୍କୁ କୁହାଯାଇଛି । ଆଉ ମହିଳା ପୋଲିସ ମଧ୍ୟ ଏହାର ପ୍ରାଥମିକ ତଦନ୍ତ ଚଳାଇଛି । ତେବେ ପ୍ରଥମେ ଆପଶ ବୁଝା ମଣା ହେବ ଦୁହିଁଙ୍କ ମଧ୍ୟରେ ବୋଲି କୁହାଯାଉଛି ଆଉ ତାହା ପରେ ଘଟଣା କୁ ନେଇକି ନିଷ୍ପତି ଶୁଣାଇବେ ଡିସିପି । ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.