Jotisha Sastra -ବାଛନ୍ତୁ ଆପଣଙ୍କର ପସନ୍ଦର ପାନ ପତ୍ର ( Hart ),ଆଉ ଜାଣନ୍ତୁ ଆପଣଙ୍କ ଜୀବନ ସାଥି ଙ୍କ ବିଷୟରେ….

ତେବେ ଆଜି ତିନୋଟି ରଙ୍ଗର ହାର୍ଟ ଦେଖେଇବୁ ଆଉ ଏହି ତିନୋଟି ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ହାର୍ଟ ବାଛି ନେବେ ଯାହା ଦ୍ୱାରା ଆପଣ ନିଜର ଜୀବନ ସାଥି ଙ୍କ ବିଷୟରେ ଜାଣି ପାରିବେ |1. ନାଲି ରଙ୍ଗର ହାର୍ଟ :- ତେବେ ଆପଣ ଯଦି ନାଲି ରଙ୍ଗର ହାର୍ଟ କୁ ବାଛିଛନ୍ତି ତେବେ ଆପଣ ଙ୍କ ଜୀବନ ସାଥି କୁ ଆପଣ ବହୁତ ସୁନ୍ଦର ଲାଗୁଛନ୍ତି | ଆପଣ ଙ୍କର ଜୀବନ ସାଥି ବହୁତ କଥା କହିବା ପାଇଁ ପସନ୍ଦ କରନ୍ତି ନାହିଁ କିନ୍ତୁ ଝଗଡ଼ା କରିବା ପାଇଁ ବହୁତ ଭଲ ଲାଗେ | ଆପଣଙ୍କ ଜୀବନ ସାଥି କୁ ବହୁତ ରାଗ ଆସିଥାଏ ଯାହା ଦ୍ୱାରା ସେମାନେ ତାଙ୍କ ନିଜ କଥା ଉପରେ କଣ୍ଟ୍ରୋଲ ରଖି ପାରନ୍ତି ନାହିଁ |

ଆପଣଙ୍କ ଜୀବନ ସାଥି ମନ ମତିଆ ସ୍ୱଭାବ ର ଅଟନ୍ତି ଏବଂ ଅଳ୍ପ ଜିଦିଆ ସ୍ୱଭାବ ର ଅଟନ୍ତି | ଏହା ସହିତ ଆପଣଙ୍କ ଜୀବନ ସାଥି କୁ ନେଇ ଆପଣ ଖୁସି ସନ୍ଦେହ କରି ଥାଆନ୍ତି | ଏମିତି କି ସେ ଆଉ କାହା ସହିତ କଥା ହେଉ ନାହିଁ ତ କିନ୍ତୁ ସତ କଥା ହେଉଛି ଯେ ଆପଣଙ୍କ ମଧ୍ୟରେ ଝଗଡା ହେୟ ପଛେ ଆପଣ ଆପଣଙ୍କ ଜୀବନ ସାଥି ଙ୍କୁ ବହୁତ ଭଲ ପାଇ ଥାଆନ୍ତି |

2. ହଳଦିଆ ରଙ୍ଗର ହାର୍ଟ :- ଯଦି ଆପଣ ହଳଦିଆ ରଙ୍ଗର ହାର୍ଟ କୁ ବାଛିଛନ୍ତି ତେବେ ଆପଣ ଙ୍କର ଜୀବନ ସାଥି ବହୁତ ଲାଜକୁଳା ସ୍ୱଭାବ ର ଅଟନ୍ତି | ସେ ଆପଣଙ୍କ ବିଷୟରେ ସବୁବେଳେ ପ୍ରଶଂସା କରିଥାଏ କିନ୍ତୁ କେବେ ବି ଖୋଲାଖୋଲି ପ୍ରଶଂସା କରେ ନାହିଁ | ଆପଣଙ୍କ ଜୀବନ ସାଥି କୁ ମିଛ କହିବା ପସନ୍ଦ ନୁହେଁ ତାଙ୍କୁ ଯଦି ଆପଣ ସତ କଥା କହି ଦେବେ ତେବେ ସେ ଆପଣ ଙ୍କୁ କ୍ଷମା ମଧ୍ୟ କରି ପାରନ୍ତି |

କିନ୍ତୁ ଯଦି ଆପଣ ତାଙ୍କୁ କୌଣସି କଥା ଲୁଚାଇ ରଖୁଛନ୍ତି ତେବେ ତାଙ୍କୁ ବହୁତ ଖରାପ ଲାଗିଥାଏ | ତେବେ ଏହି କାରଣ ଯୋଗୁଁ ସେ ଆପଣ ଙ୍କୁ ବହୁତ ଜଲଦି କ୍ଷମା କରି ପାରନ୍ତି ନାହିଁ | ଏହି କାରଣ ଯୋଗୁଁ ଆପଣ ଏବଂ ଆପଣଙ୍କ ଜୀବନ ସାଥି ଙ୍କ ମଧ୍ୟରେ କେତେ କେତେ ଦିନ କଥାବାର୍ତା ବନ୍ଦ ରହେ |


3. ଗୋଲାପୀ ରଙ୍ଗର ହାର୍ଟ :- ଯଦି ଆପଣ ଗୋଲାପୀ ରଙ୍ଗର ହାର୍ଟ ବାଛିଛନ୍ତି ତେବେ ଆପଣଙ୍କ ଜୀବନ ସାଥିର କଥା ବହୁତ ମିଠା ଅଟେ | କିନ୍ତୁ ଆପଣଙ୍କ ଜୀବନ ସାଥି ଙ୍କର ନଖରା ମଧ୍ୟ ବହୁତ ଅଧିକ ରହିଥାଏ, ସେ ଆପଣ ଙ୍କୁ ଭଲ ପାଏ କିନ୍ତୁ ଜଣାଏ ନାହିଁ | ଯାହା ଆପଣ ଙ୍କୁ ମଧ୍ୟ ବହୁତ ସମସ୍ୟା ଆଣି ଦେଇ ଥାଏ, ଆପଣଙ୍କ ଜୀବନ ସାଥି ଙ୍କୁ ରାଗ ମଧ୍ୟ ବହୁତ ଆସେ କିନ୍ତୁ ସେ ଏହାକୁ କଣ୍ଟ୍ରୋଲ ମଧ୍ୟ ଠିକ ଭାବରେ କରି ପାରନ୍ତି | ଆପଣଙ୍କ ଜୀବନ ସାଥି ଆପଣ ଙ୍କୁ ବହୁତ ଭଲ ପାଏ କିନ୍ତୁ ସେ ଟିକେ ଲାଜକୁଳା ସ୍ୱଭାବ ର ଅଟେ, ଏହି କାରଣ ଯୋଗୁଁ ସେ ତାଙ୍କର ଭଲ ପାଇବା କଥା ଆପଣଙ୍କ ଆଗରେ ଖୋଲି କହି ପାରନ୍ତି ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.