OMG !ରସିକିଆ ବି.ଡି.ଓ ଙ୍କ କଣ୍ଡମ କାହାଣୀ AUDIO CALL ହେଲା ଭାଇରାଲ୍ ଆପଣ ଶୁଣିଲେ ହୋସ୍ ଉଡିଯିବ…ତୁମେ ବହୁତ ଖୁସି ଦେଇଛ “…ମୁଁ ଅନ୍ୟ କାହା ପାଖରୁ ପାଇନି..plz ଥରେ ମାତ୍ର…

ବିଡ଼ିଓ ଙ୍କ ସହିତ ଜଣେ ଯୁବତୀ ପ୍ରେମଳାପ କରୁଥିବାର ଅଡ଼ିଓ ଏବେ ସାମ୍ନା କୁ ଆସିଛି ତାଙ୍କୁ କୁଆଡେ ଆଉ ବିଡ଼ିଓ ସାର ଭଲ ପାଉ ନହାନ୍ତି ତାଙ୍କୁ କୁଆଡେ ବିଡ଼ିଓ ଙ୍କ ବିନା ଆଉ ଜମା ଭଲ ଲାଗୁ ନାହିଁ ଆଉ ବିଡ଼ିଓ ମଧ୍ୟ ଯୁବତୀ ଙ୍କୁ ବୁଝାଉଛନ୍ତି ତମେ ସେମିତି ଭାବ ନାହିଁ | ତେବେ କଲ ରେ ଯୁବତୀ ଜଣଙ୍କ କହୁଛନ୍ତି କି କମ୍ପ୍ଲେନ ଚାଲିବା ଦିନରୁ ମୋ ସହ କଥା ହେଉ ନାହାଁନ୍ତି କିନ୍ତୁ ହେଲେ ବି ମୁଁ ଜାଣିଛି ଆଜ୍ଞା ମୋ ଉପରେ ଆପଣ କେବେ ହେଲେ ରାଗିବେ ନାହିଁ କାରଣ ଆପଣ ମତେ ବହୁତ ଭଲ ପାଆନ୍ତି | ଏହାପରେ ବିଡ଼ିଓ କହୁଛନ୍ତି କି ତମେ ତ ଜାଣିଛ ତେବେ କାଇଁ ପଚାରୁଛ ମତେ |

ପୁଣି ଏହାପରେ ମହିଳା ଜଣଙ୍କ କହୁଛନ୍ତି ନାଇଁ ଆଜ୍ଞା ମତେ ଟିକେ ଭଲ ଲାଗିଲା ନାହିଁ ଯେତେ ହେଲେ ବି ଆପଣଙ୍କ ପୁଅ ସିଏ ଆଉ ଆପଣ ସେଦିନ ଭୋଜି ଖାଇବା ପାଇଁ ବି ଆସିଲେ ନାହିଁ | ଏହାପରେ ବିଡ଼ିଓ କହୁଛନ୍ତି କି ଏଇଟା ପିଲା ମାନଙ୍କ କଥା ତେଣୁ ମୁଁ ଏତେ ଆଉ କିଛି ବୁଝିନି ମୁଁ ବି ମୋ କାର୍ଯ୍ୟରତ ରେ ବ୍ୟସ୍ତ ରହୁଛି |


ଏହାପରେ ଯୁବତୀ ଜଣଙ୍କ କହୁଛନ୍ତି କି ଆପଣ କଣ ମତେ ଆଜି ପର୍ଯ୍ୟନ୍ତ କିଛି ଖରାପ ଭାଷା କହିଛନ୍ତି କି ମୁଁ ବି ଆପଣଙ୍କୁ କେବେ ଖରାପ ବ୍ୟବହାର ଦେଖାଇ ନାହିଁ |ଆଉ ମୁଁ ଆପଣ ଙ୍କୁ ସବୁବେଳେ ପୁଣି କୁହେ ନା ନାହିଁ ଯେ ଆପଣ ଦୁନିଆଁର ସବୁଠୁ ଭଲ ଲୋକ ଆଉ ମୁଁ ମୋ ବାପା ରାଣ ଖାଇକି କହୁଛି କି ମୁଁ ସମସ୍ତଙ୍କୁ କୁହେ କି ବିଡ଼ିଓ ସାରଙ୍କ ଭଳି ଲୋକ ଦୁନିଆଁରେ ନାହାଁନ୍ତି | ଆପଣଙ୍କ ସହିତ ମିଶୁ ଥିଲି ବୋଲି ମୁଁ ଆପଣଙ୍କୁ ଘରକୁ ବି ଯାଉ ଥିଲି କି ନାହିଁ ମୁଁ ତ ଆପଣଙ୍କୁ କେବେ ଛାଡ଼ି ପାରିବି ନାହିଁ ବୋଲି ଯୁବତୀ ଜଣଙ୍କ କଲ ରେ ବିଡ଼ିଓ ଙ୍କୁ କହୁଛନ୍ତି |


ଜଣେ ପ୍ରଶାସନିକ ବାବୁ କିପରି ରାସଲୀଳା ରେ ଲାଗିଛନ୍ତି ତାହା ଏହି ଅଡ଼ିଓ ଟିକୁ ଶୁଣିଲେ ଆପଣ ଜାଣି ପାରିବେ | ତେବେ ଏହି ଘଟଣା ଟି ହେଉଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳ ର, ଜଣେ ପ୍ରଶାସନିକ ଅଧିକାରୀ ଙ୍କ ସହିତ ଜଣେ ଯୁବତୀ ପ୍ରେମିକା ଙ୍କ ପରି କଥା ହେଉଛନ୍ତି | ବିଡ଼ିଓ ବାବୁ ଙ୍କ ଅଡ଼ିଓ କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ପ୍ରକାଶ ପାଇଛି ଜଣେ ଅଧିକାରୀ ଙ୍କ ଏଭଳି ଆଚରଣ କୁ ବିରୋଧ କରିବା ସହିତ କାର୍ଯ୍ୟନୁଷ୍ଠାନ ସରପଞ୍ଚ ଦାବି କରିଛି |

କେସିଙ୍ଗା ଗୋଷ୍ଠିର ଅଧିକାରୀ ଙ୍କୁ ନେଇ ପୂର୍ବରୁ ମଧ୍ୟ ଅନେକ ଥର ଚର୍ଚ୍ଚା ହୋଇଥିଲା ଆଉ ଏବେ ଏହି ଅଡ଼ିଓ ଭାଇରାଲ ହେବା ପରେ ବିଡ଼ିଓ ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ର ଦାବି ଉଠିଛି | ତେବେ ଏହି ସମ୍ପର୍କ ରେ ବିବାଦ ଘେର କୁ ଆସିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ ଉଡୁ କହିଛନ୍ତି କି ମୁଁ କିଛି ଜାଣି ନାହିଁ ବହୁତ ପୁରୁଣା କଥାକୁ ନେଇ ମତେ ବଦନାମ କରିବାକୁ କିଛି ଲୋକ ଚକ୍ରାନ୍ତ କରୁଛନ୍ତି ଯାହାକି ଏହି ଅଭିଯୋଗ କୁ ସେ ଖଣ୍ଡନ କରିଛନ୍ତି | ତେବେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଅଡ଼ିଓ ଏଭଳି ଭାଇରାଲ ହେବା ପରେ ସାଧାରଣ ଏହା ଚର୍ଚ୍ଚା କୁ ଖରାଗ ଯୋଗାଇଛି |

Leave A Reply

Your email address will not be published.