ଦେଖନ୍ତୁ ଭିଡ଼ିଓ : LIVE ଭିଜୁଆଲ ! ଗାଁ ଦାଣ୍ଡରେ ସ୍ବାମୀ ସ୍ତ୍ରୀ ସହିତ କରିଦେଲା ଏହି ଖରାଫ୍ କାମ ଯାହା ଦେଖିଲେ ଛିଃ ଛିଃ କରିବେ…ଏହି ସୈତାନ ସ୍ବାମୀ କୁ କି ଦଣ୍ଡ ମିଳିବା ଦରକାର ?

ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ହେବାରେ ଲାଗିଛି। କେତେବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେବେଳେ ଏ ସବୁକୁ ଲୋକେ ଜାଣି ଶୁଣି ଖରାପ ଦୃଷ୍ଟି ରେ ଦେଖୁଛନ୍ତି। ଆଉ ସୋସିଆଲ ମିଡ଼ିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବା ପାଇଁ ପାଉଥିବେ। ଏଥି ମଧ୍ୟରୁ କିଛି ଭିଡିଓ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସୁଥିବା ବେଳେ ଆଉ କେତେକ ଭିଡିଓ କୁ ଦର୍ଶକ ମାନେ ତୀବ୍ର ନିନ୍ଦା କରିଥାନ୍ତି ସମାଲୋଚନା କରିଥାନ୍ତି। ଠିକ୍ ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଯାହାକୁ ଆପଣମାନେ ଥରେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।


ତେବେ ଆପଣମାନେ ସମସ୍ତେ ଜାଣିଥିବେ ଏବଂ ଶୁଣିଥିବେ ମଧ୍ୟ ଯେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିବା। ଟିକିଏ ଟିକିଏ କଥାରେ କଳି ଝଗଡ଼ା କରି ସ୍ୱାମୀ କିମ୍ବା ସ୍ତ୍ରୀ ଏଭଳି କିଛି କାଣ୍ଡ କରିଥାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତେବେ ସେହିପରି ଏକ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।

ସାମାନ୍ୟ ମୋବାଇଲ ନ ମିଳିବାରୁ ସ୍ତ୍ରୀ ର ହାତକୁ ଛୁରି ରେ କାଟି ମୁଣ୍ଡକୁ ଛେଚି ପକାଇଛି ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି ଓଦଳା ଥାନା ଉପର ତାଳଡିହା ଥାନାରେ। ଗାଁ ର ସୋନାଲି ତାଙ୍କ ଘରେ ଥିବା ବେଳେ ତାଙ୍କ ସ୍ଵାମୀ ରାଜୁ ବିଳମ୍ବିତ ରାତିରେ ଘରେ ପହଞ୍ଚି ଫୋନ୍ ଖୋଜିଥିଲେ। ଆଉ ଫୋନ୍ ଖୋଜି ବାରୁ ସେ ଫୋନ ପାଇ ନଥିଲେ ଆଉ ଫୋନ ନ ପାଇବା ରୁ ସେ ଫୋନ କାହିଁ ବୋଲି ସ୍ତ୍ରୀ ସୋନାଲି ଙ୍କୁ ପଚାରି ଥିଲେ।


ସ୍ତ୍ରୀ ମୋବାଇଲ ନ ଦେଇ ପାରିବାରୁ ଖୁବ୍ ରାଗି ଯାଇଥିଲେ ରାଜୁ। ଆଉ ଏହାପରେ ରାଗ ତମତମ୍ ହୋଇ ରାତିରେ ପ୍ରଥମେ ସ୍ତ୍ରୀ ର ହାତ କୁ ଛୁରୀ ରେ କାଟି ଦେଇଥିଲେ। ଯେଉଁଥିରେ ସୋନାଲି ଗୁରୁତର ହୋଇ ପଡ଼ିଥିଲେ।ଆଉ ଏହା ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଆଉ ରାଗ ତମ ତମ ହୋଇ ରାଜୁ ଘରୁ ବାହାରି ଯାଇଥିଲେ।ଏହାପରେ ସୋନାଲି ପାଖ ପଡିଶାଙ୍କୁ ଡ଼ାକି କଟା ହତାରେ ଔଷଧ ଲଗାଇ ବେନ୍ଦେଜ୍ ବାନ୍ଧି ଦେଇଥିଲେ। କିନ୍ତୁ ରାଜୁ ର ରାଗ ଶାନ୍ତ ହୋଇ ନଥିଲା। ରାତି ସାରା ବୁଲି ଆସି ସକାଳେ ପୁଣି ମୋବାଇଲ ପାଇଁ ଆସି ଝଗଡ଼ା କରିଥିଲେ ରାଜୁ।

ଆଉ ଏହା ପରେ ରାସ୍ତା କଡରେ ପଡ଼ିଥିବା ଏକ ପଥର ଆଣି ସ୍ତ୍ରୀ ସୋନାଲି ର ମୁଣ୍ଡକୁ ଛେଚି ପକାଇଥିଲେ। ଏ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ରାଜୁ କୁ ଧରି ପୋଲିସ୍ କୁ ଜିମା ଦେଇଥିଲେ। ଏ ଖବର ଶୁଣି ଓଦଳା ପ୍ରତିନିଧି ଅଭିଜିତ ବିଶ୍ଵାଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ।ପୋଲିସ୍ ଏହି ସୈତାନ୍ ସ୍ବାମୀକୁ ଥାନା କୁ ନେଇଥିବା ବେଳେ ଗୁରୁତର ଅବସ୍ଥା ରେ ସୋନାଲି ଙ୍କୁ ଓଦଳା ଡାକ୍ତରଖାନା ନେଇ ଚିକିତ୍ସା କରାଇଛନ୍ତି। ଏ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.