OMG ! ପ୍ରଥମ ଥର ଶାଢ଼ୀ ପିନ୍ଧି ଓଡ଼ିଶାର ବୋହୂ ଏମିତି Nonstop ଚଢିଲେ ବୁଲେଟ ( Bullet ) ଆପଣ ଦେଖିଲେ ହୋସ ଉଡିଯିବ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆ,ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଝିଅ ଠାରୁ ଆରମ୍ଭ କରି ବୋହୂ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ ଏବେ ସୋସିଆଲ ମିଡିଆରେ। ସୋସିଆଲ ମିଡିଆରେ ସମସ୍ତଙ୍କୁ ମନୋରଞ୍ଜନ ଦେବାରେ ସର୍ବକୃଷ୍ଠ ମାଧ୍ୟମ ସାଜି ପାରିଛି। ଡିଜିଟାଲ ଯୁଗରେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ଲୋକେ ଗୋଟିଏ ସ୍ଥାନରେ ରହି ଦେଶ ବିଦେଶରେ କୋଉଠି କଣ ଘଟୁଛି ତାର ଟିକି ନିଖି ତଥ୍ୟ ଆମ ହାତ ପାହନ୍ତାରେ ପାଇ ପାରୁଛୁ।ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି।

ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହା ଲୋକେ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି। ଯାହାକୁ ଖୁବ ସେୟାର ମଧ୍ୟ କରିଥାନ୍ତି ଯାହା ଫଳରେ ସେହି ଭିଡିଓଟି ଇଣ୍ଟରନେଟରେ ଚାରିଆଡ଼େ ଘୁରି ବୁଲେ ଆଉ ଭିଡିଓଟି ଖୁବ୍ ଭାଇରାଲ ହେଇଥାଏ।

ବହୁତ ଲୋକ ଘରେ ଅନେକ ପଶୁ ପକ୍ଷୀ ଙ୍କୁ ପୋଷା ମନାଇ ରଖିଥାନ୍ତି। ପୋଷା ଜୀବ ମାନେ ଆମ କଥାକୁ ବହୁତ ଭଲ ଭାବରେ ବୁଝି ପାରନ୍ତି। ଅନେକ ଲୋକ କୁକୁର ରଖନ୍ତି ଓ ଅନେକ ଲୋକ ବିଲେଇ ମଧ୍ୟ ରଖିଥାନ୍ତି। ସେହିପରି ଜଣେ ମହିଳା ତାଙ୍କ ଘରେ ଗୋଟିଏ ମାଙ୍କଡ଼ ଛୁଆ ପାଳିଛନ୍ତି। ତେବେ ମା ର ମମତା କେବେ କାହାର ପାଇଁ କମ୍ ନୁହେଁ କି କାହା ପାଇଁ ଅଧିକ ନୁହେଁ। ମା ସାମ୍ନାରେ ସମସ୍ତେ ସମାନ। ତାର ପଣତ କାନିରେ ଟିକିଏ ମୁହଁ ପୋଛି ଦେଲେ ସତେ ଲାଗେ ଯେମିତି ପୃଥିବୀ ରେ ଆଉ କିଛି ନାହିଁ। ବିଶ୍ବ ର ସବୁ ଖୁସି, ସବୁ ସୁଖ ମା ର ପଣତ କାନିରେ ହିଁ ଲୁଚି ରହିଛି।

ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖି ଲୋକେ ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି। ଆଉ ଏହି ଭିଡ଼ିଓ ଜଣେ ମହିଳାଙ୍କର ଯାହାଙ୍କ ନାମ ମୋନାଲିସା ଯିଏ କି ନିଜର ଘର ଦାୟତ୍ୱ ସହିତ ମାଙ୍କଡ ମାନଙ୍କର ସେବା ରେ ନିଜକୁ ନିୟଜିତ କରିଛନ୍ତି |

 

ମୋନାଲିସା ତାଙ୍କର ବୁଲେଟ ଗାଡିରେ ମାଙ୍କଡ ମାନଙ୍କୁ ବୁଲାଇବା ସହିତ ଖାଲି ସମୟରେ ତାଙ୍କୁ ଖାଇବାକୁ ଦେଉଛନ୍ତି | ଖାଲି ସେତିକି ନୁହେଁ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ସେ ବୁଲେଟ ଚଳାଇ ତାଙ୍କର ତିନି ପିଲାଙ୍କୁ ସ୍କୁଲ ନେବା ସହିତ ଘର କାମ ବହୁତ ସୁରଖୁର ରେ କରିପାରୁଛନ୍ତି |ଆଉ ସମୟ ସମୟରେ ସେ ଏକ ପଡିଆ ରେ ମାଙ୍କଡ ମାନଙ୍କୁ କିଛି ଖାଇବାକୁ ଦେଉଛନ୍ତି | ଆଉ ଏକ ମାଙ୍କଡ ମଧ୍ୟ ତାଙ୍କର କାନ୍ଧ ରେ ବସି ବୁଲିବାରେ ଦେଖା ଯାଇଛି |

ଆପଣ ମାନେ ଜାଣିଥିବେ ମାଙ୍କଡ଼ ମାନଙ୍କୁ ଦେଖିଲେ ସାଧାରଣ ଲୋକ ମାନେ ବହୁତ ଭୟ ଭୀତ ଲାଗିଥାଏ ଓ ସେମାନଙ୍କ ନିକଟକୁ ଯିବା ପାଇଁ କେହି ହେଲେ ବି ସାହସ କରନ୍ତି ନାହିଁ। ସେମାନେ ବହୁତ ମାରାତ୍ମକ ହେବା ସହିତ ବହୁତ ଶକ୍ତିଶାଳୀ ମଧ୍ୟ ହୋଇ ଥାଆନ୍ତି। ସେମାନେ ଯାହାକୁ ଥରେ ଆକ୍ରମଣ କରି ଥାଆନ୍ତି ତାଙ୍କୁ ଗୁରୁତ୍ବର କରି ଦେଇ ଥାଆନ୍ତି। କିନ୍ତୁ ସେମାନଙ୍କୁ ସ୍ନେହ ଆଦର କରିଲେ ସେମାନେ କିଛି କରନ୍ତି ନାହିଁ। ଠିକ ଏଭଳି କିଛି ଘଟଣା ବର୍ତ୍ତମାନ ଆମ ସମ୍ନାକୁ ଆସିଛି।

Leave A Reply

Your email address will not be published.