OMG ଶୁଆଇ ଦଉନି ମତେ ରାତିସାରା ଆସ ମଉଶା ଙ୍କ ଘର କ୍ଷୀର ପ୍ରବଳ ମିଠା !Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଯାତ୍ରା ବିଗ୍ ସିନ୍..

ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ସମୟରେ ଯାତ୍ରା ର ଭିଡ଼ିଓ ଗୁଡିକ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ । ତେବେ ଯାତ୍ରା ଗୋଟିଏ ଏମିତି ଜିନିଷ ଯେଉଁଥିରେ କଳାକାର ମାନେ ଲୋକ ମାନଙ୍କ ସାମ୍ନା ରେ ରହି ଅଭିନୟ କରିବାକୁ ଲାଗିଥାନ୍ତି । ଆଉ ତାଙ୍କର ସେହି ଅଭିନୟ ରେ ଦର୍ଶକ ମାନଙ୍କର ହୃଦୟ ଆଉ ମନକୁ ମଧ୍ୟ କିଣିବାର ପ୍ରୟାସ କରିଥାନ୍ତି ବୋଲି କୁହାଯାଉଛି । ତେବେ ସେହି ଭଳି ବର୍ତ୍ତମାନ ଏକ ଯାତ୍ରା ର କିଛି କମେଡି ପାର୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆଉ ଯାହା ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା ।

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଯାତ୍ରା ଇଣ୍ଡୋଷ୍ଟ୍ରି କେତେ ଉପରକୁ ଯିବାକୁ ଲାଗିଲାନି ।ଫିଲ୍ମ କୁ ପଛରେ ପକାଇ ଲୋକ ମାନେ ଅଧିକ ପସନ୍ଦ କରୁଛନ୍ତି ଯାତ୍ରା ର ଝଲକ ଦେଖିବା ପାଇଁ । ଆଉ ଯାହା କୁହାଯାଉଛି କି ଯାତ୍ରା ହେଉଛି ଏମିତି ଗୋଟିଏ ଅଭିନୟ ର ପ୍ଲାଟଫର୍ମ ଯେଉଁଥିରେ କଳାକାର ମାନେ ଷ୍ଟେଜ ଉପରେ ସମସ୍ତ ଦର୍ଶକ ଙ୍କ ସାମ୍ନା ରେ ଅଭିନୟ କରିବାକୁ ଲାଗିଥାନ୍ତି ।ଆଉ ତାଙ୍କର ମନ ମୁଗ୍ଧକର ଅଭିନୟ କୁ ଦେଖି ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତ ମୁଗ୍ଧ ହୋଇ ଯାଇଥାନ୍ତି ବୋଲି କୁହାଯାଉଛି ।ଆଉ ବର୍ତ୍ତମାନ ସେହି ଭଳି ଏକ ଦମଦାର ଯାତ୍ରା ର ପାର୍ଟ ଦେଖିବାକୁ ମିଳିଛି ।

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ମଧ୍ୟ ଯାତ୍ରା ର ଗୋଟିଏ ପାର୍ଟ । ଆଉ ଯାହା ଜଣା ପଡିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଇଷ୍ଟର୍ଣ୍ଣ ଅପେରା ଯାତ୍ରା ର ପାର୍ଟ। ତେବେ ଭାଇରାଲ ହେଉଥିବା ଏହି ଯାତ୍ରା କମେଡି ର ସିନ ଟି ହେଉଛି ବାପି ଟୁକୁ ଯାତ୍ରା କମେଡ଼ି।

ଏଥିରେ ଦେଖିବା ପାଇଁ ମିଳିଛି କି ଘରେ ବିଦ୍ୟୁତ୍ କାଟ୍ ହେଇଥିବାରୁ ଘରେ ବସି ବାପା ଜଣକ ହାତ ପଙ୍ଖା ନେଇ ପବନ ନେଉଛି। ତାପରେ ବାପା ଜଣକ ତା ଝିଅକୁ କହୁଛି ସେ ଷଣ୍ଢ କୁ ଡାକି ଲାଇନ୍ କଣ ହେଇଛି ଦେଖିବା ପାଇଁ। ଆଉ ଝିଅ ତାକୁ ଡାକିବା ପୂର୍ବରୁ ସେ ଘରେ ଆସି ତା ଝିଅକୁ କିସ୍ କରୁଛି। ସେହି ସମୟରେ ତାର ବାପା ପହଞ୍ଚି ତାର ଝିଅକୁ ପଚାରିଲା ଏ ଷଣ୍ଢର କଣ ହେଇଛି।


ଆଉ ଝିଅ ମିଛରେ କହିଲା ଯେ ତାକୁ କରେଣ୍ଟ ଲାଗିଛି। ତାପରେ ବାପା କହିଲା ତାକୁ କ୍ଷୀର ଗ୍ଲାସ ଦେଉଛି ବୋଲି ପଚାରିବାରୁ ଝିଅ ଦେଇଛି ବୋଲି ହଁ କହିଲା। ପୁଣିଥରେ ଆଉ ଏକ ଗ୍ଲାସ୍ ଉଷୁମ କ୍ଷୀର ଦେବା ପାଇଁ ଝିଅକୁ କହିବାରୁ ସେ ଆଣି ଦେଲା। ଆଉ ଷଣ୍ଢ କହୁଛି ମଉସା ତୁମ ଗାଈ କ୍ଷୀର ପ୍ରବଳ ମିଠା। ଝିଅର ବାପା କହିଲା କି ଯଦି ତୁ ଆମ ଘରେ ମାଗଣାରେ ଲାଇନ୍ ଦେବୁ ତାହେଲେ ତୁ ଯେତେବେଳେ ଇଚ୍ଛା ସେତେବେଳେ କ୍ଷୀର ପିଇବୁ। ଏହି ଭଳି ଭାବରେ ଜବରଦସ୍ତ କମେଡି ରେ ଦର୍ଶକ ମାନେ ପୁରା ପୁରୀ ଝୁମି ଯାଇଛନ୍ତି ବୋଲି କୁହାଯାଉଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.