ଦେଖନ୍ତୁ ଗାଁ ଭିତରେ ଭାଇରାଲ ହେଲା ଜବରଦସ୍ତ କଳି ( JHAGADA )… ଭିଡ଼ିଓ ଦେଖିଲେ ମଜା ଆସିଯିବ….

ତେବେ ସୋସିଆଲ ମିଡ଼ିଆ ରେ ଏକ ସାଧାରଣ ବ୍ୟକ୍ତି ବି ନିଜ ବ୍ଲଗ ଦ୍ୱାରା ଭାଇରାଲ ହୋଇ ଥାଏ ଆଉ ପରେ ପରେ ସେ ଫେମସ ମଧ୍ୟ ହୋଇ ଯାଇ ଥାଏ | ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଛୋଟ ଛୋଟ ଭିଡ଼ିଓ କରି ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଆଉ ତାହାକୁ ଦେଖି ଲୋକ ମାନେ ମଧ୍ୟ ଭିଡ଼ିଓ ଟିକୁ ଖୁବ ଭଲ ପାଇବା ଦେଇ ଥାଆନ୍ତି ଯାହା ପରେ ପରେ ସେ ଦର୍ଶକ ମାନଙ୍କର ପ୍ରିୟ ପାତ୍ର ହୋଇ ପାରି ଥାଏ | ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ର ଭିଡ଼ିଓ ମାନ ଆଦି ଦେଖିବା ପାଇଁ ମିଳିଥାଏ |

 


କେତେ ବେଳେ ଦୁଃଖ ଭିଡ଼ିଓ ଦେଖିବାକୁ ମିଳେ ତ ପୁଣି କେତେ ବେଳେ ସୁଖ ଭିଡ଼ିଓ ଦେଖିବା ପାଇଁ ମିଳେ ତ ପୁଣି କେତେ ବେଳେ ଖୁବ ମଜାଦାର ଭିଡ଼ିଓ ମଧ୍ୟ ଦେଖିବା ପାଇଁ ମିଳି ଥାଏ | ବେଳେ ବେଳେ ଏମିତି କିଛି ସୁନ୍ଦର ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ଆଖି ଲାଖି ଯାଏ ଆମେ ଆଖି ସହଜ ରେ ଫେରାଇ ନେଇ ପାରୁନା | ତେବେ ଆଜି ଏଭଳି ଏକ କମେଡି ଭିଡ଼ିଓ କଥା ଆମେ କହିବୁ ଯେଉଁଥିରେ ଦୁହେଁ ସ୍ୱାମୀ ସ୍ତ୍ରୀ କିପରି ଗାଁ ଗହଳି ରେ କଳି ଲାଗନ୍ତି ତାହା ଏଠାରେ ଦେଖିବା ପାଇଁ ମିଳିଛି |


ଏହି ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଶାଶୂ ଘରେ ସମସ୍ତେ ଖାଇ ସାରି ବାସନ ପକେଇ ଦେଇ ପଳାଇ ଯାଇଛନ୍ତି ଆଉ ତାହାକୁ ସଫା କରିବା ପାଇଁ ବୋହୁ ପାଇଁ ରଖା ଯାଇଛି | ଆଉ ବୋହୁ ର ଏତେ ବାସନ ମାଜିବା କୁ ଦେଖିକି ଓ ହାତ କଳା ହୋଇଯିଵା କଥା ଭାବି ଯାଇଛି ସ୍ୱାମୀ ପାଖକୁ ଆଉ କହିବାକୁ ଲାଗିଛି ପାଦରେ ପାଉଜି ନାହିଁ କି ହାତରେ ଚୁଡ଼ି ନାହିଁ ଖାଲି କାମ କରିବାକୁ କହିଲେ ସେ କରି ପାରିବନି ବୋଲି | ଏଭଳି କିଛି କଥା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ଝଗଡା ଆରମ୍ଭ ହୋଇ ଯାଉଛି ଆଉ ମଝିରେ ଶାଶୁ ସେଠାକୁ ଆସି ଦୁହିଁଙ୍କର ଝଗଡା ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି |

ପରେ ପରେ ସ୍ତ୍ରୀ କିଛି ନ ବୁଝି ତା ବାପ ଘରକୁ ଫୋନ କରି ଦେଇଛି ଆଉ ଝିଅର ବାପା ବୋଉ ସେଠାରେ ପହଞ୍ଚି ଜ୍ୱାଇଁ କୁ ପିଟୁ ଥିବାର ଦେଖିବା ପାଇଁ ମିଳିଛି | ତେବେ ଏଭଳି ଭାବେ ଏହାକୁ କମେଡି ଢଙ୍ଗ ଦେଇ ଉପସ୍ଥାପନା କରା ଯାଇଛି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଆପଣ ମାନେ ମଧ୍ୟ ଏହାକୁ ଦେଖିଲେ ହସି ହସି ଗଡି ଯିବେ |

Leave A Reply

Your email address will not be published.