ତୋ ଝିଅ ପାଇଁ ମୋ ପୁଅ ଫେଲ୍..PRAGYAN ଏବଂ SANKAR ନୂଆ କମେଡି ..ଏହି ଭିଡିଓ ଦେଖିଲେ ହସି ହସି ଗଡିଯିବେ….ମାତ୍ର 4 ଘଣ୍ଟାରେ 16 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ମଜାଳିଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏମିତି ଭିଡିଓ ଆମ ସାମ୍ନାକୁ ଆସିଥାର ଯାହା କୁ ଦେଖିବା ପରେ ଅମର ମନ ଖୁସି ହୋଇଯାଏ ଓ ଆମ ମନ ଭିତରେ ଥିବା ସମସ୍ତ ଦୁଃଖ ଆଉ କଷ୍ଟ କୁ ଅମେ ମାନେ ଭୁଲିଯାଇ ମଜା ଆଉ ମସ୍ତି ରେ ମନକୁ ଖୁସି ରଖିଥାଉ | ତେବେ ସେହିଭଳି ଏକ ମଜାଳିଆ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି |
ତେବେ ଓଡିଶାର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଭାବରେ ପ୍ରଜ୍ଞା ଖଟୁଆ ଜଣେ ବେଶ୍ ପରିଚିତ ଚେହେରା ଅଟନ୍ତି। ଯିଏକି ଓଡ଼ିଶାର ଅଗଣିତ ଦର୍ଶକ ଙ୍କ ହୃଦୟ ଜିତି ପାରିଛନ୍ତି। ତାଙ୍କ ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। କାରଣ ଓଡ଼ିଆ ମନୋରଂଜନ ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର କମେଡି ର ତଡକା ଦୀର୍ଘଦିନ ହେଲା ଦେଇ ଆସୁଛନ୍ତି। ତାଙ୍କର ଅଭିନୀତ ସମସ୍ତ କମେଡି ପ୍ରୋଗ୍ରାମ ଏବଂ ବିଶେଷ କରି ତାଙ୍କର କମେଡି ର ଶୈଳୀ ଏବେ ଦର୍ଶକ ମାନଂକର ପ୍ରଥମ ପସନ୍ଦ ପାଲଟି ବାରେ ଲାଗିଛି। ହାସ୍ୟ ଅଭିନେତା ଶଙ୍କରଙ୍କ ସହିତ ତାଙ୍କର ଯୋଡି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି।
ତେବେ ଅନେକ ଷ୍ଟେଜ ଶୋ ରେ ଟିଭି ଚ୍ୟାନେଲ ମାନଙ୍କରେ ମଧ୍ୟ ଦମଦାର ଅଭିନୟ କରି କମେଡି ଶୁଣାଇ ସମସ୍ତଙ୍କ ପ୍ରିୟ ହାସ୍ୟ ଅଭିନେତା ଭାବରେ ସେ ତାଙ୍କର ପରିଚୟ ସୃଷ୍ଟି କରିଛନ୍ତି।ତାଙ୍କର ଭିନ୍ନ ଅନ୍ଦାଜ ର ଅଭିନୟ ଏବଂ ତାଙ୍କର ଅଭିନୟର ଶୈଳୀ ପାଇଁ ଲୋକ ଲୋଚନକୁ ଆସିଛନ୍ତି ଏବଂ ଲୋକପ୍ରିୟ ହୋଇଛନ୍ତି ଏହି ହାସ୍ୟ ଅଭିନେତା ଜଣଙ୍କ।ତାଙ୍କର ଦମଦାର ଏବଂ ଜୀବନ୍ତ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି। ପ୍ରାୟତଃ ଝିଅ ବେଶରେ ସେ ଲୋକଙ୍କ ହୃଦୟକୁ ବେଶୀ ଛୁଇଁ ପାରିଥାନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ।
ଯାହା ଆପଣ ଲୋକ ନକଲି କଥା ଅସଲି, ମିଷ୍ଟର ନନସେନ୍ସ, ଶଙ୍କରା ବକରା, ଆଦି ପ୍ରସାରିତ କାର୍ଯ୍ୟକ୍ରମ ମାନଙ୍କରେ ଦେଖିଥିବେ।ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ତେବେ ତାଙ୍କର ଅଭିନୟ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ହାସ୍ୟ ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ କଲାପ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି।
ଓଡ଼ିଶାରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବହୁତ୍ ଅଧିକ। ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ତେବେ ବର୍ତ୍ତମାନ ସମୟରେ ମେଟ୍ରିକ୍ ଫେଲକୁ ନେଇ ତାଙ୍କର ଏକ ଜବରଦସ୍ତ କମେଡି ଭିଡିଓ ଭାଇରାଲ ହେଉଛି ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଆଉ ଯେଉଁ ଭିଡ଼ିଓକୁ ଆପଣମାନେ ଦେଖିଲେ ହସି ହସି ଗଡିଯିବେ ।