ଯାତ୍ରା କମେଡି – ସାରେ ଦେଖିଲ ମୋ ସୁନା କାହିଁ ଆଉ ଉଠୁନି… Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଯାତ୍ରା କମେଡି ସିନ ତ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାତ୍ରା କମେଡି କୁ ନେଇକି ଯାହା ବିଷୟରେ ଆପଣ ମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହିତ ବେଶ ଖୁସି ହୋଇଯିବେ ବୋଲି କୁହାଯାଉଛି |

ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଯାତ୍ରା କମେଡି ରେ ଶାଳୀ ଆଉ ମେକାନିକ ମଧ୍ୟ ରେ ଥିବା ଭଲ ପାଇବା ଏଠାରେ ଦେଖିବାକୁ ମିଳିଛି | ଆଉ ସେହି ଯାତ୍ରା କମେଡି ସିନ କୁ ଆପଣ ମାନେ ମଧ୍ୟ ଦେଖିଲେ ବେଶ ମଜା ନେବେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ଆଜି କାଲିର ପିଲା ଙ୍କ ଠାରୁ ଆରମ୍ଭ କରିକ ବୁଢା ପର୍ଯ୍ୟନ୍ତ ସମସ୍ତେ ବିଶେଷ ଭାବରେ ଯାତ୍ରା କୁ ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ବୋଲି କୁହାଯାଉଛି | ଆଉ ଯାତ୍ରା ରେ ଥିବା କମେଡି ସିନ କୁ ଦେଖି ଲୋକ ମାନେ ବେଶ ଆନନ୍ଦ ର ସହିତ ମଜା ମଧ୍ୟ ନେଉଥିବା କଥା ଆପଣ ମାନେ ଜାଣିଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି ଆଉ ଯେଉଁଠି ଯାତ୍ରା କମେଡି ସିନ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇ ନେଇଛନ୍ତି ଯାତ୍ରା କଳାକାର ମାନେ ବୋଲି କୁହାଯାଉଛି |

ତେବେ ଏହି ଯାତ୍ରା ଟି ହେଉଛି ଇଷ୍ଟର୍ଣ୍ଣ ଅପେରା ର ଏହି ବିଷୟ ଟିକୁ ନେଇକ ଯାତ୍ରା ର କମେଡି ସିନ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି | ଆଉ ଏଠାରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇ ଦେଇଛନ୍ତି ଏହି ଯାତ୍ରା କଳାକାର ମାନେ |

ଆଉ ସ୍ତ୍ରୀ ର ଟି ଦେହ ଖରାପ ହୋଇ ଯିବାରୁ ସ୍ୱାମୀ ତାଙ୍କୁ ଡାକ୍ତରଖାନା ନେଇ ଆସିଛି । ଆଉ ଡାକ୍ତରଙ୍କୁ କହୁଛି ଡାକ୍ତରବାବୁ ଟିକେ ଶିଘ୍ର ଦେଖନ୍ତୁ ମୋ ସ୍ତ୍ରୀ ସୁନା ଆଉ କାହିଁ ଉଠୁନି । ଆଗରୁ ତ ସବୁବେଳେ ଉଠୁଥିଲା ପଡ଼ୁଥିଲା କିନ୍ତୁ ଏବେ ଆଦୌ ଆଉ ଉଠୁନାହିଁ । ଏହା ଶୁଣି ଡାକ୍ତର କହୁଛନ୍ତି ତମେ ଜମା ଚିନ୍ତା କରନି ମୁଁ ଏମିତି ଔଷଧ ଲେଖିଦେବି ତମ ସ୍ତ୍ରୀ ଏକା ଥରେକେ ଉଠିକି ଦୌଡିବ ।

ଏହାପରେ ଡାକ୍ତର ଔଷଧ ଲେଖୁ ଥିବା ସମୟରେ ସେ ବାରମ୍ଵାର ଡାକ୍ତରଙ୍କୁ ପଚାରୁଛନ୍ତି ଡାକ୍ତରବାବୁ ମୋ ସୁନା ଉଠୁନି କାହିଁକି । ଏହା ଶୁଣି ଡାକ୍ତରବାବୁ ବିରକ୍ତ ହୋଇ କହୁଛନ୍ତି ମୁଁ ତ ଔଷଧ ଲେଖୁଛି ତମ ସୁନା ଉଠିବ କାହିଁକି ଏମିତି ବିରକ୍ତ କରୁଛ ।ଆଉ ଏହି ଭଳି ଭାବରେ ଯାତ୍ରା ଟିରେ ଜବରଦସ୍ତ କମେଡି ସିନ ଭରି ରହିଥିବାର କଥା କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.