କେମିତି ହୋଇଥିଲା ସୁପରଷ୍ଟାର ALLU ARJUN ଙ୍କ ( SURYA THE SOLDIER ) ଫିଲ୍ମ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

ସୋସିଆଲ ମିଡିଆରେ ଆପଣ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ତେବେ ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ |

ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ତାହାଲେ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |

 


ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ | ହଁ ଆଜ୍ଞା ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ଫ୍ଲିମ ସୁଟ ର କିଛି ଦୃଶ୍ୟ ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆଠୁ ଆରମ୍ଭ କରି ସବୁଠାରେ ସେହି ବିଷୟରେ ଚର୍ଚ୍ଚା ଜରଧରିଛି ବୋଲି ଜଣା ପଡିଛି |

ତେବେ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଟିଭି ପରଦା ରେ ଯାହା ଆମକୁ ସମ୍ପୂର୍ଣ୍ଣ ସତ ବୋଲି ଲାଗିଥାଏ, ପ୍ରକୃତ ରେ ତାହା ସେମିତି ସତ ନୁହେଁ |ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆଜି ଦେଖୁଛୁ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ |ତେବେ ଆଜି ଆମେ ଜାଣିବା ଆଲୁ ଅର୍ଜୁନ ଙ୍କ ଫିଲ୍ମ “ସୁରିୟା ଦା ସୋଲଜର” ର ସୁଟିଂ କୁ ନେଇକି କିଛି କଥା |


ତେବେ କଣ ଆପଣ ଜାଣିଛନ୍ତି କି ଏହି ସିନେମା ଟି କିପରି ଭାବରେ ସୁଟିଂ ହୋଇଥିଲା ଯାହାକି ଲୋକଙ୍କୁ ଏତେ ପସନ୍ଦ ଆସିଥିଲା। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବୁ ଏବଂ ଭିଡ଼ିଓ ମାଧ୍ୟମ ରେ ଦେଖାଇବୁ କିପରି ଭାବରେ ଏହାର ସୁଟିଂ ହୋଇଥିଲା ବୋଲି। ତେବେ ବନ୍ଧୁଗଣ ଏହି ସିନେମା ର ସୁଟିଂ ପାଇଁ ଅଭିନେତା, ଅଭିନେତ୍ରୀ , ପ୍ରଦ୍ୟୁସର ଏବଂ ଡ଼ାଇରେକ୍ଟର ବହୁତ ପରିଶ୍ରମ କରିଥିଲେ। ଭାରତ ର କିଛି ବଛା ବଛା ସ୍ଥାନ ରେ ଏହାର ସୁଟିଂ ହୋଇଥିଲା ଏବଂ ଏହାର ଏଡିଟିଙ୍ଗ ଏବଂ ଆନିମେସନ ମଧ୍ୟ ସମସ୍ତ ଙ୍କୁ ଖୁବ ଆକର୍ଷିତ କରିଥିଲା।


ଅଲୁ ଅର୍ଜୁନଙ୍କର ଅନେକ ଫ୍ଲିମ ଭିତରେ ସାଉଥ ଫ୍ଲିମ “ସୁରିୟା ଦା ସୋଲଜର” ଫ୍ଲିମଟିକୁ ଦର୍ଶକ ମାନେ ଅଧିକ ପସନ୍ଦ କରିଥାନ୍ତି କାରଣ ଏହି ଫ୍ଲିମ. ରେ ଆଲୁ ଅର୍ଜୁନଙ୍କର ଏକ୍ସନ ସିନ ଜବରଦସ୍ତ ରହିଛି | ତେବେ ଏହି ଫ୍ଲିମ ର ସୁଟିଂ ପାଇଁ ଆଲୁ ଅର୍ଜୁନ ଙ୍କୁ ବହୁତ ସାରା କଷ୍ଟ କରିବାକୁ ପଡିଥିଲା । 2018 ରେ ଏହି ଫ୍ଲିମ ସୁଟିଂ ହୋଇଛି ଏବଂ ଏଥିରେ 65 କୋଟି ରୁ ଅଧିକ ଟଙ୍କା ରୋଜଗାର ମଧ୍ୟ ହୋଇଥିଲା । ଏଥିରେ ଆଲୁ ଅର୍ଜୁନ ଏଙ୍ଗରି ମେନ ଭାବରେ ରୁଲ କରିଛନ୍ତି ଓ ତାଙ୍କର ରାଗ କୁ 21 ଘଣ୍ଟା ପାଇଁ କଣ୍ଟ୍ରୋଲ ରେ ରଖିବା ପାଇଁ କୁହାଯାଇଛି |ତେବେ ଚେନାଇ ରେ ଏହାର ସୁଟିଂ ହେଇଥିବା ବେଳେ ସୋଲଜର ଟ୍ରେନିଂର ବିଭିନ୍ନ ସୁଟିଂ କାଶ୍ମୀରରେ ହୋଇଥିଲା |

Leave A Reply

Your email address will not be published.