OMG ! ପ୍ରଥମ ଥର ଶାଢ଼ୀ ପିନ୍ଧି ଓଡ଼ିଶାର ବୋହୂ ଟ୍ରକ୍ ଚଲାଇ କଲେ କମାଲ ଆପଣ ଦେଖିଲେ ହୋସ ଉଡିଯିବ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଆଉ ଗର୍ବ ମଧ୍ୟ ଲାଗିଥାଏ । ତେବେ ଠିକ ସେହି ଭଳି ଏକ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଆଉ ଯେଉଁଠି ମହିଳା ମାନେ ମଧ୍ୟ ନଜର କମାଲ ଦେଖାଉଥିବାର ଦେଖା ଯାଇଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ । ଆଉ ବହୁତ ସୁନ୍ଦର ଭାବରେ ଜଣେ ମହିଳା ଏକ ଟ୍ରକ୍ କୁ ଚଳାଉଥିବାର ମଧ୍ୟ ଦେଖିବାକୁ ମିଳିଛି ଏଠାରେ । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଉବା ।


ଆପଣ ମାନେ ଅନେକ ସମୟରେ ଝିଅ ମାନଙ୍କର ବିଭିନ୍ନ ପ୍ରକାରର କାର୍ଯ୍ୟ କଳାପ ଗୁଡିକ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଉଥିବାର ଦେଖିବାକୁ ପାଉଥିବେ । ଆଉ ଯାହା କୁହାଯାଉଛି କି ଟଙ୍କା ର ଦୁଇ ପାର୍ଶ୍ଵ ଭଳି ପୁଅ ଆଉ ଝିଅ ଯେଉଁ ମାନେ କୁ ସମାନ ହୋଇଥାନ୍ତି । ଆଉ ଯେଉଁ କାର୍ଯ୍ୟକୁ ପୁଅ ମାନେ କରି ପାରୁଛନ୍ତି ନିଃସନ୍ଦେହ ରେ ଝିଅ ମାନେ ମଧ୍ୟ ଆଜି କାଲି ସେହି କାର୍ଯ୍ୟକ୍ରମ କୁ କରି ପାରୁଛନ୍ତି ଓ ସମାନ ଦାୟିତ୍ୱ ଗ୍ରହଣ କରିବା କଥା ମଧ୍ୟ କୁହାଯାଉଛି ।


ତେବେ ବର୍ତ୍ତମାନ ସେହି ଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠି ଦେଖିବାକୁ ମିଳିଛି କି ମହିଳା ଜଣକ ଟ୍ରକ୍ ଚଳାଉଛନ୍ତି। ଆପଣ ଥରେ ଏ ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଯାହା ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ କି କେଉଁ ଭଳି ଭାବରେ ସୁନ୍ଦର ଭାବରେ ଜଣେ ମହିଳା ଟ୍ରକ୍ କୁ ଚଳାଇବାକୁ ଲାଗିଛନ୍ତି ।

ଆଉ ବିନା ଭୟରେ ମହିଳା ଜଣକ ଟ୍ରକ୍ କୁ ଆଗକୁ ନେବାକୁ ଲାଗିଛନ୍ତି ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ବେଶ ଖୁସି ହୋଇଯିବେ ବୋଲି କୁହାଯାଉଛି । କିଛି ବାଟ ଯିବା ପରେ ଏକ ଜାଗାରେ ଟ୍ରକ୍ କୁ ଠିଆ କରାଇ ସେଠାରେ କିଛି ମାଙ୍କଡ଼ କୁ ଖାଇବାକୁ ଦେଉଛି।

ସେହି ମାଙ୍କଡ଼ ଓ ମହିଳା ମଧ୍ୟରେ ଥିବା ଭଲ ପାଇବା ଦେଖିଲେ ଖୁସି ହୋଇଯିବେ।ତେବେ ଆଜି କାଲି ଝିଅ କିମ୍ବା ବିବାହିତ ମହିଳା ମାନେ ସବୁ କିଛି କାର୍ଯ୍ୟ କରି ପାରୁଛନ୍ତି ଆଉ କୌଣସି ବି କ୍ଷେତ୍ରରେ ସେମାନେ ଆଉ ପଛରେ ରହୁ ନାହାନ୍ତି । ଆଜି କାଲି ର ଝିଅ ମାନେ ନିଜେ ଜାଗ୍ରତ ହେବା ସହିତ ଭାରତ ମା ର ନାଁ କୁ ବି ଆଗକୁ ନେବାକୁ ଲାଗିଛି ଯାହା ଏହି ମହିଳା ଜଣଙ୍କୁ ଦେଖିକି ବେଶ ଭଲ ଭାବରେ ଜାଣି ହେଉଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ହେବାରେ ଲାଗିଛନ୍ତି ଏହି ମହିଳା ଜଣଙ୍କ ।

Leave A Reply

Your email address will not be published.