ଆପଣ ମାନେ ଜାଣିଛନ୍ତି ଏକ ଭଜନ ସଙ୍ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଯାହା ଏକ ଭିନ୍ନ ସ୍ୱାଦର ଭଜନ ସଙ୍ଗୀତ ଅଟେ।ଏହି ସଙ୍ଗୀତ ଟି ହେଉଛି ଝୁଲରେ ନିତାଇ ଝୁଲ ଯାହାକୁ ଲୋକ କେତେ ମାତ୍ରାରେ ଶୁଣୁଛନ୍ତି ଏବଂ ଭଲପାଇବା ଦେଉଛନ୍ତି ତାହା ଆପଣ ଜାଣି ପାରୁଥିବେ।ଏହି ଗୀତ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ କରିବାରେ ଲାଗିଛି ଯେମିତି। ଅନେକ ଲୋକପ୍ରିୟ ସିଙ୍ଗର ଏହି ଗୀତକୁ ଗାଇ ସାରିଲେଣି।ଏହି ଗୀତର ଆକର୍ଷଣ ହେଉଛି ଏହାର ଲିରିକ୍ସ।
ଭଜନ, ସଙ୍କୀର୍ତ୍ତନ ର ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ତ ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ। ମଞ୍ଚରେ କଳାକାର ମାନେ ପୌରାଣିକ କଥାବସ୍ତୁ କୁ ନେଇ ନାଟକ ପରିବେଷଣ କରିଥାନ୍ତି। ଯାହା ଲୋକ ମାନଙ୍କୁ ସେମନଙ୍କର ଭକ୍ତି ପରମ୍ପରା ସଂସ୍କୃତିକୁ ମନେ ପକାଇ ଦେଇଥାଏ। ଏହାକୁ ଦେଖି ଲୋକେ ବହୁତ୍ ଖୁସି ହୁଅନ୍ତି ଏବଂ ଆନନ୍ଦିତ ହୁଅନ୍ତି। ତେବେ ଏହି କ୍ରମରେ ଆପଣ ଅନେକ ଭିଡିଓ ଗୁଡ଼ିକ ଦେଖିଥିବେ। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ତାହା ହେଉଛି ଝୁଲରେ ନିତାଇ ଝୁଲ ଗୀତରେ କୀର୍ତ୍ତନ କରୁଥିବାର ଭିଡ଼ିଓ ।
ତେବେ ଏବେ ଯେଉଁ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏଠାରେ ଏହି ଭିଡ଼ିଓରେ ଯୁବକଯୁବତୀ ମାନେ ପୌରାଣିକ ବେଶଭୂଷାରେ ନିଜକୁ ସଜାଇ ଭଗବାନଙ୍କ ନାମ ସଂକୀର୍ତ୍ତନ ସହିତ ଆକର୍ଷଣୀୟ ଅଭିନୟ କରୁଥିବା ଦେଖିବାକୁ ମିଳିଛି।ତେବେ ଆପଣ ତ ଏପରି ପୌରାଣିକ କାର୍ଯ୍ୟକ୍ରମ ଦେଖିବାକୁ ଭଲ ପାଉଥିବେ। ଏହାକୁ ଦେଖିବାକୁ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ଏବଂ ଆମ ସଂସ୍କୃତିକୁ ପୁଣିଥରେ ଉଜ୍ଜିବିତ କରିଥାଏ।ସଙ୍ଗୀତ, ନୃତ୍ୟ ଏବଂ ଅଭିନୟ ମାଧ୍ଯମରେ ଏଭଳି ନାଟକ ପରିବେଷଣ ହୋଇଥାଏ। ଯାହାକୁ ଦେଖିବାକୁ ଲୋକେ ଆଗ୍ରହର ସହ ଯାଇଥାନ୍ତି।
ତେବେ ଏଭଳି ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ପୌରାଣିକ କଥାବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୁଡ଼ିକ ଆମ ଜୀବନରେ ଏକ ଭାବ ଆନନ୍ଦର ରସ ଭରିଦିଏ।ଯେତେବେଳେ ବି ଆମେ ଏଭଳି କିଛି କାର୍ଯ୍ୟକ୍ରମ ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ।
ଏମିତି ରେ ବି ଆମେ କେଉଁଠି ଭାବପୂର୍ଣ୍ଣ ଭଜନ ବାଜିଲେ କିମ୍ଵା ସଙ୍କୀର୍ତ୍ତନ ହେଉଥିଲେ ଏହାକୁ ଶୁଣି ନାଚି ଉଠି ଥାଉ, ଖୁସି ହୋଇଯାଉ।ଆଉ ଟିକିଏ ଏପରି ଦୃଶ୍ୟକୁ ଦେଖି ଦେଲେ ଆମକୁ ବହୁତ୍ ଖୁସି ଲାଗିଥାଏ।ଅନେକ ଜଣ ଏପରି ସାଂସ୍କୃତିକ ମାହଲକୁ ବହୁତ୍ ଭଲ ପାଆନ୍ତି। ଆଉ ଯିଏ ଏପରି କାର୍ଯ୍ୟକ୍ରମ କୁ ଭଲ ପାଏ ସେ ଏହାକୁ ଦେଖିଲେ କିମ୍ୱା ଦେଖିବାର ସୁଯୋଗ ମିଳିଲେ ଏହାକୁ ହାତଛଡ଼ା କରେ ନାହିଁ। ଠିକ୍ ସେମିତି ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ।