Intresting GK Question – କେଉଁ ପକ୍ଷୀ ଆଣ୍ଡା ଦିଏ କିନ୍ତୁ ଛୁଆଁ ଫୁଟାଏ ନାହିଁ ସେ କିଏ ? କଣ ଆପଣ କହି ପାରିବେ କି ?
ଆପଣ ତ ଜାଣିଛନ୍ତି ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କିଛି ଅବଗତ ହୋଇ ପାରି ଥାଉ ଯାହାକି ଏହାଦ୍ୱାରା ଆମେ ଜ୍ଞାନ ମଧ୍ୟ ଆହରଣ କରି ପାରିଥାଉ | ତେବେ ଯେତେ ବେଳେ ଗୋଟେ ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |
ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ | ତେବେ ଆଜି ସେଭଳି କିଛି ଜିକେ ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଆଲୋଚନା କରିବା |
ପ୍ରଶ୍ନ 1 :-ଭାରତର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ମନ୍ଦିର ଅଛି?
ଉତ୍ତର :-ତାମିଲନାଡୁ
ପ୍ରଶ୍ନ 2 :-ଚୂନ ରେ ପାଣି ମିଶାଇଲେ କେଉଁ ଗ୍ୟାସ ବାହାରେ?
ଉତ୍ତର :-କାର୍ବନ ଡ଼ାଇ ଅକ୍ସାଇଡ
ପ୍ରଶ୍ନ 3 :-କେଉଁ ଜୀବ ର ରକ୍ତ ନୀଳ ଅଟେ?
ଉତ୍ତର :-ଝୀଂଟିକା
ପ୍ରଶ୍ନ 4 :- କେଉଁ ଜୀବ 100 ତା ଶବ୍ଦ କରେ?
ଉତ୍ତର :- ବିଲେଇ
ପ୍ରଶ୍ନ 5:-କେଉଁ ଜୀବ ଶୁଏ ନାହିଁ?
ଉତ୍ତର :-ପିମ୍ପୁଡି
ପ୍ରଶ୍ନ 6 :- ଭାରତର କେଉଁ ଦେଶ ର ମହିଳା ମାନଙ୍କର ନିଶ ଓ ଦାଢ଼ି ଉଠିଥାଏ?
ଉତ୍ତର :-ଇଥପିଆ
ପ୍ରଶ୍ନ 7 :-ଦୁନିଆରେ ସବୁଠାରୁ କଠିନ ପଦାର୍ଥ କଣ?
ଉତ୍ତର :-ହୀରା
ପ୍ରଶ୍ନ 8 :-କେଉଁ ଯିବ 3 ବର୍ଷ ଶୋଏ?
ଉତ୍ତର :-ଗେଣ୍ଡା
ପ୍ରଶ୍ନ 9 :-କେଉଁ ଜୀବ ପାଟିରେ ଚାଲେ?
ଉତ୍ତର :-ଗେଣ୍ଡା
ପ୍ରଶ୍ନ 10 :-କେଉଁ ପକ୍ଷୀ ଆଣ୍ଡା ଦିଏ କିନ୍ତୁ ଛୁଆଁ ଫୁଟାଏ ନାହିଁ ସେ କିଏ?
ଉତ୍ତର :-କୋଇଲି
ପ୍ରଶ୍ନ 11 :-ବିଶ୍ୱ ର ସବୁଠାରୁ ବଡ଼ କଦଳୀ ଉତ୍ପାଦକ କିଏ?
ଉତ୍ତର :ନେଦରଲ୍ୟାଣ୍ଡ
ପ୍ରଶ୍ନ 12 :-କେଉ ଯିବାର 4 ଟି ପାକସ୍ଥଳୀ ଥାଏ?
ଉତ୍ତର :-ଗାଈ
ପ୍ରଶ୍ନ 13 :-କେଉଁ ଜୀବ ଛିଡା ହୋଇକି ଶୁଏ?
ଉତ୍ତର :-ଘୋଡା
ପ୍ରଶ୍ନ 14 :-ଭାରତର କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଛ ଅଧିକ ଦେଖା ଯାଇଥାଏ?
ଉତ୍ତର :- ଆମେରିକା