ମଙ୍ଗଳବାର ( ଲୁଣର ଏହି ଉପାୟ ) କୋଟିପତି ବନେଇଦିଏ ଆପଣଙ୍କୁ, Salt Vastu tips odia

ଲୁଣର ବ୍ୟବହାର କେବଳ ଭୋଜନ ପାଇଁ ପ୍ରୟୋଗ ହୁଏ ତାହା ନୁହେଁ ବରଂ ଅନେକ ଫାଇଦା ମଧ୍ୟ ଦେଇଥାଏ । ଯଦି ମଣିଷ ଭିତରେ ଲୁଣର କମି ଆସିଯାଏ ତେବେ ଶରୀର ଖରାପ ହୋଇଥାଏ । ଏମିତିକି ଲୁଣ ବହୁତ ଜଲ୍ଦି କୋଟିପତି ମଧ୍ୟ କରାଇଥାଏ । ଲୁଣର ପ୍ରୟୋଗ ଦ୍ଵାରା ଚମତ୍କାରୀ ଲାଭ ମିଳିଥାଏ । ଲୁଣ ଭିତରେ ସାକାରାତ୍ମକ ଉର୍ଜ ଭାରି ରହିଛି । ଲୁଣ ବିଷୟାରେ ଏମିତି କିଛି ପ୍ରଥା ରହିଛି ଯାହାର ପ୍ଳାନ କରିଲେ ମଣିଷ ଗରିବୀ ଦୂର କରିପାରିବ । ଏମିତି ବ୍ୟକ୍ତି ବହୁତ ଜଲ୍ଦି ଧନବାନ ହୋଇପାରିବ । ତେବେ ଦେଖନ୍ତୁ ସେହି ଉପାୟ ଗୁଡିକ କଣ ଯାହା ଲୁଣ ଦ୍ଵାରା କରିଲେ ଧନବାନ ହେବା ସମ୍ଭବ ହେବ ।

ସୋମବାର ବା ରବିବାର ବା ମଙ୍ଗଳବାର ଦିନ ଏହି ଉପାୟ କରିଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଏହି ଉପାୟ ରେ ଏତେ ଶକ୍ତି ରହିଛି ଯାହା ଆପଣ କେବେ ବିଶ୍ଵାସ କରିବେ ନାହି । ଏଥିପାଇଁ ଶୁଖିଲା ଲଙ୍କା, ୫୦ ଟଙ୍କା, ୧ ଟଙ୍କା କେନ, ଲୁଣ, ଚାଉଳ, ସୋରିଷ ତେଲ, ଉରଗ ଡାଲି ଓ ପାଣି ଆବଶ୍ୟକ ଅଟେ । ଏହି ସବୁ ଜିନିଷ କୌଣସି ବୃଦ୍ଧ ମହିଳା ବ ପୁରୁଷଙ୍କୁ ଦାନ କରି ଦିଅନ୍ତୁ । ଏହା କରିବା ଦ୍ଵାରା ବେପାର ଓ ଚାକିରି କ୍ଷେତ୍ରରେ ଲାଭବାନ ହେବେ ।

ମା ଲକ୍ଷ୍ମୀଙ୍କ ଆଗମନ ହେବା ସହ ଚେହେରା ରେ ଖୁସି ଆସିବ । ଭଗବାନ ଶନିଦେବଙ୍କ କୃପା ଦ୍ରୁଷ୍ଟି ଲାଭ ହେବ । ଏହି ଉପାୟ ଏତେ ସାରା ଲାଭ ପ୍ରଦାନ କରିଥାଏ ଯାହା ଆପଣ ବିଶ୍ଵାସ କରିପାରିବେ ନାହି । ଏହା କରିବା ଦ୍ଵାରା ଦାରିଦ୍ରତା ଦୂର ହୋଇଥାଏ ।

ଏହି ଉପାୟ ବିଷୟରେ କାହାକୁ କହିବ ଅନୁଚିତ । ଏହି ସବୁ ସାମଗ୍ରୀ ପୁରା ରହିବା ଉଚିତ ।କରଜରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି କାମ କରିବା ଦ୍ଵାରା ବହୁତ କିଛି ପ୍ରାପ୍ତ ହୋଇଥାଏ । ବିଦେଶୀ ଲୋକ ଲୁଣ ହାତ ରୁ ଖସି ଲେ ଅଶୁଭ ମାନିଥାନ୍ତି । ଲୁଣକୁ ଶୁକ୍ର ଓ ଚନ୍ଦ୍ରମାର ପ୍ରତିମା ମାନାଯାଏ । ଲୁଣ ପ୍ଲାଷ୍ଟିକ ପାତ୍ରରେ ରଖିବା ଅନୁଚିତ । ଲୁଣକୁ କାଚ ପାତ୍ରରେ ରଖିଲେ ଶୁଭ ହୋଇଥାଏ । ପ୍ଲାଷ୍ଟିକ ବ ଲୁହା ପାତ୍ରରେ ଲୁଣ ରଖିଲେ ସମସ୍ଯା ହୋଇଥାଏ ।

ଖାଦ୍ଯରେ ଲୁଣ ଦରକାର ହେଲେ ଆବଶ୍ୟକ ଠାରୁ ଅଧିକ ହେଲେ ଫିଙ୍ଗି ଦେବା ଅଶୁଭ ହୋଇଥାଏ । ସପ୍ତାହକୁ ଥରେ ଲୁଣ ପାଣିରେ ପକାଇ ଘର ପୋଛା ମାରିବା ଭଲ ହୋଇଥାଏ । କିନ୍ତୁ ଦ୍ଵିପହରରେ ପୋଛା ମାରିବା ଅନୁଚିତ । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଉଦୟ ହେବ ପୂର୍ବରୁ ଘରର ଦ୍ଵାରା ଖୋଲିବା ଉଚିତ ନଚେତ ମା ଲକ୍ଷ୍ମୀଙ୍କ ପ୍ରବେଶ ହୁଏ ନାହି ।ଲୁଣ, ସାବୁଦାନା, ଶୁଖିଲା ଲଙ୍କା, ହଳଦୀ, କୋଇଲା ନେଇ ଯାହାକୁ ନଜର ଲାଗିଥିବା ତା ଉପରେ ବୁଲାଇ ଅଗ୍ନିରେ ଜଳାଇଲେ ନଜର ଦୋଷ ଦୂର ହୋଇଥାଏ । ଚାହାରେ ଲୁଣ ପକାଇ ସେବନ କରିଲେ ଶରୀର ଖରାପ ହେବା ସହ ହାଡ କମ୍ଜୋର ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.