ପୁଣି ନୁଆଁ ଷ୍ଟାଇଲ ରେ ରୂପା ଗାଇଲେ ରୋମାଣ୍ଟିକ ଗୀତ..ମାତ୍ର 4 ଘଣ୍ଟାରେ 500k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆପଣ ମାନେ ଓଡିଶା ର ଜଣା ଶୁଣା ସମସ୍ତଙ୍କର ଅତି ପ୍ରିୟର ଭ୍ଲୋଗର ରୁପା ଆଉ ପିଣ୍ଟୁ ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ଯିଏକି ତାଙ୍କର ଅନେକ ପ୍ରକାରର ଭିଡ଼ିଓ ମାନ ଓଡିଶା ର ଲୋକ ମାନଙ୍କ ପାଇଁ ନେଇ ଆସିଛନ୍ତି ଓ ତାହା ସହିତ ରୁପା ଓ ପିଣ୍ଟୁ ସ୍ୱାମୀ ଓ ସ୍ତ୍ରୀ ମିଶିକି ଅନେକ ପ୍ରକାରର ମ୍ୟୁଜିକ ଭିଡ଼ିଓ ମଧ୍ୟ ବନେଇଛନ୍ତି ବୋଲି କୁହାଯାଉଛି | ତାହେଲେ ବର୍ତ୍ତମାନ ରୁପା ଓ ପିଣ୍ଟୁ ଙ୍କର ପଦ୍ୟାନ୍ତ ଓ ଗୀତ ଗାଉଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |


ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଇଥିବେ କି ରୁପା ଓ ପିଣ୍ଟୁ ଙ୍କର ଅନେକ ଭିଡ଼ିଓ ଭାଇରାଲ ହେଉଥିବା ର, ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ଖୁସି ମା, ରୁପା ଓ ପିଣ୍ଟୁ ଙ୍କ ସହିତ ଅନ୍ୟ ମାନଙ୍କ ସହିତ ସେମାନେ ବୁଲିବାକୁ ଯାଇଛନ୍ତି ମା ଭଗବତୀ ଙ୍କର ମନ୍ଦିରକୁ | ଆଉ ସେଠାରେ ମନ୍ଦିରରେ ମା ଙ୍କର ଦର୍ଶନ କରିବା ସହିତ ମନ୍ଦିରରେ ବୁଲାବୁଲି ମଧ୍ୟ କରିବାକୁ ଲାଗିଛନ୍ତି ସେମାନେ | ଆଉ ତାହା ସହିତ ଭଗବତୀ ମନ୍ଦିରର ଗୋଟିଏ ପ୍ରସିଦ୍ଧ ସ୍ଥାନ କୁ ମଧ୍ୟ ଯାଇଛନ୍ତି |

 

ଯେଉଁଠି ଦେଖିବାକୁ ମିଳିଛି କି ମନ୍ଦିର ଭିତରେ ଏକ ପାଣି କୁଣ୍ଡ ଭିତରେ ପଥର ଭାସୁଥିବାର ସ୍ଥାନ କୁ ଯାଇଛନ୍ତି ଆଉ ସେଠାରେ ଖୁସି ମା ଙ୍କୁ ନନା ଜଣଙ୍କ ଆଶୀର୍ବାଦ କରିବା ସହିତ ତାଙ୍କର ବାପା ମା ଙ୍କୁ ପ୍ରଣାମ କରିବାକୁ କହିଛନ୍ତି ଆଉ ତାହା ପରେ ସେମାନେ ଗାଡ଼ି ଭିତରେ ବସିଛନ୍ତି ଆଉ ଜଗନ୍ନାଥ ଙ୍କର ଦର୍ଶକ ପାଇଁ ପୁରୀ କୁ ଯିବା କଥା ମଧ୍ୟ କହିଛନ୍ତି |ତାହା ପରେ କୁହାଯାଉଛି କି ଜଗନ୍ନାଥ ଙ୍କର ଦର୍ଶନ ପାଇଁ ସେମାନେ ପୁରୀ ଯାଉଥିବା ରାସ୍ତା ରେ ଗୀତ ଗାଇ ପଦ୍ୟାନ୍ତ କରିବାକୁ ଲାଗିଛନ୍ତି |

ତେବେ ପିଣ୍ଟୁ ଙ୍କୁ ଗୋଟିଏ ଟିମ ର ଲିଡର ବନାଇଛନ୍ତି ଓ ରୁପା ଭାଉଜ ଙ୍କୁ ଗୋଟିଏ ଟିମ ର ଲିଡର ବନାଇଛନ୍ତି | ତାହା ପରେ ପ୍ରଥମେ ଗାଡ଼ି ଚଳାଉ ଚଳାଉ ପଦ୍ୟାନ୍ତ ଆରମ୍ଭ କରିଛନ୍ତି ପିଣ୍ଟୁ ଆଉ ତାଙ୍କର ଏକ ଗୀତ ଗାଇବାକୁ ଲାଗିଛନ୍ତି ତାହା ହେଉଛି ମେଘରେ ମେଘରେ ମେଘ ଗୀତ ଟି ଆଉ ତାହା ପରେ ରୁପା ମଧ୍ୟ ଗାଇବା ପାଇଁ ଲାଗିଥିଲେ ଗୀତ ବୋଲି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.