ଦେଖନ୍ତୁ LIVE ର ଛାତିଥରା video : SELFIE ନେବା ହେଲା କାଳ.. ଦେଖନ୍ତୁ ଯୁବତୀ ଙ୍କ ମୃତ୍ୟୁ ପୂର୍ବର ଶେଷ ଛାତିଥରା ଭିଡ଼ିଓ… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ…

କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ। ତେବେ ମଣିଷ ଜୀବନରେ କେତେବେଳେ କଣ ଘଟିବାର ଥାଏ ,ତାହା କାହାକୁ ମଧ୍ୟ ଜଣା ନଥାଏ ଏବଂ ମଣିଷ ମଧ୍ୟ କେବେ ଚିନ୍ତା କରିନଥାଏ ଯେ ତା ସହ ମଧ୍ୟ ଏମିତି ଘଟିପାରେ ।


ଅନେକ ସମୟ ଆପଣ ମାନେ ନିଶ୍ଚିତ ରୂପେ ଦେଖିଥିବେ ଯେ ଆକସ୍ମିକ ମୃତ୍ୟୁ ଓ ଆକସ୍ମିକ ଦୁର୍ଘଟଣା ଆମ ଆଖି ସାମ୍ନାରେ ଘଟିଯାଇଥାଏ । ଯାହା ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ , ମଣିଷ ଜନ୍ମ ହୋଇଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏପରି ଆକସ୍ମିକ ଭାବରେ ମୃତ୍ୟୁ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥାଏ । ମନରେ ଏକ ପ୍ରକାର ଭୟ ମଧ୍ୟ ସୃଷ୍ଟି କରିଥାଏ ।ଯେଉଁ ଭିଡିଓ ବର୍ତ୍ତମାନ ସମୟରେ ପ୍ରଚୁର ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଦୁଃଖ ପ୍ରକାଶ କରିବେ । ତେବେ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।


ମଜା ବେଳେବେଳେ ଆମ ମାନଙ୍କ ପାଇଁ ସଜା ହୋଇଥାଏ। ତେବେ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଝିଅ ସେଲଫି ନେବା ସମୟରେ ଝରଣା ପାଣିରେ ଭାସିଯାଇ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି।ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେମିତି କିଛି କଥା ଦେଖିବାକୁ ମିଳିଛି ।

ଆଉ ଯାହା କୁହାଯାଉଛି କି ଅନୁପମା ପ୍ରଜାପତି ଯିଏକି ନିଜ ବନ୍ଧୁ ମାନଙ୍କ ସହ ଯାଇଥିଲେ ବୁଲିବା ପାଇଁ ଆଉ ମଜା ମସ୍ତି କରିବା ପାଇଁ । ଆଉ ସମସ୍ତ ଙ୍କ ସହ ମିଶି ଉଠାଉ ଥିଲେ ସେଲ୍ଫି । ତାହା ସହିତ ପାହାଡ଼ ଓ ଝରଣା କୁ ଦେଖିକି ସେ ଏତେ ଖୁସି ହୋଇ ଯାଇଥିଲେ କି ସେ କେଉଁଠି ଛିଡା ହୋଇଛନ୍ତି ଆଉ କଣ କରୁଛନ୍ତି ତାହା ଜାଣି ପାରି ନ ଥିଲେ ।

ଆଉ ଯାହା କୁହାଯାଉଛି କି ଅନୁପମା ଏକ ପଥର ଉପରେ ଛିଡା ହୋଇଥିଲେ ।ଆଉ ଜଣେ ଯୁବକ ତାଙ୍କ ପାଖକୁ ଯିବା ପାଇଁ ପଥର ଉପରକୁ ଉଠିଲା ବେଳେ ଅନୁପମା ଙ୍କ ସହିତ ତାଙ୍କର ଧକ୍କା ଲାଗି ଯାଇଥିଲା । ଆଉ ଯାହା ଫଳରେ ବୋହିଯାଉଥିବା ଝରଣା ର ସ୍ରୋତ ରେ ସଙ୍ଗେ ସଙ୍ଗେ ଭାସି ଯାଇଥିଲେ ଅନୁପମା ବୋଲି କୁହାଯାଉଛି ।ଆଉ ଚାହୁଁ ଚାହୁଁ ତାଙ୍କର ଜୀବନ ଚାଲି ଯାଇଥିବା କଥା ମଧ୍ୟ କୁହାଯାଉଛି ।ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.