SINGIPUR ଯାତ୍ରା କମେଡି – କ’ଣ ଟିକେ ଚିପିବି ? ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ… ମାତ୍ର 4 ଘଣ୍ଟାରେ 996K ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ଟିଭି ଏବଂ ମୋବାଇଲ ରେ ଆମେ ଅନେକ ସିନେମା ଓ ସିରିଏଲ ଆଦି ଦେଖି ଥାଉ ଯାହା ଆମର ମନରଞ୍ଜନ ପାଇଁ ହୋଇ ଥାଏ | ତେବେ ସେଭଳି ଯାତ୍ରା ମଧ୍ୟ ଏକ କାର୍ଯ୍ୟକ୍ରମ ଯାହାକୁ ଦେଖିବା ପାଇଁ ଲୋକ ମାନେ ପ୍ରାୟ ପାଗଳ ହୋଇ ଥାଆନ୍ତି , ରାତିରେ ଅନିଦ୍ରା ରହି ଯାତ୍ରା ପେଣ୍ଡାଲ ରେ ବସି ଜୀବନ୍ତ ଅଭିନୟ କୁ ଉପଭୋଗ କରି ଥାଆନ୍ତି | ଅନେକ ଲୋକ ଅଛନ୍ତି ଯେଉଁ ମାନେ ଯାତ୍ରା କୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଆହୁରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଯାତ୍ରା ଦେଖିବା ପାଇଁ ନିଶା ଲାଗି ଯାଇଥାଏ | କାରଣ ସିନେମା ଓ ସିରିଏଲ ରେ ଆମେ ଅଭିନୟ ତ ଦେଖି ଥାଉ କିନ୍ତୁ ଯାତ୍ରା ଷ୍ଟେଜ ରେ ଯେଉଁ ଅଭିନୟ ଦେଖିବା ପାଇଁ ମିଳେ ତାହା ଜୀବନ୍ତ ଅଟେ |

କେବଳ ଜୀବନ୍ତ ଅଭିନୟ ତାହା ନୁହେଁ ବରଂ ଏହା ସହିତ ମେଲୋଡି ଡ୍ୟାନ୍ସ, ଯେଉଁଭଳି ସୁନ୍ଦର ଭାବରେ ଅଙ୍କରିଂ ଆଉ ଭରପୁର କମେଡି ତାହା ଦେଖିବାକୁ ଖୁବ ଖୁସି ଲାଗିଥାଏ | ଯାତ୍ରା ର ପ୍ରତେକ ସିନ ସତ ଭଳି ଅନୁଭବ ହୋଇଥାଏ କାରଣ ଏମାନେ ବାସ୍ତବ ଭାବରେ ଅଭିନୟ କରି ଦେଖାଇ ଥାଆନ୍ତି |

ଖାଲି ସେତିକି ନୁହେଁ ବରଂ ଏହି ଯାତ୍ରା ରୁ ଆମକୁ ସାମାଜିକ ଶିକ୍ଷା ମଧ୍ୟ ମିଳିଥାଏ | ତେବେ ଆଜି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏକ ଯାତ୍ରା ଷ୍ଟେଜ ର କମେଡି ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ହସି ହସି ବେଦମ ହୋଇ ଯିବେ |


ଏହି ଯାତ୍ରା ଷ୍ଟେଜ ରେ କମେଡି ଭରପୁର ଭାବରେ ଭରି ରହିଛି ଯେଉଁ ଥିରେ ଦେଖା ଯାଇଛି କି ଜଣେ ଝିଅ ହିରୋଇନ ହେବା ପାଇଁ ପୁରା କୁତୁକୁତୁ ହେଉଛନ୍ତି | ଆଉ ଏହି ସମୟ ରେ ତାଙ୍କ ଘର କୁ ଜଣେ ଫୋଟ ଗ୍ରାଫର ଆସୁଛନ୍ତି ଯିଏକି ସିନେମା ରେ ହିରୋଇନ ହେବା ପାଇଁ ଅଡିସନ ନେବା କୁ ଆସିଛନ୍ତି ବୋଲି କହିଛନ୍ତି |

 

 

ତେବେ ଏତିକି କହିବା ମାତ୍ରେ ଝିଅ ଟି କହୁଛି , “ଭାଇ କଣ ଟେକିବି…ଆଉ ଯୁବକ ଜଣଙ୍କ କହୁଛନ୍ତି କଣ ଠିଆ ରେ ଠିଆ ରେ…” | ତେବେ ଏହା ପରେ ଯୁବକ ଜଣଙ୍କ ତାଙ୍କର ଦେହ ର ସାଇଜ ପଛରୁଛନ୍ତି ଏବଂ ସେ ଯୁବତୀ ଉତ୍ତର ଦେବା ପରେ ଯୁବକ ଜଣଙ୍କ କହୁଛନ୍ତି ” କଣ ଟିକେ ଚିପିବି” | ଏହା ପରେ ଝିଅ ର ବାପା ଆସି ମଝିରେ ପହଂଚୁଛନ୍ତି ଆଉ ସେ ମଧ୍ୟ ବେଶ କମେଡି କରି ନିଜ ଝିଅ କୁ ବୁଝେଇବା ସହ ଯୁବକ ଙ୍କୁ ଘରୁ ଯିବାକୁ କହୁଛନ୍ତି | ତେବେ ଏଭଳି ମଜାଦାର ଅଭିନୟ ଦେଖିଲେ ଆପଣ ମଧ୍ୟ ନ ହସି ରହି ପାରିବେ ନାହିଁ ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଛନ୍ତି |

Leave A Reply

Your email address will not be published.