ଦେଖନ୍ତୁ Shocking ଭିଡ଼ିଓ – ରାତି ଅଧରେ ବେଣୁ ବାବାଙ୍କୁ ସାଂଘାତିକ ମାଡ ଚିପିଦେଲେ ତଣ୍ଟି…

ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମହିମା ଏବଂ ତାଙ୍କର ଦିବ୍ୟ ଦର୍ଶନ ଅନେକଙ୍କୁ ସତ୍ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରିତ କରିଛି। ତାଙ୍କ ଭଳି ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।


ତେବେ ‘ଇନ୍ଦ୍ର ଗୋବିନ୍ଦ ଗୀତା’ ନାମକ ଏକ ମାଳିକା ଶାସ୍ତ୍ର ରହିଛି ଯାହା ସବୁ ଭକ୍ତ ମାନଙ୍କୁ ମିଳିଥାଏ। ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ତେବେ ଆମେ ପୁଣି ଆଜି ସେହି ମାଳିକା

ବିଷୟରେ ଆଲୋଚନା କରିବା।ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା।ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ ଅଟେ।

ତେବେ ମାଳିକା ରେ ବର୍ଣ୍ଣିତ ଥିବା କୌଣ ଅନୁକୋଣରେ ଲୁଚି ରହିଥିବା ଭକ୍ତ ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ନିଜର ସ୍ବତନ୍ତ୍ର ଚେଷ୍ଟା ଜାରି ରଖି ଥିବା ସତ୍ୟଭଞ୍ଜ ୟୁଟ୍ୟୁବ୍ ଚ୍ୟାନାଲ୍ ଆଜି ପୁଣି ଜଣେ ମାଳିକା ଭକ୍ତ ଙ୍କ ପାଖରେ ପହଞ୍ଚି ଯାଇଛି । ଆଉ ଯେଉଁ ମାଳିକା ଭକ୍ତ ମାଳିକା ବିଷୟରେ ଏବଂ ଦେଶର ଆଗତ ଭବିଷ୍ୟତ ତଥା ରାଜନୀତି ବିଷୟରେ ଏବଂ କଳି ଯୁଗର ଅନ୍ତ ବିଷୟରେ ଅନେକ କିଛି ତଥ୍ୟ ପ୍ରଦାନ କରିଛନ୍ତି, ଯାହା ଆଗାମୀ ସମୟରେ ସତ ହେବାକୁ ଯାଉଛି ବୋଲି ସେ ପ୍ରମାଣ ସହକାରେ କହିଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ କହୁଛନ୍ତି ମାଳିକା ଭକ୍ତ ବେଣୁ ବାବା ଦେଶର ଆଗାମୀ ଭବିଷ୍ୟତ ବିଷୟରେ,

ତେବେ ବାବା କହିବା ଅନୁସାରେ ଏବେ ବହୁତ ଅଳ୍ପ ସମୟ ଅଛି ଆଉ ମାତ୍ର ଦୁଇରୁ ଅଢେଇ ମାସ ରହିଛି ବାବା ବର୍ତ୍ତମାନ ଆଉ ଦର୍ଶନ ଦେବେ ନାହିଁ ଗୁପ୍ତରେ ଚାଲିଯିବେ । ତେବେ ବେଣୁ ବାବାଙ୍କ କହିବା ଅନୁସାରେ ବର୍ତ୍ତମାନ ଗୁପ୍ତରେ ଚାଲିବ ଖେଳ କେହି କେହି ଭକ୍ତ ଜାଣି ପାରିବେ ଆଉ କେତେକ ଜାଣି ପାରିବେ ନାହିଁ । କାହିଁକି ନାଁ ଏହି କିଛି ଦିନ ତଳେ ତାଙ୍କୁ ଜଣେ ବ୍ୟକ୍ତିମାରିବା ପାଇଁ ତାଙ୍କର ତଣ୍ଟି ଚିପି ଧରିଥିଲେ ତେଣୁ ସେ ସେହି ଦିନ ଠାରୁ ଅଶୁଦ୍ଧି ହୋଇ ଯାଇଛନ୍ତି । ଆଉ ତାଙ୍କ ଭିତରେ ବ୍ରହ୍ମ ଆସୁ ନାହାଁନ୍ତି କି ଅତ୍ୟୁତାନନ ତାଙ୍କୁ କୈଣସି ନିର୍ଦ୍ଦେଶ ଦେଉ ନାହାଁନ୍ତି । ତେଣୁ ସେ କହିଛନ୍ତି ଯେ କଳି ଯୁଗର ଶେଷ ସମୟ ବହୁତ ପାଖେଇ ଆସିଲାଣି ସେଥିପାଇଁ ସମସ୍ତେ ସର୍ତକ ରୁହନ୍ତୁ।

Leave A Reply

Your email address will not be published.