କୁମ୍ଭ ରାଶି ) ଶନି ସାଢେ଼ସାତିର ୨ୟ ଚରଣ ଆରମ୍ଭ ୨୦୨୩ ରୁ ୨୦୨୫, ଆଗାମୀ ଅଢେଇବର୍ଷ ଇତିହାସ ବଦଳିବ

ବର୍ତତ୍ମାନ ଶନି ଙ୍କ ର ସାଢେସାତିର ର ପ୍ରଥମ ଚରଣ ଯାଇ ସାରିଛି ଏବଂ 2ୟ ଚରଣ ଆରମ୍ଭ ହୋଇ ସାରିଛି 17 ଜାନୁୟାରୀ 2023ରୁ । ତେବେ ଚାଲନ୍ତୁ ଜାଣିବା ଶନି ଦେବଙ୍କର ଏହି 2ୟ ଚରଣ ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ।
ଜନ୍ମ ରାଶି ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ । ଶନିଦେବ ଆପଣଙ୍କ ରାଶି କୁ ଆସି ସାରିଛନ୍ତି 17 ଜାନୁୟାରୀ 2023 ଠାରୁ ।

ପ୍ରଥମ ଭାଗକୁ 30 ବର୍ଷ ପରେ ଆପଣଙ୍କ ରାଶିକୁ ଆସିଛନ୍ତି କାହିଁକି ନାଁ ଅଢେଇ ବର୍ଷ ଶନିଦେବ ଗୋଟିଏ ରାଶିରେ ରହିଥାନ୍ତି ତ 30 ବର୍ଷ ପରେ ନିଜ ରାଶିକୁ ଆସିଛନ୍ତି ଶନିଦେବ । ତେବେ ପ୍ରଥମ ସବୁଠୁ ବଡ ଭବିଷ୍ୟବାଣୀ ଏହା ଅଟେ କି ଯେଉଁ ମାନେ ହସ୍ପିଟାଲ ରେ ଚକର୍ ଲଗଉଥିଲେ ସେମାନଙ୍କର ସ୍ବାସ୍ଥ୍ୟ ସମ୍ଭନ୍ଧିତ ଚିନ୍ତା କମ୍ ହେବାକୁ ଲାଗିବ ।

 


ଏହି ମହା ସଂଯୋଗ ପାଇଁ ସେମାନଙ୍କ ଦୁଃଖ ର ଦିନ ଏହି ଦିନ ରେ ଶେଷ ହେବ । ଅର୍ଥାତ୍ ଆପଣ ମାନଙ୍କର ନୈତିକ ବାଧା ଆଉ ରହିବ ନାହିଁ । ଚାକିରୀ ଖୋଜୁଥିବା ଲୋକ ମାନଙ୍କୁ ବହୁତ ଶୀଘ୍ର ଚାକିରୀ ମିଳିବ ଆପଣ ମାନଙ୍କ ପରିବାର ରେ ଖୁସି ର ମାହୋଲ ଲାଗି ରହିବ ।

ଏହି ଦିନ ରେ ଆପଣ ମାନଙ୍କୁ ବ୍ୟାପାର ବାଣିଜ୍ୟ ରେ ବହୁତ ଲାଭ ମଧ୍ୟ ମିଳିବ ପ୍ରଶାସନିକ ଅଧିକାରୀ ମାନଙ୍କ ଠାରୁ ଆପଣ ମାନଙ୍କୁ କୈାଣସି ସହାୟତା ନିଶ୍ଚିତ ଭାବେ ମିଳିବା ପାଇଁ ଯାଉଛି । ରାଶି ର ଲୋକ ମାନଙ୍କର ଏହି ଦିନ ରେ ହୋଇଥିବା ଗ୍ରହ ର ପରିବର୍ତନ କାରଣ ରୁ ଆପଣ ମାନଙ୍କ ସବୁ ଦୁଃଖ କଷ୍ଟ ସମ୍ପର୍ଣ୍ଣ ଭାବେ ଦୂରେଇ ଯିବ ଏବଂ ଆପଣ ମାନଙ୍କ ଉପରେ ପଡି ଥିବା ଏତେ ଦିନ ର ମହା ଦଶା ରୁ ବି ଆପଣ ମୁକ୍ତି ପାଇବେ ।

ବହୁତ ଭଲ ସମୟ ଆପଣ ମାନଙ୍କ ପାଇଁ ରହି ଥିବାରୁ ଆପଣ ମାନଙ୍କୁ ମାନସମ୍ମାନ ମିଳିବା ପାଇଁ ଯାଉଛି । ଆପଣ ମାନଙ୍କୁ ଏହି ଦିନ ରେ ପ୍ରଚୁର ଧନ ଲାଭ ର ସୁଯୋଗ ମିଳିବାର ଆଶଂକା ମଧ୍ୟ ରହିଛି ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ସବୁ ସମୟ ରେ ଶନି ଙ୍କ ପୂଜା ଅର୍ଚ୍ଚନା ତଥା ତାଙ୍କ ଉପରେ ତେଲ ର ଅର୍ପଣ କରନ୍ତୁ । ଆପଣ ମାନଙ୍କୁ ବହୁତ ଶୁଭ ଫଳ ମିଳିବ ।ଶନି ଦେବତା ଙ୍କ ପୂଜା ଅର୍ଚ୍ଚନା ଦ୍ଵାରା ଘରେ ସୁଖ ,ଶାନ୍ତି ରେ ଘର ପରିପୂର୍ଣ ହେଇ ରହିବ । ଆପଣ ମାନେ ଟିକେ ସତର୍କ ରହିବାକୁ ଚେଷ୍ଟା କରିବେ। ଆପଣ ମାନଙ୍କ ଜୀବନ ବହୁତ ଖୁସି ରେ କଟିବ ।

Leave A Reply

Your email address will not be published.