ଦେଖନ୍ତୁ EXCLUSIVE :ଭିଡିଓ ଆଉ ଲୁଚିକି କରନା ,ମୋ ବୋହୂକୁ ପୁରା ନେଇଯା I ଶ୍ୱଶୁର ଧରିଥିଲା, ସକାଳୁ ସେହି ପ୍ରେମିକକୁ ବୋହୂ ସହ ବାହା କରେଇ ଦେଲା

ସୋସିଆଲ ମିଡ଼ିଆ ଏଭଳି ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଖୁବ ଲଜ୍ୟା ଅନୁଭବ କରିବେ | ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଭଲ କରି ଦେଖି ନିଅନ୍ତୁ ଯେଉଁଠି ଘରର ବୋହୁ ସହ ତା ପ୍ରେମିକ କୁ ବାହାଘର କରି ଗାଡ଼ିରେ ପୁରେଇ ଶାଶୁ ଘର ବିଦା କରୁଛି ତା ଶଶୁର | ହଁ ଏହି ସଜ ସଜ ଘଟିଥିବା ଗୋଟିଏ ଘଟଣା ଆପଣ ଙ୍କର ମଧ୍ୟ ଠିକ ମନେ ଥିବ ଯେଉଁଠି କି ରାତି ଅଧରେ ପ୍ରେମିକ ଘରେ ପଶି ଥିଲା ଆଉ ବୋହୁ ସହିତ ଶଶୁର ପ୍ରେମିକ କୁ ଧରି ନେଇ ଥିଲେ |


ଆଉ ଯାହା ପରେ ଯାହା ଘଟି ଥିଲା ତାହା ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଟି ଖୁବ ଭାଇରାଲ ହୋଇ ଥିଲା ଯାହାକୁ ଆପଣ ମାନେ ମଧ୍ୟ ନିହାତି ଭାବରେ ଦେଖି ଥିବେ | ଏହି ଭିଡ଼ିଓ ଟିରେ ଜଣା ପଡିଥିଲା କି ଏକ ଘରେ ବୋହୁ ସହିତ ଆଉ ଜଣେ ପୁଅ ଆସିକି ପ୍ରେମ କରୁଛି ଆଉ ସେତିକି ବେଳେ ଶାଶୁ ଶଶୁର ସମସ୍ତେ ଧରି ନେଇଛନ୍ତି |

ଆଉ ପ୍ରେମିକ କୁ ଶଶୁର ପଚାରୁଛି କି ତୁ ମୋ ବୋହୁ ସହିତ କେତେ ଥର କରିଛୁ କହ ଆଉ କେତେ ଟଙ୍କା ନେଇଛୁ କହ | ଆଉ ପ୍ରେମିକ କହୁଛନ୍ତି କି ସେ ମତେ 5 ହଜାର ଟଙ୍କା ଦେଇ ଥିଲା ଆଉ ପ୍ରେମିକ କହି ସାରିବା ପରେ ଶଶୁର ବୋହୁ କୁ ପଚାରୁଛି କି କାହିଁକି ତାକୁ 5 ହଜାର ଟଙ୍କା ଦେଇ ଥିଲୁ |


ତେବେ ଏହା ଥିଲା ସେଦିନର ଘଟଣା କିନ୍ତୁ ଆଜି ପୁଣି ଆଉ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉ ଥିବା ଭିଡ଼ିଓ ଟି କେବେକାର ତାହା ଆମେ କହି ପାରିବୁ ନାହିଁ କିନ୍ତୁ ଯେଉଁ ପୁଅ ସହ ବୋହୁ କୁ ଶଶୁର ଧରି ଥିଲା ସେହି ପ୍ରେମିକ ପୁଅ ସହ ନିଜ ବୋହୁ କୁ ବାହାଘର କରାଇ ଦେଇଛି |

 

ଏଠାରେ ଶାଶୁ ମା ବୋହୁ ର ହାତକୁ ନେଇ ସେହି ପ୍ରେମିକ ର କାନ୍ଧ ଉପରେ ଥୋଇ ଦେଉଛି | ଆଉ ତାପରେ ସକାଳୁ ସକାଳୁ ଝିଅ ବିଦା ହେଲା ଭଳି ବୋହୁ କୁ ବିଦା କରାଯାଉଛି | ଆଉ ବୋହୁ ବି ନାଲି ଶାଢ଼ୀ ପିନ୍ଧିଚି ଆଉ ଘରର କିଛି ଲୋକ ବୋହୁ କୁ ଟେକି ଟେକି ନେଇ କାର ରେ ବସାଇ ଦେଉଛନ୍ତି | ଏହି ଘଟଣା କୁ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି ଧନ୍ୟବାଦ ଶଶୁର ଏମିତି ଶଶୁର କୁ ଶତ ସଲାମ | ଯଦି କୌଣସି ବୋହୁ ଏମିତି କାମ କରୁଛି ତେବେ ତା ଶଶୁର ଏମିତି ହିଁ କରିବା ଦରକାର |

Leave A Reply

Your email address will not be published.