ସହିଦ ଯବାନ ଙ୍କ ଛାତିଥରା ଭିଡ଼ିଓ ଦେଖିଲେ ଆପଣ ବି କାନ୍ଦି ପକାଇବେ… 86 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ବେଳେବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ଲୋକେ ଦେଖିଲା ଏବଂ ଶୁଣିବା ମାତ୍ରେ ଦୁଃଖ ପ୍ରକାଶ କରିଥାନ୍ତି। ତେବେ ଆପଣମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ।

ତେବେ ମଣିଷ ଜୀବନରେ କେତେବେଳେ କଣ ଘଟିବାର ଥାଏ ,ତାହା କାହାକୁ ମଧ୍ୟ ଜଣା ନଥାଏ ଏବଂ ମଣିଷ ମଧ୍ୟ କେବେ ଚିନ୍ତା କରିନଥାଏ ଯେ ତା ସହ ମଧ୍ୟ ଏମିତି ଘଟିପାରେ ।ତେବେ ଏହି ଭିଡିଓ ରେ ଦେଖିବା ପାଇଁ ମିଳିଛି କି ଯବାନ ଜଣଙ୍କ ସହୀଦ ହେବା ପରେ ସେମାନଙ୍କ ପରିବାର ଲୋକଙ୍କ ମନ ଭିତରେ କଣ ବିତିଥାଏ ସେହି ବିଷୟରେ ଏହି ଭିଡ଼ିଓ ରେ ଗୀତ ମାଧ୍ୟମରେ କୁହାଯାଇଛି।

ତେବେ ଆପଣମାନେ ସମସ୍ତେ ଜାଣିଥିବେ ଯିଏ ଆମକୁ ବିଦେଶ ଶତ୍ରୁ ମାନଙ୍କ ପାଖରୁ ରକ୍ଷା କରିବା ପାଇଁ ସୀମାରେ ଦିନ ରାତି ଜଗି ବସିଥାନ୍ତି। ଆଉ ଆମେ ଶାନ୍ତିରେ ଶୋଇଥାଉ। ଯିଏ ବିନା ସ୍ବାର୍ଥ ରେ ସବୁବେଳେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥାଏ। ତେଣୁ ସମସ୍ତେ ପ୍ରତି ମୁହୂର୍ତ୍ତରେ ଯବାନ ମାନଙ୍କ ପ୍ରତି ସମ୍ମାନ ଜଣାଇବା ଉଚିତ୍। ଏବେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ସେଥିରେ ଜଣେ ଯବାନର କାହାଣୀ ବିଷୟରେ କୁହାଯାଇଛି।

ଏହି ଗୀତଟି ପଞ୍ଜାବୀ ଭାଷା ରେ ରିଲିଜ୍ ହୋଇଛି।ତାହା ସହିତ କୁହାଯାଉଛି କି ଏହି ଗୀତ ଟି ହେଉଛି ଯବାନ ମାନଙ୍କର ସହିଦ ହେବା ପରେ ଯବାନ ମାନଙ୍କର ମୃତ ଶରୀରକୁ ଦେଖିକି ତାହାର ବାପ ମା ଓ ସ୍ତ୍ରୀ ପିଲା ଛୁଆଁ ଙ୍କର ଦୁଃଖ ଭରା ମନର କଥା ବିଷୟରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ।

 

ଆଉ କେଉଁ ଭଳି ଭାବରେ ଛୋଟ ରୁ ବଡ଼ କରିଥାନ୍ତି ବାପ ମା କଷ୍ଟ ରେ ପୁଅ ର ସବୁ ଅଳି କୁ ସାହିକି ଆଉ ତାହା ପରେ ପୁଅ ଦେଶ ପାଇଁ କାମ କରିବାକୁ ଯିବା କଥା ଓ ପୁଅ ର ବାଟ କୁ ବାପା ଓ ମା ଚାହିଁକି ବସିବା କଥା ମଧ୍ୟ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ।

ଏହା ବ୍ୟତୀତ ଯବାନ ସ୍ୱାମୀ ଙ୍କୁ ଦେଶ ପାଇଁ ସହିତ ହେବା ରେ ସ୍ତ୍ରୀ ଙ୍କ ଉପରେ କେମିତି ବିତିଛି ଆଉ ସେ କେମିତି ସେ ସ୍ୱାମୀ ସହିତ ବିତାଇ ଥିବା ସମସ୍ତ କଥା କୁ ମନେ ପକାଇ କାନ୍ଦିବାକୁ ଲାଗିଛି ତାହା ଏହି ଦୁଃଖ ଭରା ଗୀତ ମାଧ୍ୟମରେ ପ୍ରକାଶ କରାଯାଇଛି । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

 

Leave A Reply

Your email address will not be published.