୨୬ ଜାନୁୟାରୀ ବଡ଼ ଗୁରୁବାର(ବସନ୍ତ ପଞ୍ଚମୀ) ଚୁପଚାପ୍ ୩ଟି ଜାଗାରେ ହଳଦୀ ରଖନ୍ତୁ,ମା ଲକ୍ଷ୍ମୀ ଧନର ବର୍ଷା କରିବେ Odia

ଆମ ଧର୍ମ ଶାସ୍ତ୍ର ରେ ଅନେକ ବାର ତିଥି ଗୁଡିକ ବିଷୟରେ କୁହାଯାଇଛି ଯେଉଁଦିନ କିଛି ଏମିତି କାମ କଲେ ଆପଣଙ୍କ ଜୀବନର ସବୁ ସମସ୍ୟା ର ଦୂର ହେଇଥାଏ ।ତେବେ ପ୍ରତିବର୍ଷ ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମାଆ ସରସ୍ୱତୀ ଙ୍କର ପୂଜା ହେଇଥାଏ ।ସରସ୍ୱତୀ ହେଉଛନ୍ତି ବିଦ୍ୟାର ଦେବୀ ଯାହାଙ୍କୁ ପ୍ରତ୍ୟେକ ବିଦ୍ୟର୍ଥୀ ଆରାଧନା କରିଥାନ୍ତି ।ତେବେ ଏହି ବର୍ଷ ଜାନୁଆରୀ 26 ତାରିଖ ଏହି ସରସ୍ୱତୀ ପୂଜା ପଡୁଥିବା ବେଳେ ଆପଣ ଏହି ଦିନ 1 ମୁଠି ହଳଦୀ ଗୁଣ୍ଡ ଏହି ସ୍ଥାନରେ ରଖଦିଅନ୍ତୁ ଯାହା କଲେ ଆପଣଙ୍କ ଭାଗ୍ୟ ପୁରା ବଦଳିଯିବ ।

ଆପଣ ଦୈନନ୍ଦିନ ଜୀବନରେ ହଳଦୀର ବ୍ୟବହାର ପ୍ରତ୍ୟେକ ଦିନ କରୁଥିବେ ନିଶ୍ଚିତ, ଏହି ହଳଦୀକୁ ଆପଣ ଯଦି ସଠିକ ଉପାୟରେ ବ୍ୟବହାର କରନ୍ତି ତେବେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବା ସହିତ ଜୀବନରେ ସର୍ବଦା ଉନ୍ନତି ପଥରେ ଅଗ୍ରସର କରିବେ | ଆମେ ଆଜି ଆପଣକୁ ହଳଦୀର ବ୍ୟବହାର ବିଷୟରେ କହିବି ଯାହାକି ଆପଣ କିପରି ବ୍ୟବହାର କଲେ ଆପଣଙ୍କ ଭାଗ୍ୟର ତାଲା ଖୋଲିଯିବ |ତେବେ ଆସନ୍ତୁ ଏହାର ସମ୍ପୂର୍ଣ କଥା ବିଷୟରେ ଜାଣିବା |

ଆପଣ ଏହି ଦିନ ଯଦି ପଚାଶ ଗ୍ରାମ ମୁଗ ଡାଲି, ପଚାଶ ଗ୍ରାମ ଚାଉଳ, ପଚାଶ ଗ୍ରାମ ନାଲି ଲଙ୍କା, ଶହେ ଗ୍ରାମ ସୋରିଷ ତେଲ, ଗୋଟିଏ ପକେଟ ହଳଦୀ ଗୁଣ୍ଡ ଓ ଗୋଟିଏ ପାଣି ବୋତଲ ଯଦି କୌଣସି ମହିଳା କିମ୍ବା ପୁରୁଷକୁ ଦାନ ଆକାରରେ ଦିଅନ୍ତି ତେବେ ଆପଣ ଭାଗ୍ୟ ଏମିତି ଖୁସି ଆସିବ ଯାହାକି ଆପଣ କଳ୍ପନା କରି ନଥିବେ |ଏହାଦ୍ଵାରା ଆପଣଙ୍କ ଅନେକ ଦିନରୁ କରିଥିବା ଆଶା ପୂରଣ ହେବା ସହିତ ଚାକିରୀ କ୍ଷେତ୍ରରେ ମଧ୍ୟ ଉଚ୍ଚ ପଦ ହାସଲ କରିବେ, ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବା କାରଣରୁ ଆପଣ କେବେ ଧନର ଅଭାବ ଅନୁଭବ କରିବେ ନାହିଁ |

2-ଆପଣ ହଳଦୀକୁ ଘରେ କେବେ ଲୁହା କିମ୍ବା ଷ୍ଟିଲ ପାତ୍ରରେ ରଖନ୍ତୁ ନାହିଁ, ଯଦି ଆପଣ ଏପରି କରନ୍ତି ତେବେ ଧୀରେ ଧୀରେ ଦରିଦ୍ର ହୋଇଯିବେ ତେବେ ଆପଣ ଏପରି ଭୁଲ କେବେ କରନ୍ତୁ ନାହିଁ |ଆପଣ ହଳଦୀକୁ ସର୍ବଦା କାଚ ବୋତଲ ଯଦି ରଖନ୍ତି ତେବେ ଏହା ଶୁଭ ହୋଇଥାଏ, ହଳଦୀକୁ ଆପଣ ଅନାବଶ୍ୟକ ମନେ କରି କେବେ ଫୁପାଡ଼ନ୍ତୁ ନାହିଁ |ଏହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧ କରିଥାନ୍ତି ତାଙ୍କର କୋପ କାରଣରୁ ଆପଣଙ୍କୁ ଗରିବର ସାମ୍ନା କରିବାକୁ ପଡିଥାଏ |

4-ପ୍ରତ୍ୟେକ ଦିନ ସକାଳ ଘର ପୁଛିବା ସମୟରେ ଯଦି ସେହି ପାଣିରେ ହଳଦୀ ମିଶାନ୍ତି ତେବେ ଆପଣ ଆପଣଙ୍କ ଘରୁ ନକାରାତ୍ମକ ଉର୍ଜାର ଲୋପ ପାଇଥାଏ |ଆପଣ ସୁଇବା ସମୟରେ ନିଜ ତକିଆ ତଳେ ଏକ କଳା କପଡ଼ାରେ ହଳଦୀକୁ ବାନ୍ଧି ରଖିଲେ ଆପଣକୁ ମଧ୍ୟ କୌଣସି ନକାରାତ୍ମକ ଶକ୍ତି ଛୁଇଁ ପରେ ନାହିଁ |

5- ଏହି ଗୁରୁବାର ଦିନ ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ହଳଦୀ ଦାନ କରନ୍ତି ତେବେ ମାତା ସରସ୍ଵତୀଙ୍କ କୃପା ପାଇବା ସହିତ ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ |ଜୀବନରେ ଆପଣକ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ, ପାରିବାରିକ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇବ

Leave A Reply

Your email address will not be published.