ଦେଖନ୍ତୁ Shocking ଭିଡ଼ିଓ- ଏମିତି ଭୟଙ୍କର ଦୃଶ୍ୟ ଆପଣ ଆଗରୁ କେବେ ଦେଖିନଥିବେ..?

ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର ।ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ମାନ ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବା ଭଳି ଲାଗିଥାଏ ।

ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେମିତି କିଛି କଥା ଦେଖିବାକୁ ମିଳିଛି ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ମାଡ଼ି ଆସୁଥିବା ବନ୍ୟା ପାଣି ଭିତରେ କେଉଁ ଭଳି ଭାବରେ ଫଟୋ ଉଠାଉଛନ୍ତି ଲୋକ ମାନେ ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ଆପଣ ମାନେ ଜାଣିଥିବେ କି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପଯ୍ୟୟ କାରଣ ରୁ ଆମର ଅନେକ ଧନ ଜୀବନ ନଷ୍ଟ ହୋଇଥାଏ ଅନେକ ସମୟରେ |ଏହା ବ୍ୟତୀତ କୁହାଯାଇଥାଏ କି ସେହି ବନ୍ୟା ବାତ୍ୟା ଯୋଗୁଁ ଖାଲି ମଣିଷ ନୁହଁ ପଶୁ ପକ୍ଷୀ ମାନଙ୍କର ଜୀବନ ମଧ୍ୟ ଅନେକ ସମୟରେ ବିପଦ ରେ ପଡିଥାଏ ।

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ନଦୀରେ ବନ୍ୟା ସମୟରେ ମାଡ଼ି ଆସୁଥିବା ଢ଼େଉ କୁ ଦେଖିବା ପାଇଁ ନଦୀ ପାଖରେ ଲୋକମାନଙ୍କ ଭିଡ଼ ଜମିଛି। ଆଉ ସେହି ଢେଉକୁ ସମସ୍ତେ ନିଜ ନିଜର ଫୋନରେ କିଏ ଫଟୋ ଉଠାଉଛନ୍ତି ତ ଆଉ କିଏ ସେଲଫି ନେବାକୁ ଲାଗିଛନ୍ତି।


ଆଉ ଯେତେବେଳେ ଜୋରରେ ଢେଉ ଟି ପାଖକୁ ମାଡ଼ି ଆସିଲା ସେତେବେଳେ ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ି ଆସିଥିଲା ଢେଉ। ଆଉ ଲୋକେ ଓଦା ହୋଇ ଯାଇଥିଲେ। ଆଉ ସେଠାରେ ଆଖପାଖରେ ଥିବା ଛୋଟ ଛୋଟ ଘର ଗୁଡ଼ିକ ମଧ୍ୟ ଓଦା ହୋଇ ଯାଉଛି। ଆଉ ଯାହା କୁହାଯାଉଛି କି ନଦୀରେ ଆସୁଥିବା ବନ୍ୟା ର ପ୍ରକୋପ ଏତେ ଅଧିକ ଥିଲା କି ଯିଏ କେହି ବି ସେହି ବନ୍ୟା ପାଣିର ସ୍ରୋତ ରେ ଭାସି ଯିବାର ସମ୍ଭାବନା ରହିଛି। ଆଉ ଯେଉଁ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.