ସରକାର ଙ୍କ ର ନୂଆ ନିୟମ – ଏଣିକି ମାତ୍ର ୫ ହଜାର ଟଙ୍କା ଜମାଜରି ପାଆନ୍ତୁ ୮ ଲକ୍ଷ ରୁ ଅଧିକ ଟଙ୍କା

ତେବେ ଆମ ଭାରତ ମୋଦି ସରକାର ଲୋକ ମାନଙ୍କ ମଙ୍ଗଳ ପାଇଁ ଅନେକ କିଛି ଯୋଜନା ନେଇ ଆସିଛନ୍ତି ଯାହା ଦ୍ୱାରା ଜନ ସାଧାରଣ ମାନେ ଅନେକ କିଛି ସୁବିଧା ର ଭାଗିଦାର ହୋଇ ପାରିଛନ୍ତି | ଆଗ କାଳରେ ଲୋକ ମାନେ ସରକାର ଙ୍କ ଦ୍ୱାରା କୌଣସି ଯୋଜନା ସମ୍ପର୍କ ରେ ଜାଣି ପାରୁ ନଥିଲେ ଯାହା ଦ୍ୱାରା ସେମାନଙ୍କୁ ଭୋକ ଉପାସ ରେ ରହିବାକୁ ପଡ଼ୁ ଥିଲା ଆଉ ଗରିବୀ ର ସାମ୍ନା କରିବା ପାଇଁ ପଡ଼ୁ ଥିଲା | କିନ୍ତୁ ଆଜିର ଟେକନୋଲୋଜି ଯୁଗରେ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଲୋକ ମାନେ ସରକାର ଙ୍କ ଦ୍ୱାରା ଯୋଜନା ସମ୍ପର୍କ ରେ ଅବଗତ ହୋଇ ପାରୁଛନ୍ତି |

 

ବୃଦ୍ଧ ମାନଙ୍କର ଭତା ଠାରୁ ଆରମ୍ଭ କରି ଜନ୍ମ ହେଲା ଶିଶୁ ଙ୍କ ପାଇଁ ସରକାର ଅନେକ ଯୋଜନା କରି ଆସିଛନ୍ତି, ଚାକିରିଆ ଏବଂ ଛାତ୍ର ଛାତ୍ରୀ ଙ୍କ ପାଠପଢା କ୍ଷେତ୍ରରେ ମଧ୍ୟ ଅନେକ ଯୋଜନା ରହିଛି | ତେବେ ପ୍ରାୟ ସମୟରେ କିଛି ନା କିଛି ଯୋଜନା ଆସି ପହଞ୍ଚି ଥାଏ ଆଉ ଏବେ ସରକାର ମୋଦି ଙ୍କ ଦ୍ୱାରା ନୂଆ ଏକ ଯୋଜନା ଘୋଷଣା ହୋଇଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଖୁବ ଖୁସି ଅନୁଭବ କରିବେ | ଯାହାକି ଏବେ ଆପଣ ମାନେ ପୋଷ୍ଟ ଅଫିସର ଆକାଉଣ୍ଟ ରେ ମାତ୍ର 5 ହଜାର ଟଙ୍କା ରଖି 8 ଲକ୍ଷରୁ ଅଧିକ ଟଙ୍କା ପାଇ ପାରିବେ, ତେବେ ଆସନ୍ତୁ ଏହି ଯୋଜନା ସମ୍ପର୍କ ରେ ଆଲୋଚନା କରିବା |


ତେବେ ଭାରତ ସରକାର ଙ୍କ ର ଏହି ନୂଆ ପୋଷ୍ଟ ଅଫିସ ଯୋଜନା ରେ ଆପଣ ମାନେ ସମସ୍ତେ ଭାଗିଦାରୀ ହୋଇ ପାରିବେ | ଯାହାକି ମାତ୍ର 5 ହଜାର ଟଙ୍କା ଜମା କରି ଆପଣ ୮ ଲକ୍ଷ ରୁ ଅଧିକ ଟଙ୍କା ପାଇ ପାରିବେ | ତେବେ ସୂଚନା ଅନୁସାରେ ଗରିବ କଲ୍ୟାଣ ଯୋଜନା ର ଅନ୍ତର୍ଭୂକ୍ତ ହେଉଛି ଏହି ନୂଆ ଯୋଜନା ଏବଂ ଏହି ଯୋଜନା ରେ ଯେଉଁ ବ୍ୟକ୍ତି ମାନ ଙ୍କ ର ପୋଷ୍ଟ ଅଫିସ ରେ ଆକାଉଣ୍ଟ ଖାତା ରହିଛି ସେଥିରେ ଆପଣ ମାନେ ମାସିକ କିମ୍ବା ଏକା ସଙ୍ଗ ରେ ୫ ହଜାର ଟଙ୍କା ର ଜମା କରି ପାରିବେ |

 

ଏହି ନିୟମ ଅନୁସାରେ ଯେତେବେଳେ ଆପଣ ମାନେ ଟଙ୍କା ଜମା କରିନେବେ ଏହାର ପରେ ନିର୍ଦ୍ଦିଷ୍ଟ ସମୟ ରେ ଆପଣ ଙ୍କୁ ଏହାର ସୁଧ ଓ ମୂଳ ମିଶି ପ୍ରାୟ ୮ ଲକ୍ଷ ରୁ ଅଧିକ ଟଙ୍କା ପାଇ ପାରିବେ | ସରକାର ଙ୍କର ଏହି ଯୋଜନା ଖୁବ ଶୀଘ୍ର ଲାଘୁ ହେବା ପାଇଁ ଯାଉଛି ଯାହାର ଫାଇଦା ଆପଣ ନିଶ୍ଚୟ ଭାବରେ ଉଠାଇ ପାରିବେ |

Leave A Reply

Your email address will not be published.