ଛିଃ…ଛିଃ…ଲଜ୍ୟା ! ରାସ୍ତା ମଝିରେ ପ୍ରେମିକ ପ୍ରେମିକାଙ୍କ ରୋମାନ୍ସ …ଦେଖନ୍ତୁ viral ଭିଡ଼ିଓ ଟିକୁ….

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।

କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ । ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।


ତେବେ ବର୍ତ୍ତମାନ ସମୟରେ ପ୍ରେମ ଏମିତିକା ଗୋଟିଏ ଜିନିଷ ହୋଇ ଗଲାଣି ଯାହାକି କରିବା ଆଗରୁ ସେମାନେ ଆଗ ପଛ କିଛି ବିଚାର କରୁ ନାହାନ୍ତି। ଆଉ ପରେ ପସ୍ତେଇବାକୁ ପଡ଼ୁଛି। ସମାଜରେ ଯୁବକ ଯୁବତୀ ମାନେ ପ୍ରେମ କରିବା ଏକ ସାଧାରଣ କଥା ପାଲଟି ଯାଇଛି। ହେଲେ ଏଠାରେ ଏମିତି ପ୍ରେମରେ ହଜି ଯାଇଛି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପ୍ରେମ ପାଇଁ ସେମାନେ ନିଜ କିମ୍ବା ନିଜ ପରିବାରର ମାନ ସମ୍ମାନ କୁ ବି ଦେଖୁ ନାହାନ୍ତି। ଏହି ପ୍ରେମ ପାଇଁ ଯୁବପିଢି ମାନେ ସମାଜକୁ କଳୁଷିତ ଓ କଳଙ୍କିତ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି।

ତେବେ ସେହିପରି ଏକ ପ୍ରେମୀଯୁଗଳ ଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ରାସ୍ତା ଉପରେ ପ୍ରେମିକ ଆଉ ପ୍ରେମିକ ଜଣଙ୍କ କରିବାକୁ ଲାଗିଛନ୍ତି ରୋମାନ୍ସ ଆଉ ତାହା ପୁଣି ସ୍କୁଟି ଉପରେ ।

ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଯାହା ଦେଖିବାକୁ ମିଳିଥିଲା କି ପ୍ରେମିକ ଜଣଙ୍କ ସ୍କୁଟି ଚଳାଉଥିଲେ ଆଉ ଯୁବକ ଙ୍କ ଆଗରେ ପଛ ପଟକୁ ମୁହଁ କରିକି ବସିଥିଲେ ପ୍ରେମିକା ଜଣଙ୍କ । ଆଉ ରାସ୍ତା ଉପରେ କିସ ଆଉ ରୋମାନ୍ସ ମଧ୍ୟ କରିବାକୁ ଲାଗୁଛନ୍ତି ବୋଲି କୁହାଯାଉଛି ।ଆଉ ଏହି ଭିଡ଼ିଓ ଟି ଲକ୍ଷନୌ ର ହରିରଙ୍ଗ ଗଞ୍ଜ ଅଞ୍ଚଳର ବୋଲି କୁହାଯାଉଛି ।

 

ଆଉ ଯାହା ଭାଇରାଲ ହେବା ପରେ ପୋଲିସ ପ୍ରେମିକ ଜଣଙ୍କୁ ଗିରଫ କରିଛି ଆଉ ପ୍ରେମିକା ଜଣଙ୍କ ନାବାଳିକା ବୋଲି ଜଣା ପଡିଛି । ଆଉ ଏହି ଭଳି ଭିଡ଼ିଓ କୁ ଲୋକ ମାନେ ଦେଖିବା ପରେ ନିନ୍ଦା କରିଛନ୍ତି ଆଜି କାଲି ର ଯୁବ ପିଢ଼ି ମାନଙ୍କୁ । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ।

Leave A Reply

Your email address will not be published.