ଏହି ମହିଳା IAS ଅଫିସର SRUSHTI JAYANT ଙ୍କ ପାୱାର ଦେଖିଲେ ଆପଣ ବି ଗର୍ବ ଅନୁଭବ କରିବେ… ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ…

ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ବେଳେବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ ବୋଲି କୁହାଯାଉଛି। ତେବେ ଆପଣମାନେ ଶୁଣିଥିବେ ବା ଜାଣିଥିବେ ଆଇଏଏସ୍ ସୃଷ୍ଟି ଦେଶମୁଖ ଙ୍କ ବିଷୟରେ।

ଯିଏକି ବହୁତ ସମୟରେ ଲୋକଙ୍କର ସାହାଯ୍ୟ କରି ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଆଉ ଯାହାର ଭିଡିଓ ସବୁବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ସେଠାରେ ଦେଖିବା ପାଇଁ ମିଳିଛି କି ସୃଷ୍ଟି ଦେଶମୁଖଙ୍କ ପାୱାର ଏହି ଭିଡିଓ ରେ ଦେଖିବା ପାଇଁ ମିଳିଛି।


ଆପଣ ମାନେ ଜାଣିଥିବେ କି ପ୍ରତ୍ୟେକ ମଣିଷ ପାଖରେ କିଛି ନା କିଛି ଶିଖିବାର ଗୁଣ ରହିଛି । ଆଉ ବ୍ୟକ୍ତି ର ଯୋଗ୍ୟତା ହି ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ସେହି ଭଳି କିଛି କଥା ଦେଖିବାକୁ ମିଳିଛି । ଆଉ ମଣିଷ ର ପଦବୀ ତାହାର ଯୋଗ୍ୟତା କୁ ଦେଖିକି ଦିଆ ଯାଇଥାଏ ବୋଲି କୁହାଯାଉଛି ।ସେହିଭଳି କ୍ଷମତା ନ ରହିଲେ ସେ ମଧ୍ୟ ପଦବୀ ପାଇବାକୁ ଯୋଗ୍ୟ ହୋଇ ନ ଥାଏ ବୋଲି କୁହାଯାଉଛି।


ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଦେଖିବାକୁ ମିଳିଛି IAS ଅଫିସର ସୃଷ୍ଟି ଦେଶମୁଖ ଙ୍କର ପାୱାର ଦେଖା ଯାଇଛି ।ଆଉ ଦେଖା ଯାଇଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ,କେଉଁ ଭଳି ଭାବରେ ସୃଷ୍ଟି CRPF ଯବାନ ମାନଙ୍କୁ ସଂମ୍ମାନ ଦେଉଛନ୍ତି । ଆଉ ସେମାନଙ୍କୁ ସେମାନଙ୍କର କାମ ପାଇଁ ଧନ୍ୟବାଦ ଜଣାଇବା ସହିତ ସେମାନଙ୍କ ର ପ୍ରସଂଶା ମଧ୍ୟ କରୁଛନ୍ତି । ଆଉ ସେପରେ ସର୍ପଫ ର ଯବାନ ମାନେ ମଧ୍ୟ ତାଙ୍କୁ ସଂମ୍ମାନ ଜଣାଇବା ସହିତ ସାଲୁଟ କରିଛନ୍ତି ଆଉ ଯାହାକୁ ଦେଖି ଜାଣି ହେଉଛି କି ସୃଷ୍ଟି ଦେଶମୁଖ ଙ୍କର ପାୱାର କେତେ ରହିଛି ।

 

ତାହା ସହିତ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ସୃଷ୍ଟି ଦେଶମୁଖ ଗରିବ ଲୋକ ମାନଙ୍କ ସହିତ ମିଶିଥାନ୍ତି, ଆଉ ସେମାନଙ୍କର ସୁଖରେ ଦୁଃଖରେ ସବୁ କଥା କୁ ବୁଝି ସେମାନଙ୍କର ସାହାଯ୍ୟ ପାଇଁ କାମ କରିଥାନ୍ତି । ଖାଲି ସେତିକି ନୁହଁ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ମଧ୍ୟ ସ୍କୁଲ କୁ ଯାଇ ପିଲାମାନଙ୍କ ସହିତ ମିଶି ସେମାନଙ୍କର କଥା ବୁଝିଥାନ୍ତି । ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ସୃଷ୍ଟି ଦେଶମୁଖ ଙ୍କର ପାୱାର ଦେଖିବାକୁ ମିଳିଛି ବୋଲି କୁହାଯାଉଛି, ଯାହା ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି ।

Leave A Reply

Your email address will not be published.