ବାପାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୁଅ ! ମୋ ବାପା ସ୍ତ୍ରୀ ସହ ରାତିରେ ଶୋଉଛି…ଦେଖନ୍ତୁ video ଭିଡିଓ…

ଆଜିକାଲି ର ସମାଜ ଏତେ ମାତ୍ରା ରେ କଳୁଷିତ ହେବାକୁ ଲାଗିଲାଣି ଯେ ଯାହାକୁ ବର୍ଣ୍ଣନା ମଧ୍ୟ କରି ହେବ ନାହିଁ | କାରଣ ଆଜିକାଲି କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁ ମାନେ ନିଜ ସ୍ୱାମୀ ପାଇଁ କିଛି ବି କରିବାକୁ ପଛାଉ ନାହାଁନ୍ତି ଯାହାକୁ ଶୁଣିଲେ ଆପଣ ଖୁବ ନିନ୍ଦା ଅନୁଭବ କରିବେ | ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ କିଛି ବ୍ୟକ୍ତି ଏଭଳି ପାଗଳ ହୋଇ ଯାଉଛନ୍ତି ଯାହାକି ସେମାନେ କୌଣସି ପାରିବାରିକ ସମ୍ପର୍କ ମଧ୍ୟ ଦେଖୁ ନାହାଁନ୍ତି |

ତେବେ ସେଭଳି ଏକ ଲଜ୍ୟା ଜନକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହେବା ସହିତ ଏଭଳି ଲୋକ ଙ୍କ ପାଇଁ ନିନ୍ଦା କରିବେ | ଆପଣ ତ ଜାଣିଛନ୍ତି ଶଶୁର ଓ ବୋହୁ ର ସମ୍ପର୍କ କେତେ ପବିତ୍ର ଆଉ କେତେ ସ୍ନେହ ର ହୋଇ ଥାଏ ଯାହାକି ଝିଅ ଟିଏ ବିବାହ କରିବା ପରେ ସେ ବାପା ବଦଳ ରେ ଶଶୁର କୁ ନିଜ ବାପା ର ଭୂମିକା ରେ ରଖି ଥାଏ | କିନ୍ତୁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ବୋହୁ ଓ ଶଶୁର ଅର୍ଥାତ ବାପ ଝିଅର ସମ୍ପର୍କ କୁ କଳଙ୍କିତ କରି ଦେବେ | ତେବେ ଆସନ୍ତୁ ପୁରା ଘଟଣା ଟି ଉପରେ ନଜର ପକାଇବା |

 

ଏଠାରେ ପୁଅ ନିଜ ବାପା ଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ନେଇ ଆସିଛନ୍ତି ଯାହାକି ତାଙ୍କ ଅଭିଯୋଗ ହେଉଛି ତାଙ୍କ ବାପା ତାଙ୍କ ସ୍ତ୍ରୀ ସହିତ ଖରାପ ସମ୍ପର୍କ ରେ ଲୀନ ଅଛନ୍ତି | ତେବେ ସ୍ୱାମୀ ସୁକାନ୍ତ ଘରେ ରୁହନ୍ତି ନାହିଁ ସେ ମୁମ୍ବାଇ ରେ କାମ କରନ୍ତି, ଯାହାକି ସେ ଯେତେବେଳେ ନିଜ ସ୍ତ୍ରୀ ଙ୍କ ସହିତ ଫୋନରେ କଥା ହୋଇ ଥିଲେ ସେତେବେଳେ ଫୋନ କାଟିବେ କହିକି ତାଙ୍କ ସ୍ତ୍ରୀ ଫୋନ କାଟିବା ପାଇଁ ଭୁଲି ଯାଇ ଥିଲେ ଆଉ ସ୍ୱାମୀ ମଧ୍ୟ ଫୋନ କାଟି ନଥିଲେ | ଆଉ ସ୍ୱାମୀ ଙ୍କର ଫୋନ ରେ ଅଟୋ ରେକର୍ଡ ଅନ ହୋଇ ରହିଥିଲା |

ଆଉ ଯେତେବେଳେ ସୁକାନ୍ତ ଏହି ରେକର୍ଡିଂ ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା, ଆଖିରୁ ଧାର ଧାର ଲୁହ ଝରିବାକୁ ଲାଗିଲା | କଲ୍ ରେକର୍ଡିଂ ରୁ ସୁକାନ୍ତ ଶୁଣିବା ପାଇଁ ପାଇଥିଲେ କି ତାଙ୍କ ବାପା ସୁକାନ୍ତ ଙ୍କ ସ୍ତ୍ରୀ ସହିତ ଶାରିରୀକ ସମ୍ପର୍କ ଅନୈତିକ ସମ୍ପର୍କ ରହିଛି | ଆଉ ଏହା ପରେ ସୁକାନ୍ତ ଘରକୁ ଫେରି ସ୍ତ୍ରୀ କୁ ମାଡ ମାରି ଗାଳି ଗୁଲଜ କରି ତାଗିଦ୍ ମଧ୍ୟ କରି ଥିଲେ ଆଉ ଏହା ପରେ ଘଟଣା ଟି ଯାଇ ପୋଲିସ୍ ଷ୍ଟେସନ ରେ ପହଁଚି ଥିଲା | ତେବେ ଲୋକ ଲଜ୍ୟା ଭୟରେ ପ୍ରଥମେ ସୁକାନ୍ତ କାହାକୁ କିଛି ଜଣାଇ ନଥିଲେ ହେଲେ ଓଲଟା ତାଙ୍କ ଘର ଲୋକ କହି ଥିଲେ କି ସୁକାନ୍ତ ହେଉଛି ଅର୍ଦ୍ଧ ପାଗଳ ଫଳରେ ବାଧ୍ୟ ହୋଇ ସେ ଥାନାରେ ଅଭିଯୋଗ ନେଇ ଆସିଛନ୍ତି |

Leave A Reply

Your email address will not be published.