ଦେଖନ୍ତୁ EXCLUSIVE :ଭିଡିଓ- ଏହି ଦୁଇ କୁନି ବାଳକ ପୁରୀ ରେ ହଜିଯାଇଛନ୍ତି …ବାପା ମା ଛାଡି କୁଆଡେ ଫେରାର…ଶୁଣନ୍ତୁ ଏହି କୁନି ପୁଅର ମୁହଁରୁ କଣ କହୁଛନ୍ତି ?

ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ର ସମୟ ରେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁଛନ୍ତି। ସେଥି ପାଇଁ ତ ବ୍ୟସ୍ତ ବହୁଳ ଜୀବନରୁ ଯଦି କିଏ ଟିକିଏ ସମୟ ପାଉଛି ସେ ସୋସିଆଲ ମିଡିଆରେ ହିଁ ବ୍ୟସ୍ତ ହୋଇ ଯାଉଛି।

ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ଯାହା ଦେଖିଲେ ଆମକୁ ଖୁବ୍ ପସନ୍ଦ ଆସିଥାଏ ଏଭଳି ଭିଡିଓ ବେଳେ ବେଳେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳି ଥାଏ ଯାହା ଦେଖିଲେ ଆମକୁ ଏକ ଭିନ୍ନ ଧରଣର ଖୁସି ମିଳି ଥାଏ। ସୋସିଆଲ ମିଡିଆରେ ଆମେ ବିଭିନ୍ନ ପ୍ରକାର ଭିଡିଓ ବାବଦରେ ଅବଗତ ହୋଇ ପାରୁଛୁ। ଯାହା ଆମକୁ ମନୋରଞ୍ଜନ ମଧ୍ୟ ପ୍ରଦାନ କରୁଛି।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି ଆଉ ଲୋକେ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି।

କିନ୍ତୁ ବର୍ତ୍ତମାନ ମିଡ଼ିଆ ମାଧ୍ୟମରେ ଯେଉଁ ଭିଡିଓ ଟି ସାମ୍ନାକୁ ଆସିଛି ଯାହାକୁ ଆପଣ ଥରେ ଦେଖିଲେ ବା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣମାନେ ଯଦି କୁଆଡ଼େ ବୁଲିବା ପାଇଁ ଯାଇଥିବେ ଆଉ ଅସାବଧାନତା ଯୋଗୁଁ ଆପଣ କିମ୍ବା ଆପଣଙ୍କ ପିଲା ଛୁଆ ହଜି ଯାଇଥାନ୍ତି। ଆଉ ତାଙ୍କୁ ଖୋଜିବାରେ ବ୍ୟସ୍ତ ହୋଇ ପଡ଼ନ୍ତି। ତେବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି, ଆଉ ତାହା ହେଉଛି ପୁରୀ ରେ ବୁଲୁଥିବା ସମୟରେ ଦୁଇ ଯାଆଁଳା ଭାଇଙ୍କୁ ପୋଲିସ୍ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଥିଲା।

ତେବେ ପ୍ରକୃତ ଘଟଣାଟି ହେଉଛି ସେ ଦୁଇ ଯାଆଁଳା ଭାଇ ଙ୍କର ବୟସ ପାଖାପାଖି ୫ ବର୍ଷ ହେବ। ସୂଚନା ଅନୁସାରେ ସେ ଦୁହେଁ ତାଙ୍କ ମା ଆଉ ଅପାଙ୍କ ସହିତ ଆସିଛି ବୋଲି ସେ ଛୋଟ ପିଲାଟି କହିଲା। କିନ୍ତୁ ଯେଉଁ ଲୋକଟି ତାଙ୍କୁ ଉଦ୍ଧାର କରିଥିଲେ, ତାଙ୍କ କହିବା ଅନୁସାରେ ସେ ପିଲାର ଘର କଟକର ନୂଆପଡ଼ା ର। ସେ ବ୍ୟକ୍ତି ଜଣକ ଯେତେବେଳେ ଗୁମୁତ ରୁ ବାହାରିଲେ ସେ ଜଣେ ଭାଇଙ୍କୁ ଦେଖିଥିଲେ।

ଆଉ ପୋଲିସ କଣ୍ଟ୍ରୋଲ ରୁମ କୁ ନେଇଯାଇଥିଲେ ।ଅନ୍ୟ ଭାଇ ଜଣଙ୍କୁ ଆଉ ଜଣେ ବ୍ୟକ୍ତି ଆଣିଥିଲେ। ତାପରେ ଜଣା ପଡ଼ିଥିଲା କି ଦୁହେଁ ଯାଆଁଳା ଭାଇ ବୋଲି। ଆଉ ଏହି ଦୁଇ ଭାଇଙ୍କୁ ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜାରି ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.