ମୋତେ ବାହା ହେବୁନାହିଁ ? ମୋ ପେଟରେ ଯେଉଁ କିଳା ଦେଇଛୁ…. ଏ ନେଇ କଣ କହୁଛନ୍ତି ଏହି ଅଭିନେତ୍ରୀ, ଦେଖନ୍ତୁ Video

ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି। ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ମାଧ୍ୟମ ରେ ଅନେକ ପ୍ରକାରର ସାମାଜିକ ଶିକ୍ଷା ମଧ୍ୟ ଆମ କୁ ମିଳିଥାଏ।ତେବେ ଯାତ୍ରା ର ସମସ୍ତ ସିନ ଗୁଡ଼ିକ କୁ ଆମକୁ ସତ ପରି ଲାଗିଥାଏ କାରଣ ଏମାନେ ବାସ୍ତବିକ ଭଳି ଅଭିନୟ କରିଥାନ୍ତି।


ତେବେ ଏହି ଯାତ୍ରା ର ଅଭିନୟ ଦେଖି ଦର୍ଶକ ମାନେ ଉପଭୋଗ କରିବା ସହ ତାଙ୍କର ଅଭିନୟ ଉପରେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଯାତ୍ରା ଜଗତର ଜଣେ ପରିଚିତ ଚେହେରା ,ଜଣେ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବା।

ଯିଏକି ତାଙ୍କ ଅଭିନୟ ର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ସେହିପରି ଜଣେ ଯାତ୍ରା ଅଭିନେତ୍ରୀ ହେଉଛନ୍ତି ମାମା। ଏକ ଗଣମାଧ୍ୟମକୁ ଏବେ ସେ ଦେଇଥିବା ଏକ ସାକ୍ଷାତକାର ର ଭିଡିଓ ସାମ୍ନାକୁ ଆସିଛି।ଏହି ଭିଡିଓରେ ଆପଣ ତାଙ୍କ ବିଷୟରେ ଅନେକ କଥା ଜାଣି ପାରିବେ।

ତାଙ୍କର ଘର ବାଲେଶ୍ଵର ଜିଲ୍ଲାରେ।ସେ କିପରି ଯାତ୍ରା ପାର୍ଟିକୁ ଆସିଲେ ଏବଂ ତାଙ୍କର ଯାତ୍ରା କେରିଆର କିପରି ଚାଲିଛି ଏହାଛଡା ତାଙ୍କର ବୈବାହିକ ଜୀବନ ବିଷୟରେ ସେ କିଛି କଥା କହିଛନ୍ତି।ସେ ଜଣେ ହାସ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରନ୍ତି।ସେ ପ୍ରଥମେ ଧଉଳି ଗଣନାଟ୍ୟ ରେ ଅଭିନୟ କରିବା ପରେ ଅନ୍ଯ ଯାତ୍ରା ପାର୍ଟି ବଦଳାଇ ଥିଲେ ବୋଲି କହିଛନ୍ତି।ସେ ପ୍ରେମ ବିବାହ କରିଛନ୍ତି ଏବଂ ତାଂକ ଦିଦିଙ୍କ ମାଧ୍ୟମରେ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା।

ତାଙ୍କ ସ୍ବାମୀ ସ୍ଵର୍ଣ୍ଣ ମନ୍ଦିର ରେ ସିଙ୍ଗର ଅଟନ୍ତି। ଯାତ୍ରା ଜୀବନରେ ସେ ବେଶ୍ ଖୁସିରେ ଅଛନ୍ତି।ସେ ପାର୍ଶ୍ଵ ନାୟିକା ଭାବରେ ମଧ୍ୟ ଯାତ୍ରା ନାଟକରେ କାମ କରିଥିବା କହିଛନ୍ତି। ସବୁ ଅଭିନୟକୁ ସେ ନିଖୁଣ ଭାବରେ କରିବାକୁ ଚେଷ୍ଟା କରନ୍ତି। ତେବେ ଅଭିନେତ୍ରୀ ମାମା ତାଙ୍କର ଏକ ଡାଏଲଗ୍ କୁ ଏଠାରେ ଏହି ସାକ୍ଷାତକାର ରେ ଏକ ଭିନ୍ନ ଢ଼ଙ୍ଗରେ କହୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.