ଯାତ୍ରା ଷ୍ଟେଜ ଉପରେ ଏମିତି SCENE ଦେଖି ସହି ପାରିଲେନି ଦର୍ଶକ, ଆଉ ତା’ ପରେ କଣ ହେଲା… ଦେଖନ୍ତୁ VIDEO 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ଆଜି ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ଜଗତରେ ଭାଇରାଲ ହେଉଥିବା ଏକ ଜବରଦସ୍ତ ଯାତ୍ରା ନାଟକ କୁ ନେଇକି କିଛି ଭିଡ଼ିଓ ।
ଆଉ ଯେଉଁ ଭିଡ଼ିଓ ରେ ଯାତ୍ରା କଳାକାର ମାନେ ସୁନ୍ଦର ଭାବ ରେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରିଛନ୍ତି ।ଏକ ସୁନ୍ଦର ଇମୋସନାଲ ସିନ ଟି ବର୍ତ୍ତମାନ ଯାତ୍ରା ଜଗତରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଆଜି କାଲି ବିଶେଷ କରିକି ଦେଖିବାକୁ ମିଳୁଛି କି ଯୁବପିଢ଼ି ମାନେ ଯାତ୍ରା ପ୍ରତି ବିଶେଷ ଭାବରେ ଆକୃଷ୍ଟ ହେଉଛନ୍ତି ।ଆଉ ଆପଣ ମାନେ ଅନେକ ସମୟରେ ଅନେକ ଯାତ୍ରା ସିନ ଭିଡ଼ିଓ ଦେଖି ବେଶ ଖୁସି ହେଉଥିବା ର ମଧ୍ୟ ନଜର ଅସୁରହିବେ ।
ତେବେ ସେହି ଭିଡ଼ିଓ ଗୁଡିକ ମଧ୍ୟରେ କେତେକ ଆମକୁ ହସେଇ ଥାଏ ଓ ମନକୁ ଖୁସି କରେଇ ଦେଇଥାଏ ଓ ଆଉ କେତେବେଳେ ଏଭଳି କିଛି ସିନ ଭାଇରାଲ ହେଇଥାଏ ଯାହା ଆମକୁ ଦୁଃଖିତ କରେଇ ଦେଇଥାଏ । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଯାତ୍ରା ଜଗତର ଏକ ଦମଦାର ଇମୋସନାଲ ସିନ ।
ତେବେ ଅପେରା ସାଇ ଦୁର୍ଗା ର ଏକ ସୁପୋରହିଟ ନାଟକ ,ଭୁଲ ତୋର ନା ଭୁଲ ମୋର ର ଏକ ଯାତ୍ରା ସିନ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି ।ଆଉ ଯେଉଁଥିରେ ଦେଖିବାକୁ ମିଳିଛି ଯାତ୍ରା ଜଗତରେ ମା ଭୂମିକା ରେ ଅଭିନୟ କରୁଥିବା ମହିଳା ଜଣଙ୍କ କେଉଁ ଭଳି ଭାବରେ ସୁନ୍ଦର ଅଭିନୟ ର ଝଲକ ଦେଖାଇବାକୁ ଲାଗିଛନ୍ତି ଯାତ୍ରା ମଞ୍ଚରେ ।
ଆଉ ଏମିତି ଇମୋସନାଲ ଭାବରେ ଅଭିନୟ କରିବାକୁ ଲାଗିଛନ୍ତି ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ କାନ୍ଦି ପକେଇବେ ବୋଲି କୁହାଯାଉଛି ।ତେବେ କୁହାଯାଏ କି ଅଭିନୟ ରେ ଏଭଳି କିଛି ଯାଦୁ ରହିଥାଏ ଯାହା ମଣିଷ ର ମନ କୁ କିଣି ନେଇଥାଏ।
ତେବେ ଯାତ୍ରା ର ମହାମଞ୍ଚ ରେ ଠିକ ସେହି ଭଳି ଏକ ଦମଦାର ନାଟକ କି ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁଠି ଯାତ୍ରା କଳାକାର ଜଣଙ୍କ ସୁନ୍ଦର ଭାବରେ ତାଙ୍କର ଅଭିନୟ ର ଯାଦୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି ।ତାହା ସହିତ ଏହି ଯାତ୍ରା ର ଅଭିନୟ ରେ ଯାତ୍ରା କଳାକାର ମାନେ ମଜି ଯିବା କଥା ଦେଖିବାକୁ ମିଳିଛି ।ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।