Avoca Lake Surfing ଏମିତି ଦୃଶ୍ୟ ଜୀବନରେ କେବେ ବି ଦେଖି ନଥିବେ… ଦେଖନ୍ତୁ Shocking ଭିଡ଼ିଓ

ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ର ସମୟ ରେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁଛନ୍ତି। ସେଥି ପାଇଁ ତ ବ୍ୟସ୍ତ ବହୁଳ ଜୀବନରୁ ଯଦି କିଏ ଟିକିଏ ସମୟ ପାଉଛି ସେ ସୋସିଆଲ ମିଡିଆରେ ହିଁ ବ୍ୟସ୍ତ ହୋଇ ଯାଉଛି।


ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ଯାହା ଦେଖିଲେ ଆମକୁ ଖୁବ୍ ପସନ୍ଦ ଆସିଥାଏ ଏଭଳି ଭିଡିଓ ବେଳେ ବେଳେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳି ଥାଏ ଯାହା ଦେଖିଲେ ଆମକୁ ଏକ ଭିନ୍ନ ଧରଣର ଖୁସି ମିଳି ଥାଏ। ସୋସିଆଲ ମିଡିଆରେ ଆମେ ବିଭିନ୍ନ ପ୍ରକାର ଭିଡିଓ ବାବଦରେ ଅବଗତ ହୋଇ ପାରୁଛୁ।

ଯାହା ଆମକୁ ମନୋରଞ୍ଜନ ମଧ୍ୟ ପ୍ରଦାନ କରୁଛି।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି ଆଉ ଲୋକେ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି। ଆଉ କେତେ ବେଳେ ଏହି ସବୁ ଜିନିଷକୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେ ବେଳେ ଏହି ଲୋକ ମାନେ ଜାଣି ଶୁଣି ଖରାପ୍ ରେ ନେଉଛନ୍ତି।


ତେବେ ନିକଟରେ ଏମିତି ଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବି ଶୀତେଇ ଯିବେ ।ପାଣି ଭିତରେ କିଛି ଲୋକ ଏମିତି ଖେଳ ଖେଳୁଛନ୍ତି ତାହା ସମସ୍ତଙ୍କ ଜୋସ ଉଡାଇବାର କାମ କରୁଛି ।ତେବେ ପାଣିର ସ୍ରୋତ ସହିତ ତାଳ ଦେବା ବହୁତ ମୁସ୍କିଲ ଅଟେ କିନ୍ତୁ ଏହି ବ୍ୟକ୍ତିମାନେ ଯାହା କରୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ସୂଚନା ଅନୁଯାୟୀ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆ ର ଆଭୋକା ଲେକ ସର୍ଫିଂ ର ।ତେବେ ସେହି ଲେକ କୁ ବହୁତ ଲୋକ ସର୍ଫିଂ କରିବାକୁ ଆସିଥାନ୍ତି ।ତେବେ ସର୍ଫିଂ ଏକ ପ୍ରକାରର ଖେଳ କହିଲେ ଅତୃପ୍ତି ହେବ ନାହିଁ ହେଲେ ଏଥିରେ ଆପଣଂକୁ ଅଗଭୀର ସମୁଦ୍ର ଉପରେ ଥିବା ଢେଉ ସହ ତାଳ ଦେବାକୁ ପଡିଥାଏ ।ଆଉ ଏଥିରେ ଆପଣ ଟିକିଏ ଭୁଲ ହେଲେ ଜୀବନ ବଞ୍ଚାଇବା ଖୁବ କଷ୍ଟ ହେଇଥାଏ ।

ତେବେ ଅଷ୍ଟ୍ରେଲିଆ ର ଆଭୋକା ଲେକ ସର୍ଫିଂ ରେ ବହୁତ ଲୋକ ଖୁବ ମଜା ନେଉଛନ୍ତି। ତେବେ ସେହି ଭିତରେ ବହୁତ ଜୋରରେ ଢେଉ ଆସୁଛି ବେଳେ ବେଳେ ବ୍ୟକ୍ତି ଦେଖା ବି ଯାଉ ନାହାନ୍ତି ।କିନ୍ତୁ ବ୍ୟକ୍ତି ମାନେ ନିଜର ବ୍ୟାଲେନ୍ସ ବଜାଇ ରଖୁଛନ୍ତି ।ତେଣୁ ସେମାନେ ପାଣିରେ ନ ବୁଡି ଖୁବ ସୁନ୍ଦର ଓ ମଜା ନେଇ ଖେଳିବାକୁ ଲାଗୁଛନ୍ତି ।ହେଲେ ଅନ୍ୟପଟେ ଏହି ଭିଡ଼ିଓ କୁ ଦେଖିବା ପରେ ଦର୍ଶକ ଖୁବ ଆଶ୍ଚର୍ଯ୍ଯ ହେବା ସହିତ  ସେହି ସର୍ଫିଂ କରୁଥିବା ଲୋକ ମାନଙ୍କୁ ଖୁବ ସାବସି ଦେଇଛନ୍ତି ।ତେବେ ଆପଣ ମାନେ ବିନା ଟ୍ରେନିଂ ରେ କେବେ ଏମିତି ପଦକ୍ଷେପ ନେବେ ନାହିଁ ।

Leave A Reply

Your email address will not be published.