ପୁଣି market କୁ ଆସିଲା କମେଡିଆନ୍ ଗିରିଜାଙ୍କ ନୂଆ କମେଡ଼ି ହାଣ୍ଡିଆ ବାଲି । ଦେଖନ୍ତୁ VIDEO 36 Million ରୁ ଅଧିକ ଲୋକ ଦେଖି ସାରିଲେଣି

ଆଜିର ଦିନରେ ସୋସିଆଲ ମିଡ଼ିଆ ସମସ୍ତଙ୍କ ପାଇଁ ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି କେତେବେଳେ କେଉଁଠି କି ଘଟଣା ଘଟୁଛି ତାହା କେବଳ କିଛି ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସମ୍ଭବ ହୋଇ ପାରୁଛି।

ତେବେ ଆପଣ ମନୋରଞ୍ଜନ ପାଇଁ ସୋସିଆଲ ମିଡିଆରେ ବ୍ୟବହାର ନିଶ୍ଚିତ ଭାବେ କରୁଥିବେ ଏବଂ ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ। ଆଉ ପସନ୍ଦ ମଧ୍ୟ କରୁଥିବେ। ଆଜିର ଦିନରେ ଯୁବପିଢି ମାନେ ସୋସିଆଲ ମିଡ଼ିଆ କୁ ନିଜ ରୋଜଗାରର ପନ୍ଥା ଭାବେ ଚୟନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରିଛନ୍ତି।

 

ତେବେ ସୋସିଆଲ ମିଡ଼ିଆ ରୁ ଲୋକପ୍ରିୟତା ହାସଲ କରିଥିବା ସେମିତି ଜଣେ ଜଣାଶୁଣା ହାସ୍ୟ ଅଭିନେତା ହେଉଛନ୍ତି ଗିରିଜା ଓରଫ୍ କକା। ନାଁ ତାଙ୍କର ଗିରିଜା କମେଡ଼ିଆନ୍ ଭାବରେ ସେ ବେଶ୍ ପରିଚିତ। ୟୁଟ୍ୟବ ରୁ ନିଜର ପରିଚୟ ସୃଷ୍ଟି କରିଥିବା ଗିରିଜା ଏବେ ଓଡ଼ିଶାର ଘରେ ଘରେ ପରିଚିତ। ୟୁଟ୍ୟବ ରେ ଭିଡିଓ ଅପଲୋଡ଼ ହେବାର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଦର୍ଶକ ତାଙ୍କ ଭିଡିଓ କୁ ଦେଖିଥାନ୍ତି ।ଆଉ ତାଙ୍କ ଭିଡିଓରେ ଏତେ ହାସ୍ୟରସ ଭରି ରହିଥାଏ କି ଯିଏ ତାଙ୍କର ଭିଡିଓ ଦେଖିବ ହସି ହସି ତାଙ୍କ ପେଟ ଦରଜ ହୋଇଯିବ।

ତେବେ ଗିରିଜା କମେଡ଼ିଆନ୍ ର ଅନେକ ଭିଡିଓ ଆପଣ ୟୁଟ୍ୟବ ରେ ଦେଖିବାକୁ ପାଉଥିବେ। ଆଉ ଏହି ଭିଡିଓ ସବୁ ଆପଣଙ୍କୁ ବହୁତ ପସନ୍ଦ ମଧ୍ୟ ଆସୁଥିବ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଗିରିଜା କମେଡ଼ିଆନ୍ ର ଏକ ଭିଡିଓ ୟୁଟୁବ ରେ ଅପଲୋଡ଼ ହୋଇଛି ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ସେ କମେଡ଼ିର ଟାଇଟେଲ ହେଉଛି। ରାଜଧାନୀ ରେ ଛୁଆ ଚୋର। ତେବେ ଏହି କମେଡ଼ିକି ଏକ ନୂଆ ପ୍ରକାରର ଓ ନୂଆ ଢଙ୍ଗରେ ତିଆରି ହୋଇଛି।

ତେବେ ଏହି ଭିଡିଓ ରେ ଗିରିଜା ଙ୍କ ସହିତ କମେଡ଼ିଆନ୍ ସୁମନ ଏବଂ ଅନ୍ୟ ସାଥୀମାନେ ବେଶ୍ ସୁନ୍ଦର ଭାବରେ ଅଭିନୟ କରିଛନ୍ତି। ଏହି ଭିଡିଓ ରେ ସୁମନ ଏକ ଝିଅ ସହିତ ସୁନ୍ଦର ଭାବରେ ଅଭିନୟ କରିଛନ୍ତି। ଫ୍ୟାନ୍ ମାନେ ବହୁତ ପସନ୍ଦ କରିଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓ ଟିରେ ଏତେ ମଜାମସ୍ତି ଭରି ରହିଛି ଯାହା ଆପଣ ଭିଡିଓ ଦେଖିଲେ ଜାଣି ପାରିବେ।

Leave A Reply

Your email address will not be published.