ନିୟୁ Jatra Best କମେଡି | ଗୋଟିଏ ଚୁମାରେ କି ଶାନ୍ତି ମିଳିଲା… ଭିଡ଼ିଓ ଦଖିଲେ ହସି ହସି ଗଡ଼ିଯିବେ…

ଆପଣ ମାନେ ସବୁବେଳେ ସୋସିଆଲ ମିଡ଼ିଆରେ କିଛି ନାଁ କିଛି ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହା କୁ ଦେଖିଲେ ଆପଣ ସମସ୍ତେ ଖୁସି ହୋଇଯିବେ ଆଉ ଏହି ଯାତ୍ରା କମେଡିର ଦମଦାର ସିନ କୁ ମନଭରି ଉପଭୋଗ କରିବେ ବୋଲି ମଧ୍ୟ କୁହାଯାଉଛି | ତେବେ ଆଜି କାଲି ଯାତ୍ରା ଜଗତର କମାଲ ସମସ୍ତେ ଜାଣିଥିଲେ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ସେ ଯାତ୍ରା ଆଡକୁ ଆକୃଷ୍ଟ ହେଉଥିବାର ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ଏହିଭଳି ଜବରଦସ୍ତ ଯାତ୍ରା କମେଡି ଉପରେ ନଜର ପକାଇବା |

ତେବେ ଯାତ୍ରା ଜଗତରେ ଏଭଳି କିଛି କଳାକାର ମାନେ ଅଛନ୍ତି ଯେଉଁମାନେ ସେମାନଙ୍କର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇ ଦେଇଥାନ୍ତି | ଆଉ ସମସ୍ତଙ୍କୁ ତାଙ୍କ ଆଡକୁ ଆକୃଷ୍ଟ ମଧ୍ୟ କରେଇଥାନ୍ତି |ବିଶେଷ କରିକି ଯେତେବେଳେ ଯାତ୍ରା କମେଡିର କଥା ଉଠେ ତାହାର ମଜା କିଛି ନିଆରା ଥାଏ ବୋଲି ମଧ୍ୟ କୁହାଯାଉଛି |

 

ଆଉ ସେହି ଭଳି ଏକ ଜବରଦସ୍ତ ଯାତ୍ରା କମେଡି ର ସିନ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁ ସିନ କୁ ଆପଣ ମାନେ ଦେଖିଲେ ବାରମ୍ବାର ଦେଖିବା ପାଇଁ ଆଗ୍ରହୀ ହେବେ ଆଉ ତାହା ସହିତ ଯାତ୍ରା ପ୍ରତି ଆପଣ ଙ୍କର ଭଲ ପାଇବା ଟା ଦୁଇ ଗୁଣିତ ହେଇଯିବ ବୋଲି ମଧ୍ୟ କୁହାଯାଉଛି |

ତେବେ ଭାଇରାଲ ହେଉଥିବା ଏହି ଯାତ୍ରା କମେଡି ର ସିନ ଟି ହେଉଛି “ବର୍ଷା ରାତିର ସାଥି ” ଫ୍ଲିମ ଟିର | ଆଉ ଯାହା ଜଣା ପଡିଛି କି ଏହି କମେଡି ରେ ସ୍ୱାମୀ ଓ ସ୍ତ୍ରୀ ତାହା ସହିତ ଡକ୍ଟର ଙ୍କର ଜବରଦସ୍ତ କମେଡି ର ଝଟକା ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ | ଆଉ ଯାହା କୁହାଯାଉଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ସ୍ତ୍ରୀ ର ବନ୍ଧ୍ୟା ଦୋଷ କୁ ଦୂର କରିବା ପାଇଁ ଡକ୍ଟର ଙ୍କ ପାଖକୁ ଯାଇଛନ୍ତି |ଆଉ ଡାକ୍ତର ଜନଙ୍କ ତାଙ୍କର ରସିକିୟା ନୀତି ବାହାର କରୁଛନ୍ତି |

ଆଉ ବନ୍ଧ୍ୟା ଦୋଷ ପାଇଁ ସ୍ତ୍ରୀ ଗାଉଛି ଦବୁ ଯଦି ଡେ ଗୋଟେ ଛୁଆଁ ଦେଇ ଯା ବଦଳରେ ଘର ବାଡ଼ି ଜମି ନେଇଯା | ଆଉ ସେତେବେଳେ ଡକ୍ଟର କହୁଛି ଦେବି ମୁଁ ଗୋଟେ ଛୁଆଁ ଆଉ ତାହା କୋଉଠି ଆଉ କେତେବେଳେ ଦେବି | ଏହି ଭଳି ଭାବରେ ଜବରଦସ୍ତ କମେଡି ରେ ଦର୍ଶକ ମାନେ ପୁରା ପୁରୀ ଝୁମି ଯାଇଛନ୍ତି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.