ଓଡିଆ ଚଳଚ୍ଚିତ୍ର ଜଗତ ର ବହୁତ ଲୋକ ମାନଙ୍କର ପ୍ରିୟ ନାୟିକା ହେଉଛନ୍ତି ବର୍ଷା ପ୍ରିୟଦର୍ଶନି | ସେ ବହୁତ ସିନେମା ରେ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟ ଜିଣିଛନ୍ତି, ତାଙ୍କର ଅଭିନୟ ଏବଂ ବିଶେଷ କରି ତାଙ୍କ ବ୍ୟକ୍ତିତ୍ୱ ସମସ୍ତ ଙ୍କୁ ଆକର୍ଷିତ କରିଥାଏ | ଓଡିଆ ସିନେ ଜଗତ ରେ ଯେତେ ସବୁ ହିରୋଇନ ଅଛନ୍ତି ବର୍ଷା ପ୍ରିୟଦର୍ଶନି ହେଉଛନ୍ତି ନମ୍ବର ୱାନ ହିରୋଇନ ଭାବରେ ତାଙ୍କର ଲୋକପ୍ରିୟତା ବେଶୀ ଅଧିକ ଭାବରେ ରହି ଆସିଅଛି | ବର୍ଷା ପ୍ରିୟଦର୍ଶିନୀ ହିନ୍ଦୁ ଧର୍ମ ର ସଂସ୍କୃତି ରେ ବାନ୍ଧି ହୋଇ ରହିଥାନ୍ତି, ସେ ଜଣେ ଓଡିଆ ବୋହୂ ବ୍ୟକ୍ତି ଗତ ଜୀବନ ରେ ମୂଲ୍ୟ ବୋଧ ରହିଛି ଯାହା ତାଙ୍କ ବ୍ୟବହାର ରୁ ଜଣା ପଡେ |
ବର୍ଷା ପ୍ରିୟଦର୍ଶନୀ ଙ୍କର ଲକ୍ଷ ଲକ୍ଷ ଦର୍ଶକ ଏବଂ ପ୍ରଶଂସକ ରହିଛନ୍ତି |ତାଙ୍କର ଅଭିନୟ ଯେପରି ସୁନ୍ଦର ସେ ଦେଖିବାକୁ ମଧ୍ୟ ସେହିପରି ସୁନ୍ଦର, ସେ ସୁନ୍ଦର ସହିତ ତାଙ୍କ ହୃଦୟ ମଧ୍ୟ ଆହୁରି ସଫା |ଲୋକ ମାନଙ୍କ ମନକୁ ଛୁଆଁଇଲା ଭଳି ସେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି |ତାଙ୍କର ଅବଦାନ ଓଡ଼ିଆ ସିନେମା ଜଗତ ରେ ରହିଛି ଏବଂ ଅନେକ ଅନେକ ହିଟ ଫିଲ୍ମ ସେ ଦର୍ଶକ ମାନଙ୍କ ପାଇଁ ଭେଟି ଆଣି ଦେଇଛନ୍ତି | ସେ ଏକ ସଂଗଠନ କରିଛନ୍ତି ଯେଉଁଥିରେ ଅସହାୟ ଏବଂ ସାହାଯ୍ୟ ଦରକାର କରୁ ଥିବା ଲୋକ ମାନଙ୍କ ପାଇଁ,
ତେବେ ବର୍ଷା ଅନେକ ଦିନ ହେଲା ସମାଜ ସେବା ରେ ଲିପ୍ତ ରହୁଛନ୍ତି ଆପଣ ମାନେ ଏହା ଜାଣି ଥିବେ । ସେ ତାଙ୍କର ସମ୍ମାନିତା ପକ୍ଷରୁ ସମାଜ ସେବା ସଂଗଠନ ଜାରି ରଖିଛନ୍ତି । ଏହା କୁ ନେଇ ସେ ବହୁତ ଚର୍ଚ୍ଚା ରେ ଅଛନ୍ତି । ଏହି ସଂଗଠନ ରେ ସେ ଅନେକ ଅସହାୟ ଲୋକୋ ଙ୍କ ପଖରେ ପହଞ୍ଚି ସେମାନଙ୍କ ସହାୟତା କରୁଛନ୍ତି । ଏହି ପରି କାମ ରେ ସେ ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଯେଉଁ ଭିଡିଓ ଟି ଭାଇରାଲ ହେଉଛି ସେଥିରେ କିଛି ଅଲଗା ଦେଖିବାକୁ ମିଳିଛି ।
ତେବେ ଭାଇରାଲ ହେଉ ଥିବା ଭିଡ଼ିଓ ଟି ରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଘରେ ମା’ ସରସ୍ଵତୀ ଙ୍କ ର ପୂଜା କରିବା ସହିତ ତାଙ୍କର ନୂଆ ଘର ପ୍ରତିଷ୍ଠା କାର୍ଯ୍ୟ ଜାରି ରଖିଛନ୍ତି । ଆଉ ଏହି ସବୁ କାର୍ଯ୍ୟ ରେ ସେ ନିଜକୁ ନିୟୋଜିତ କରି ବହୁତ ଖୁସି ଥିବା ନଜର ଆସିଛନ୍ତି। ଆଉ ସରସ୍ଵତୀ ପୂଜାରେ ସେ ତାଙ୍କର ସୁନ୍ଦର ମୂହୁର୍ତ କୁ ତାଙ୍କ ଫ୍ୟାନ ମାନଙ୍କ ସହ ସେୟାରେ କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ଏବଂ ଲୋକ ମାନେ ଏହାକୁ ଦେଇ ବହୁତ ପ୍ରଶଂସା କରିବା ସହିତ ଖୁସି ହୋଇଛନ୍ତି।