ଓଃ..କି..ଡାନ୍ସ – ଷ୍ଟେଜରୁ ଗଳି ପଡ଼ିଲେ ଆଇଟମ ଗାର୍ଲ୍, ଝାମ୍ପି ପଡ଼ିଲେ ଯୁବକ,ଦେଖିଲେ ହସି ହସି ଗଡ଼ିଯିବେ ! ଦେଖନ୍ତୁ ଏହି Viral ଭିଡ଼ିଓ ଟିକୁ….
କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।
ଆଉ ଭିଡିଓ ଟିକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ଏହା ଏତେ ଭୟଙ୍କର ଅଟେ ବୋଲି।ତେବେ ଆମେ ଆଜି ଆପଣ ଙ୍କୁ ଏହିପରୀ ଏକ ଭାଇରଲ ଭିଡିଓ ବିଷୟ ରେ ଜଣେଇବା ପାଇଁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ହସି ହସି ଗଡ଼ି ଯିବେ । ତେବେ ଚାଲନ୍ତୁ ଜାଣିନେବା ସେହି ଭିଡ଼ିଓ ବିଷୟ ରେ ,
ତେବେ ଆପଣ ମାନେ ତ ଏହି ଢଗ ଟି ନିଶ୍ଚିତ ଭାବରେ ଶୁଣିଥିବେ ଯେ, ଅତି ଉତୁରିଲେ କ୍ଷୀର ଚୁଲି କୁ ପଶେ । ପୂଜା ଓ ପାର୍ବଣ ର ସମୟ ରେ ଗାଁ ତେ ନାଚ ହେଉଥିଲା । ଆପଣ ମାନେ ଭିଡିଓ ରେ ଦେଖୁଥିବା ଏହି ମହିଳା ଜଣକ ଷ୍ଟେଜ ଉପରେ ଏଭଳି ନାଚିଲେ ଯେ, ସିଧା ଆସି ଷ୍ଟେଜ ତଳେ ପଡ଼ିଗଲେ । ଷ୍ଟେଜ ଯେଉଁ ସ୍ଥାନରେ କରାଯାଇଥିଲା ସେହି ସ୍ଥାନରେ ପଛ ପଟେ ଥିଲା ମନ୍ଦିର ।ଭଗବାନ ଙ୍କ ସ୍ଥାନରେ ଭଜନ କୀର୍ତ୍ତନ ଜାଗାରେ ଏଭଳି ଆଇଟମ ଗୀତରେ ଡାନ୍ସ କରୁଥିଲେ ମହିଳା ଜଣକ । ମହିଳା ଙ୍କ ନାଚ ଦେଖି ଲୋକମାନେ ତାଙ୍କ ଉପରେ ଟଙ୍କା ମଧ୍ୟ ଉଡାଉଥିଲେ ।
ଷ୍ଟେଜ ଉପରେ ଗୀତ ବାଜୁଥିଲା ଯେ, ମୁଁ ଛେନା ଝିଲି ଥରେ ଯିଏ ଖାଇବ ସେ ପାରିବନି ଭୁଲି । ତେବେ ଏଠାରେ ଯେଉଁ ଘଟଣା ଟି ଘଟିଲା ତାକୁ ନାଚୁଥିବା ମହିଳା ଓ ଦର୍ଶକ କେହିବି ଭୁଲି ପାରିବେ ନାହିଁ ।ମହିଳା ଜଣକ ଷ୍ଟେଜ ରୁ ପଡ଼ିଯିବା ପରେ ଭିଡ଼ରେ ଥିବା ଲୋକମାନେ ମଧ୍ୟ ତାଙ୍କୁ ଉଠାଇବାକୁ ଚାଲି ଆସିଲେ । ମହିଳା ଙ୍କୁ ତଳୁ ଉଠାଇବା ପରେ ସେ ପୁଣିଥରେ ଯାଇ ଷ୍ଟେଜ ଉପରେ ନାଚିଲେ । ଏହା ସହିତ କିଛି ଲୋକ ମଧ୍ୟ ଯାଇ ତାଙ୍କ ସହିତ ଷ୍ଟେଜ ଉପରେ ଡାନ୍ସ କରିଲେ । ଅବଶ୍ୟ ଏଥିରେ ଉକ୍ତ ମହିଳା ଙ୍କ କୌଣସି ଭୁଲ ନାହିଁ ।
କାରଣ ସେ ପଇସା ନେଇଛନ୍ତି ମାନେ ଯାହା ହେଲେବି ତାଙ୍କୁ ଡାନ୍ସ କରିବାକୁ ପଡ଼ିବ । ନହେଲେ ଭିଡ଼ ଭିତରେ ଥିବା ଲୋକମାନେ ତାଙ୍କୁ ଛାଡ଼ିବେ ନାହିଁ । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଆପଣ ମାନେ ଭିଡିଓ ରେ ଯେଉଁ ଦୃଶ୍ୟ କୁ ଦେଖୁଛନ୍ତି ସେହି ଦୃଶ୍ୟ ଟି ହେଉଛି କଟକ ଜିଲ୍ଲା ଅନ୍ତର୍ଗତ ନିଆଁଳି ଗ୍ରାମ ର ।ଏଠାରେ ଆମେ ଏହି ମହିଳା ଙ୍କୁ ଅପଦସ୍ତ କରୁନାହୁଁ । କିନ୍ତୁ ପୂଜା ପର୍ବ ସମୟରେ ଏଭଳି ଅସଭ୍ୟ ଗୀତ ରେ ଡାନ୍ସ କରିବା ତାହା କେତେଦୂର ଠିକ? ଏହା ହିଁ ଥିଲା ଆମ କହିବାର ଉଦ୍ଦେଶ୍ୟ ।