Teeth Recipe – ଏହି ଗୋଟିଏ ଜିନିଷ ମିଶେଇ ଥରେଦାନ୍ତ ଘଷାନ୍ତୁ… ମାତ୍ର ୩ ଦିନରେ ଦାନ୍ତ କ୍ଷୀର ଭଳି ଚମକିବ…

ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଯେମିତି ତ୍ୱଚାର ଯତ୍ନ ନେବା ଆମ ପାଇଁ ନିହାତି ଆବଶ୍ୟକ ହୋଇଥାଏ ଠିକ ସେହିଭଳି ଆମର ଦାନ୍ତ ର ଯତ୍ନ ନେବା ମଧ୍ୟ ଆମର ଆବଶ୍ୟକ ହୋଇଥାଏ | ଆଉ କୌଣସି କାରଣରୁ ଯଦି ଆମ ଦାନ୍ତ ରେ ପୋକ ଲାଗିଥାଏ ତାହେଲେ ମଧ୍ୟ ଆମେ ମାନେ ବହୁତ କଷ୍ଟ ପାଇଥାଉ ବୋଲି କୁହାଯାଇଥାଏ | ଠିକ ସେହି ଭଳି ଦାନ୍ତ ହଳଦିଆ ପଡିଵା ଓ ଦାନ୍ତ ମାଢି ଫୁଲିଯିବା ଦୁର୍ଗଦ୍ଧ ହେବା ମଧ୍ୟ ଏକ ପ୍ରକାରର ସମସ୍ୟା ଅଟେ |

ଆଉ ସେହି ଭଳି କିଛି ସମସ୍ୟା ଯଦି ଆପଣ ମାନଙ୍କ ପାଖରେ ଦେଖା ଯାଉଛି ତାହେଲେ ସେ ସବୁର ସମାଧାନ ପାଇଁ ଏକ ଘରେଇ ଉପଚାର ରହିଛି ଯାହାକୁ ବ୍ୟବହାର କରିକି ଆମେ ଏହି ଭଳି ଦାନ୍ତ ଜନିତ ସମସ୍ୟା ରୁ ମୁକ୍ତି ପାଇଁ ପାରିବା |ଏହା ଛଡା କୁହାଯାଉଛି କି ଆମେ ଅଧିକ ପରିମାଣରେ ପାନ ଓ ତୋମାଖୁ ଭଳି ଅନେକ ନିଶା ଦ୍ରବ୍ୟ ର ସେବନ ମଧ୍ୟ ଦାନ୍ତ ଜନିତ ସମସ୍ୟା ର କାରଣ ହୋଇଥାଏ |ତାହେଲେ ଆସନ୍ତୁ ଘରେ ପ୍ରସ୍ତୁତ କରୁଥିବା ସହଜ ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-ଟୁଥ ପେଷ୍ଟ, ବେକିଂ ସୋଡ଼ା, ଲେମ୍ବୁ

ପ୍ରସ୍ତୁତି ପ୍ରଣାଳୀ :-ଆପଣ ମାନେ ଏହି ଘରେଇ ଉପଚାର ମାଧ୍ୟମରେ ଦାନ୍ତ କୁ ସଫା କରିବା ପାଇଁ ଚାହୁଁଥିଲେ ପ୍ରଥମେ ଆପଣ ମାନେ ଗୋଟିଏ ଗିନା ନେବେ ଆଉ ସେଥିରେ ଆପଣ ମାନେ ଟୁଥ ପେଷ୍ଟ କୁ ନେବେ ଯେତିକି ଆପଣ ମାନେ ଦାନ୍ତ ଧୋସିବା ପାଇଁକି ପ୍ରତେକ ଦିନ ନିଅନ୍ତି ସେତିକି ନେବେ | ତାହା ପରେ ସେଥିରେ ଆପଣ ମାନେ ପକାଇବେ ଖାଇବା ସୋଡ଼ା ଅଳ୍ପ ପରିମାଣରେ | ଆଉ ତାହା ପରେ ଆପଣ ମାନେ ସେଥିରେ ଫାଳେ ଲେମ୍ବୁ ର ରସ କୁ ମଧ୍ୟ ସେଥରେ ଏଡ କରି ପାରିବେ ବୋଲି କୁହାଯାଉଛି |ଆଉ ତାହା ପରେ ଏହି ସମସ୍ତ ଉପାଦାନ ଗୁଡିକୁ ଭଲ ଭାବରେ ମିକ୍ସ କରିକି ଏକ ମିଶ୍ରଣ ପ୍ରସ୍ତୁତ କରିବେ |

ବ୍ୟବହାର :-

ଏହି ଘରେଇ ଉପଚାର କୁ ଆପଣ ମାନେ ବ୍ରସ ସାହାଯ୍ୟ ରେ ଦାନ୍ତ ଘୋଷିବା ବେଳେ ବ୍ୟବହାର କରି ପାରିବେ, କିନ୍ତୁ ମନେ ରଖିବେ କି ଯେମିତି ମାଢି ରେ ଏହାର ପ୍ରୟୋଗ ନ କରିବା ପାଇଁକି | ଆଉ ତାହା ପରେ ଆପଣ ମାନେ ଏହି ଉପଚାର କୁ ସପ୍ତାହରେ 2 ଥର ବ୍ୟବହାର କରି ପାରିବେ ବୋଲି ମଧ୍ୟ କୁହାଯାଉଛି | ଆଉ ପରେ ଥରେ ଲେଖାଏ ମଧ୍ୟ ବ୍ୟବହାର କରି ପାରିବେ |

ତେବେ ଏହା ଥିଲା ଆମର ଦାନ୍ତ କୁ ମୋତି ଭଳି ଚମକାଇବା ର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.