କେମିତି ହୋଇଥିଲା ସୁପରଷ୍ଟାର Prabhas ଙ୍କ ( Bahubali ) ଫିଲ୍ମ ର ଷଣ୍ଢ ଲଢେଇ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର। ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହା ଆମକୁ ବେଶ୍ ଖୁସି ଦେଇଥାଏ। ଆଉ ସେହିଭଳି ଏକ ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ଫିଲ୍ମ ରେ ପରଦା ପଛରେ ଦେଖା ଯାଉଥିବା କେତେକ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି। ଆଉ ଯେଉଁଠି ବଲିଉଡ୍ ଫିଲ୍ମ ବାହୁବଳୀ ର ଏକ ଜବରଦସ୍ତ ସିନ୍ ଟି ଭାଇରାଲ ହେବାରେ ଲାଗିଛି। ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା।
ଆପଣମାନେ ଜାଣିଥିବେ କି ଆମେ ସବୁବେଳେ ପରଦା ଆଗରେ ଥିବା ଘଟଣାକୁ ଦେଖିଥାଉ ଆଉ ସେଥିରେ ମଜା ନେଇଥାଉ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗୁଛି ତାହା ହେଉଛି ପରଦା ପଛରେ ଥିବା କେତେକ ଘଟଣା ବିଷୟରେ ଦେଖିବାକୁ ମିଳିଛି। ତେବେ ଆପଣ ମାନେ ଜାଣିଥିବେ କି ପୁରା ସିନେମା ଇଣ୍ଡଷ୍ଟ୍ରି ର ସବୁଠାରୁ ଲୋକପ୍ରିୟ ସିନେମା ହେଉଛି ” ବାହୁବଳୀ” ସିନେମା ।
ତେବେ ଏହି ସିନେମା ଟି ର କାହାଣୀ ଯେତିକି ଦମଦାର ଥିଲା ତା ଠାରୁ ଅଧିକ ଦମଦାର ଥିଲା ଏହାର ଲୋକେସନ ଏବଂ ଗୀତ ଓ କିଛି କିଛି ସିନ ।ତେବେ ଆଜି ବି ଯଦି ଆପଣ କାହାକୁ ବି ଏହି ସିନେମା କଥା ପଚାରିବେ ତ ତାଙ୍କ ମୁଁହ ରୁ ଏହାର ପ୍ରଶଂସା ଶୁଣି ପାଗଳ ହୋଇଯିବେ ଆପଣ।
ତେବେ ଏହି ସିନେମା ଟି ଛୋଟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତ ଙ୍କୁ ଖୁବ ପସନ୍ଦ ଆସିଥିଲା ଏବଂ ଏହା ମଧ୍ୟ କେବଳ ଭାରତ ରେ ନୁହେଁ ଭାରତ ବାହାରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା।ତେବେ କଣ ଆପଣ ଜାଣିଛନ୍ତି କି ଏହି ସିନେମା ଟି କିପରି ଭାବରେ ସୁଟିଂ ହୋଇଥିଲା ଯାହାକି ଲୋକଙ୍କୁ ଏତେ ପସନ୍ଦ ଆସିଥିଲା। ତେବେ ଏହି ସିନେମା ର ସୁଟିଂ ପାଇଁ ଅଭିନେତା, ଅଭିନେତ୍ରୀ , ପ୍ରଦ୍ୟୁସର ଏବଂ ଡ଼ାଇରେକ୍ଟର ବହୁତ ପରିଶ୍ରମ କରିଥିଲେ। ଭାରତ ର କିଛି ବଛା ବଛା ସ୍ଥାନ ରେ ଏହାର ସୁଟିଂ ହୋଇଥିଲା ଏବଂ ଏହାର ଏଡିଟିଙ୍ଗ ଏବଂ ଆନିମେସନ ମଧ୍ୟ ସମସ୍ତ ଙ୍କୁ ଖୁବ ଆକର୍ଷିତ କରିଥିଲା।ତେବେ ଏହି ସିନେମା ର ସବୁ ଠାରୁ ଲୋକପ୍ରିୟ ଏବଂ ଆକର୍ଷଣୀୟ ସିନ ଥିଲା ଭଲାଲ ଦେବ ଙ୍କ ର ଷଣ୍ଢ ଫାଇଟିଙ୍ଗ ସିନ ଟି।
ତେବେ ଏହି ସିନ ର ସୁଟିଂ ଟି କୁ ଗ୍ରୀନ କପଡା ପଛରେ ଲଗାଇ କରା ଯାଇଥିଲା ଏବଂ ଷଣ୍ଢ କୁ ଥ୍ରୀଡି କ୍ୟାମରା ସାହାଯ୍ୟ ରେ ଲୋକଙ୍କୁ ଦେଖା ଯାଇଥିଲା। ତେବେ ଏହାକୁ ଏହିଭଳି ସରଳ ଉପାୟ ରେ ସୁଟିଂ କରାଯାଇ ତାହାକୁ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଟେକ୍ନୋଲୋଜି ର ମାଧ୍ୟମ ରେ ଲୋକପ୍ରିୟ କରାଯାଇ ଥିଲା। ଯାହା ଆପଣ ଏହି ଭିଡ଼ିଓ ଟି ମାଧ୍ୟମ ରେ ଦେଖି ପାରିବେ।ତେବେ ସୂଚନା ଅନୁସାରେ , ସିନେମା ର ପ୍ରାୟ ୮୦ ପ୍ରତିଶତ ସୁଟିଂ ରାମଜୀ ଫିଲ୍ମ ସିଟି ରେ ହୋଇଥିଲା ।ଏହି ସିନେମା ରେ ଭଲାଲ ଦେବ ଙ୍କ ର ଏକ ସିନ କୁ ପଛରେ ଗ୍ରୀନ କପଡା ଟାଣି ଶୁଟିଂ କରାଯାଇଥିଲା।
ଏହା ସହ ସିନେମା ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ଟେକ୍ନିକ ର ବ୍ୟବହାର କରି ଏହାକୁ ଏଡିଟ କରାଯାଇଥିଲା। ଯାହାକି ଆପଣ ମାନେ ଆମର ଏହି ଭିଡ଼ିଓ ମାଧ୍ୟମ ରେ ଦେଖି ପାରିବେ। ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏହି ସିନେମା ର ସୁଟିଂ ସମୟ ର କେତେକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ତାହାକୁ ଆପଣ ଥରେ ନିଶ୍ଚିତ ଦେଖନ୍ତୁ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।