ତେବେ ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି |
କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ଆହୁରି ଏମିତି ମଧ୍ୟ ପ୍ରଶ୍ନ ରହିଛି ଯାହା ନେଗେଟିଭ ଚିନ୍ତାଧାରା ଆମ ମନ ରେ ଆସି ଥାଏ କିନ୍ତୁ ଯଦି ବୁଦ୍ଧି ଖଟାଇବା ତେବେ ଏହାର ବହୁତ ସରଳ ଉତ୍ତର ଆମେ ଖୋଜି ପାଇ ପାରିବା | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |
1.ପ୍ରଶ୍ନ:- ବର୍ତ୍ତମାନ ଯୁଗରେ କେଉଁ ଜିନିଷ ଲୋକମାନେ ସବୁଠାରୁ ଅଧିକ ମାରନ୍ତି ?
ଉତ୍ତର: Missed କୋଲ
2.ପ୍ରଶ୍ନ:- ପ୍ରଥମ ମହିଳା ନର୍ତ୍ତକୀ କିଏ ?
ଉତ୍ତର: ମେନକା
3.ପ୍ରଶ୍ନ:- କୁଲୁ ସହର କେଉଁ ଉତ୍ସବ ପାଇଁ ପ୍ରସିଦ୍ଧ ?
ଉତ୍ତର: ଦଶହରା।
4.ପ୍ରଶ୍ନ:- ରାଜଘାଟରେ କାହାର ସମାଧି ରହିଛି ?
ଉତ୍ତର: ମହାତ୍ମାଗାନ୍ଧୀ।
5.ପ୍ରଶ୍ନ:- ଭାରତର କେଉଁ ମନ୍ଦିରକୁ ପ୍ରଥମେ ଗୋଟିଏ ସ୍ଥାନରୁ ଅନେକ ସ୍ଥାନକୁ ସ୍ଥାନନ୍ତରିତ କରାଯାଇଥିଲା ?
ଉତ୍ତର: ସଙ୍ଗମେଶ୍ୱର ମନ୍ଦିର।
6.ପ୍ରଶ୍ନ:- ଭାରତୀୟ ସେନାର ପ୍ରଥମ ମହିଳା ଜେନେରାଲ କିଏ ?
ଉତ୍ତର :ମେଜର ଜୀ.ଏ. ରାମ
7.ପ୍ରଶ୍ନ:- ଯେତେବେଳେ ଝିଅମାନେ ଦୌଡ଼ିଥାନ୍ତି ତ ତାଙ୍କର କ’ଣ ଉପର ତଳ ହୋଇଥାଏ?
ଉତ୍ତର: ଡ୍ରେସ।
8.ପ୍ରଶ୍ନ:- ଭାରତର ସ୍ଥାପିତ ପ୍ରଥମ ବ୍ୟାଙ୍କର ନାମ କଣ?
ଉତ୍ତର: ଦି ବ୍ୟାଙ୍କ ଅଫ ହିନ୍ଦୁସ୍ତାନ
9. ପ୍ରଶ୍ନ:- ଭାରତର ପ୍ରଥମ ନୃତ୍ୟ ବିଦ୍ୟାଳୟର ନାଁ କଣ ?
ଉତ୍ତର: ଶାନ୍ତିନିକେତନ
10.ପ୍ରଶ୍ନ:- ଝାନସୀ ଦୁର୍ଗ କିଏ ନିର୍ମାଣ କରି ଥିଲେ ?
ଉତ୍ତର :ବୀର ସିଂ ଦେଓ
11.ପ୍ରଥମ ମହିଳା ପାଇଲଟ କିଏ ?
ଉତ୍ତର: ଆନନ୍ଦୀ ବାଈଯୋଶୀ
12.ପ୍ରଶ୍ନ:- କାର୍ଲେଗୁମ୍ଫା କେଉଁଠି ଅବସ୍ଥିତ?
ଉତ୍ତର: ପୁନେ
13.ପ୍ରଶ୍ନ:- ମଉକା ମିଳିଗଲା ମାତ୍ରକେ ପୁଅଟି ଝିଅର ମାରିଦେଲା ସେଇଟା କ’ଣ ?
ଉତ୍ତର: ପକେଟ
14. ପ୍ରଶ୍ନ:- ପାଣ୍ଡଵ ଜଳପାତ୍ର କେଉଁଠି ?
ଉତ୍ତର: ଖଜୁରାହୋ (ମଧ୍ୟପ୍ରଦେଶ)
15. ପ୍ରଶ୍ନ:- ପୁଅ ଟି ଝିଅ କୁ କହିଲା 143 ଝିଅ ଟି ଉତ୍ତର ଦେଲା 25,5,19 ତାହେଲେ ଝିଅ ଟି କଣ କହିଲା?
ଉତ୍ତର :-yes