Breaking News – ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡର LIVE ଦୃଶ୍ୟ …କେମିତି ଗୁଳିକରାଯାଇଥିଲା ସାମ୍ନାକୁ ଆସିଲା ଭିଡିଓ..CCTV ରେ ରେକର୍ଡ ହୋଇଗଲା ….
ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ର ସମୟ ରେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁଛନ୍ତି। ସେଥି ପାଇଁ ତ ବ୍ୟସ୍ତ ବହୁଳ ଜୀବନରୁ ଯଦି କିଏ ଟିକିଏ ସମୟ ପାଉଛି ସେ ସୋସିଆଲ ମିଡିଆରେ ହିଁ ବ୍ୟସ୍ତ ହୋଇ ଯାଉଛି।
ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ଯାହା ଦେଖିଲେ ଆମକୁ ଖୁବ୍ ପସନ୍ଦ ଆସିଥାଏ ଏଭଳି ଭିଡିଓ ବେଳେ ବେଳେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳି ଥାଏ ଯାହା ଦେଖିଲେ ଆମକୁ ଏକ ଭିନ୍ନ ଧରଣର ଖୁସି ମିଳି ଥାଏ। ସୋସିଆଲ ମିଡିଆରେ ଆମେ ବିଭିନ୍ନ ପ୍ରକାର ଭିଡିଓ ବାବଦରେ ଅବଗତ ହୋଇ ପାରୁଛୁ। ଯାହା ଆମକୁ ମନୋରଞ୍ଜନ ମଧ୍ୟ ପ୍ରଦାନ କରୁଛି।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି ଆଉ ଲୋକେ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି।
ତେବେ ବେଳେବେଳେ ଅଚାନକ ଏମିତି ଦୁର୍ଘଟଣା ଘଟିଯାଏ ଯେ, କେହି ସ୍ୱପ୍ନ ରେ ସୁଦ୍ଧା ଭାବି ନଥିବେ ଯେ ତାଙ୍କ ସହିତ ଆଜି ଏମିତି ହେବାର ଥିଲା। ଆଉ କେତେବେଳେ ଜୀବନର ସମୟ କେଉଁ ଆଡ଼କୁ ଗତି କରିଥାଏ ତାହା ମଧ୍ୟ କେହି କଳ୍ପନା କରି ନଥାନ୍ତି। ଆଜ୍ଞା ହଁ ସେମିତି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଘଟଣାଟି ହେଉଛି ଆମ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଛି ଗୁଳିମାଡ଼। ତେବେ ସୂଚନା ଅନୁସାରେ ବ୍ରଜରାଜନଗର ଗାନ୍ଧିଛକ ରେ ଗୁଳିମାଡ଼ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ସଭାରେ ଯୋଗ ଦେବାକୁ ଯାଇଥିଲେ।
ଆଉ ସେଠାରେ ୩ ଦୁର୍ବୁତ୍ତ ଅତର୍କିତ ଗୁଳିମାଡ଼ କରିଥିବା ସୂଚନା ମିଳିଛି। ଆଉ ତାଙ୍କ ଭିତରୁ ଜଣେ ପୋଲିସ କର୍ମଚାରୀ ତାଙ୍କ ଛାତିକୁ ୫ ରାଉଣ୍ଡ ଗୁଳିମାଡ଼ କରିଛନ୍ତି, ସେ ହେଉଛନ୍ତି ଏଏସଆଇ ଗୋପାଳ ଦାସ ।ତାପରେ ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଛି। ଆଉ ଏ ଖବର ଶୁଣି ପୁରା ଓଡିଶା ବାସୀ ସ୍ତବ୍ଧ ହୋଇ ଯାଇଛନ୍ତି। ସମସ୍ତେ ଦୁଃଖ ପ୍ରକାଶ କରିବା ସହ ଭଗବାନଙ୍କ ପାଖରେ ଆଶୁ ଚିକିତ୍ସା ପାଇଁ ପ୍ରାର୍ଥନା କରିଛନ୍ତି।